Daily Archives

April 30, 2019

ଥରୁଛି ଓଡ଼ିଶା । ଆସୁଛି ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’, କ’ଣ କରିବେ କ’ଣ ନକରିବେ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ…

କନକ ବ୍ୟୁରୋ: ଥରୁଛି ଓଡ଼ିଶା, ଆସୁଛି ଭୟଙ୍କର ବାତ୍ୟା ‘ଫୋନି’ । ଏନେଇ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ତେବେ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ସଜାଗ ରହିବାକୁ ପରାମର୍ଶ ରହିଛି । ବାତ୍ୟା ପୂର୍ବରୁ କ’ଣ କରିବେ…

ରାଜନୀତିର ରୋଚକ କଥା । ଚାଲିଛି ଭୋଟ୍, ଜଳୁଛି ଜୁଇ । ରଣପୁର ମାଟି ଦେଖିଲା ରଣପୁର ଇତିହାସର ସବୁଠାରୁ ସଂଘର୍ଷପୂର୍ଣ୍ଣ…

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ‘‘ମୋର ଅନୁରୋଧ, ଦୟାକରି ଟିକିଏ ଈଶ୍ୱରବାବୁଙ୍କୁ ଡାକିଦିଅନ୍ତୁ । ସେ ମୋତେ ସକାଳ ପର୍ଯ୍ୟନ୍ତ ବଞ୍ଚାଇ ଦିଅନ୍ତୁ । ମୋର ଭୋଟଦେଇ ମୁଁ ମରିବି ।’’ ଏ ଆକୁଳ ଅନୁରୋଧଟି ଥିଲା ରାଜମାତା ବସନ୍ତମଞ୍ଜରୀ ଦେବୀଙ୍କର । ୧୯୬୧ ମସିହା ବିଧାନସଭା ନିର୍ବାଚନ ସମୟରେ,…

ଡରାଉଛି ‘ଫୋନି’ ! ଲ୍ୟାଣ୍ଡଫଲ୍ ବେଳେ ୧୮୫ କିମି ବେଗରେ ବୋହିବ ପବନ, ମାଡି ଆସିବ ଦେଢ ମିଟର ଉଚ୍ଚ ଜୁଆର । ପ୍ରବଳ ବର୍ଷା…

କନକ ବ୍ୟୁରୋ : ବାତ୍ୟା ‘ଫୋନି’କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ସ୍ଥଳଭାଗ ଛୁଇଁବା ବେଳକୁ ୧୭୫ରୁ ୧୮୫ କିଲୋମିଟର ବେଗରେ ପବନ ବୋହିବ । ଆଉ ସବୁଠାରୁ ବଡ କଥା ହେଉଛି ସମୁଦ୍ରରୁ ଦେଢ ମିଟର ଉଚ୍ଚର ଜୁଆର ମାଡି ଆସିବ । ପବନ ସହ ଅତି ପ୍ରବଳ ବର୍ଷା ଲାଗି ରହିବ । ୨ରୁ ୪ ତାରିଖ…

ବାପାଙ୍କ ପରେ ପୁଅକୁ ଆଜୀବନ କାରାଦଣ୍ଡ । ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ପୁଅ ନାରାୟଣଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା…

କନକ ବ୍ୟୁରୋ : ବାପାଙ୍କ ପରେ ପୁଅକୁ ଦଣ୍ଡ । ଦୁଷ୍କର୍ମକାରୀ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଆଜୀବନ ଜେଲ୍ । ଏକ ଦୁଷ୍କର୍ମ ମାମଲାରେ ନାରାୟଣ ସାଇଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସୁରତ କୋର୍ଟ । ଆଜୀବନ ଜେଲ ଦଣ୍ଡ ସହ ତାଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିବ । ଗତ…

ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ‘ଫୋନି’ ପାଇଁ ପାଟକୁରା ନିର୍ବାଚନ ତାରିଖ…

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବା ନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଭେଟି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ କମିଶନଙ୍କୁ ଭେଟିବା ପରେ ନବୀନ କହିଛନ୍ତି କି,…

ରୋଚକ ହେଉଛି ବାରାଣାସୀ ରାଜନୀତି । ମୋଦିଙ୍କ ବିରୋଧରେ ମୈଦାନରେ ୧୦୧ ପ୍ରାର୍ଥୀ । ଇଭିଏମରେ କେମିତି ରହିବ ଏତେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣାସୀରେ ଦିନକୁ ଦିନ ରୋଚକ ହେଉଛି ରାଜନୀତି । ବାରାଣାସୀ ଆସନ ପାଇଁ ଗତକାଲି ଅର୍ଥାତ ଏପ୍ରିଲ ୨୯ ତାରିଖ ଥିଲା ଶେଷ ଦିନ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ଆସନ ପାଇଁ ଏଥର ୧୦୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଉ…