Daily Archives

April 26, 2019

ଓଡ଼ିଶା ରାଜନୀତିର ରୋଚକ କଥା । ପଲିଟିକ୍ସରେ ଭାଇଭଉଣୀ । ସାନଭାଇ ମୁଖ୍ୟମନ୍ତ୍ରୀ ଆଉ ବଡ ଭଉଣୀ ବିଧାୟିକା । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଆଶ୍ଚର୍ଯ୍ୟ ହେଲେ ବି ସତ । ଓଡ଼ିଶା ରାଜନୀତିରେ ଏମିତି ଦୁଇ ଭାଇଭଉଣୀ ଅଛନ୍ତି, ଯେଉଁମାନେ ଏକ ସମୟରେ ଏକାଧିକବାର ବିଧାନସଭାର ସଦସ୍ୟ ରହିଛନ୍ତି । ଥରେ ତ ଏପରି ହୋଇଥିଲା ଯେ ଭାଇ ଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଭଉଣୀ ଥିଲେ ସରକାରୀ ଦଳର ବିଧାୟିକା ।…

କେନ୍ଦ୍ରାପଡା ବିଧାନସଭା ଆସନରେ ହୋଇପାରେ ବୁଥ୍ କ୍ୟାପଚରିଂ । ବିଜେପି-କଂଗ୍ରେସ ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ…

କନକ ବ୍ୟୁରୋ : ବିଜୟ ପାଇଁ ନୂଆ ଫର୍ମୁଲା । କେନ୍ଦ୍ରାପଡା ବିଧାନସଭା ଆସନରେ ବିଜୟ ଧ୍ୱଜା ଉଡାଇବା ପାଇଁ ବୁଥ କ୍ୟାପଚରିଂ କରିପାରନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏଭଳି ପରିସ୍ଥିତିର ଆଶଙ୍କା କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏବେ କେନ୍ଦ୍ରାପଡା ଲୋକସଭା ଆସନ ଉପରେ…

ଗୌତମ ଗମ୍ଭୀରଙ୍କ ବିରୋଧରେ ବଡ ଅଭିଯୋଗ ଆଣିଲେ ଆପ୍ ପ୍ରାର୍ଥୀ । ଅଦାଲତରେ ରୁଜୁ କଲେ ଅପରାଧିକ ମାମଲା

ବିଜେପିର ସାଂସଦ ପ୍ରାର୍ଥୀ ତଥା କ୍ରିକେଟର ଗୌତମ ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ । ପୂର୍ବ ଦିଲ୍ଲୀ ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଗୌତମ ଗମ୍ଭୀରଙ୍କ ନାଁରେ ଭିନ୍ନ ଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ୨ଟି ଭୋଟର ଆଇଡି କାର୍ଡ ରହିଛି । ଏନେଇ ଆପ୍ ପ୍ରାର୍ଥୀ ଆତିଶୀ କୋର୍ଟରେ…

ରେମୁଣାରେ ରାହୁଲଙ୍କ ବଡ଼ ଘୋଷଣା । ଗରିବ ପରିବାରକୁ ବର୍ଷକୁ ୭୨ ହଜାର, ବେରୋଜଗାରୀଙ୍କୁ ମାସିକ ୬ ହଜାର ଟଙ୍କା ଆଉ…

କନକ ବ୍ୟୁରୋ: ବାଲେଶ୍ୱର ରେମୁଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା । ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ କଂଗ୍ରେସ । କ୍ଷମତାକୁ କଂଗ୍ରେସ ଆସିଲେ ବର୍ଷକୁ ୭୨ ହଜାର ଟଙ୍କା ଗରିବ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବ । ୫ କୋଟି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

ବିଶ୍ୱକପ ପାଇଁ ୨୨ ଜଣିଆ ଅଫିସିଆଲ୍ସଙ୍କ ନାମ ଘୋଷଣା । ଜଣେ ଭାରତୀୟ ଅମ୍ପାୟାର ସାମିଲ ।

କନକ ବ୍ୟୁରୋ : ବିଶ୍ୱକପ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ଆଉ ଏହାରି ଭିତରେ ଆଜି ୨୨ଜଣ ଅଫିସିଆଲ୍ସଙ୍କ ନାଁ ଘୋଷଣା କରିଛି ଆଇସିସି । ଅଫିସିଆଲ୍ସଙ୍କ ମଧ୍ୟରେ ରହିଛନ୍ତି ୧୬ଜଣ ଅମ୍ପାୟାର ଏବଂ ୬ଜଣ ମ୍ୟାଚ୍ ରେଫରୀ । ତେବେ ସବୁଠାରୁ ବଡ କଥା…

ଜଗତସିଂହପୁରରେ ଜନତା ଜନାର୍ଦ୍ଦନଙ୍କ ଭରସା ଜିତିବ କିଏ? ଫଟୋରେ ଦେଖନ୍ତୁ ୭ ବିଧାନସଭା ଆସନର ସମ୍ପୂର୍ଣ୍ଣ ତଥ୍ୟ ।

କନକ ବ୍ୟୁରୋ : ଜଗତସିଂହପୁରରେ ଜିତିବ କିଏ? କାହା ମୁଣ୍ଡରେ ବିଜୟ ଟୀକା ପିନ୍ଧାଇବେ ଜଗତସିଂହପୁରବାସୀ । ଚଳିତ ନିର୍ବାଚନରେ ବାଜି ମାରିବାକୁ ୩ ଦଳ ଏଠାରେ ନିଜର ସିପାହୀ ବଦଳାଇ ଥିବା ବେଳେ ଜନତା ଜନାର୍ଦ୍ଦନ କାହାକୁ ଭରସା କରିବେ ତାହା ଏବେ ସବୁଠୁ ବଡ ପ୍ରଶ୍ନ । ଏସବୁ ଭିତରେ ନଜର ପକାନ୍ତୁ…