Daily Archives

April 26, 2019

ଆଇଏନଏସ୍ ବିକ୍ରମାଦିତ୍ୟରେ ଲାଗିଲା ନିଆଁ ! ଲେଫ୍ଟିିନାଣ୍ଟ୍ କମାଣ୍ଡରଙ୍କର ମୃତ୍ୟୁ ।

ଆଇଏନଏସ୍ ବିକ୍ରମାଦିତ୍ୟରେ ଆଜି ସକାଳେ ନିଆଁ ଲାଗିବା କାରଣରୁ ଲେଫ୍ଟିିନାଣ୍ଟ୍ କମାଣ୍ଡରଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଆଇଏନଏସ୍ ବିକ୍ରମାଦିତ୍ୟ କରବାର ବନ୍ଦରଗାହ ପାଖରେ ପହଂଚିବାକୁ ଯାଉଥିଲା । ଲେଫ୍ଟିିନାଣ୍ଟ୍ କମାଣ୍ଡର ଡିଏସ୍ ଚୌହାନ ନିଆଁ ଲିଭାଇବାର…

ସାମାନ୍ୟ ବଚସାରୁ ମହାଭାରତ ! ପାରିବାରିକ ଝଗଡ଼ାରୁ ନାତିକୁ ଅଜା ମାରିଲେ ତୀର ।

କନକ ବ୍ୟୁରୋ: ପାରିବାରିକ କଳହରୁ ତୀରରେ ନାତିକୁ ଆକ୍ରମଣ କଲେ ଅଜା । ତୀରଟି ଶୁକ୍ରା କମାର ନାମକ ଜଣେ ୨୫ ବର୍ଷିୟ ଯୁବକର ହାତରେ ପଶି ରହିଛି । ଏହି ଘଟଣାଟି ଘଟିଛି ରାଜଗାଙ୍ଗପୁର ଅଂଚଳର ଲୁଧାବସା ଗାଁରେ । ତୀର ବାହାର କରିବା ପାଇଁ ଆହତ ଶୁକ୍ରା କମାରଙ୍କୁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରୁ…

ଧୋନୀଙ୍କ ଗଡରେ ‘ହିଟମ୍ୟାନ୍’ । ଆଜି ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଭୋଲଟେଜ୍ ଲଢେଇ ।

କନକ ବ୍ୟୁରୋ : ଆଜି ଆଇପିଏଲରେ ହାଇଭୋଲଟେଜ୍ ଲଢେଇ । ଆଇପିଏଲର ୪୪ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ସର୍ବାଧିକ ଥର ଚାମ୍ପିୟନ ହୋଇଥିବା ଦୁଇ ଦଳ ଚେନ୍ନାଇ ସୁପରକିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇର ଏମ.ଏ.ଚିଦାମ୍ବରମ୍ ଷ୍ଟାଡିୟମରେ ରାତି ୮ଟାରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବ…

ହନ୍ସ ରାଜଙ୍କ ପରେ ରାଜନୀତିକୁ ପ୍ରବେଶ କଲେ ଆଉ ଜଣେ ଗୀତିକାର ! ବିଜେପିରେ ସାମିଲ ହେଲେ ବିଖ୍ୟାତ କଣ୍ଠଶିଳ୍ପୀ ଦଲେର୍…

ବଲିଉଡ୍ ଅଭିନେତା ସନ୍ନି ଦେଓଲ ଏବଂ କଣ୍ଠଶିଳ୍ପୀ ହନ୍ସ ରାଜଙ୍କ ପରେ ଏବେ ବିଜେପି ହାତ ଧରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ । ଶୁକ୍ରବାର କଣ୍ଠଶିଳ୍ପୀ ହନ୍ସ ରାଜ୍ ଏବଂ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଉପସ୍ଥିତିରେ ଦଲେର ମେହେନ୍ଦୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ…

୨୯ରେ ୧୯ ମହାଯୁଦ୍ଧର ମହାଲଢ଼େଇ । ହାତରେ ଆଉ ଦିନଟିଏ, ଶେଷ ଲଢ଼େଇ ପାଇଁ ସିପାହୀ ଓ ଶୀର୍ଷ ନେତାଙ୍କ ପ୍ରାଣମୂର୍ଚ୍ଛା…

କନକ ବ୍ୟୁରୋ: ୧୯ ଯୁଦ୍ଧର ଅନ୍ତିମ ଲଢ଼େଇ ପ୍ରସ୍ତତି ପାଇଁ ହାତରେ ଆଉ ଗୋଟିଏ ଦିନ । ବ୍ୟାଟେଲ୍ ଗ୍ରାଉଣ୍ଡରେ ଦିନ ରାତି ଏକ କରି ଝାଳ ବୁହାଉଛନ୍ତି ପରୀକ୍ଷାର୍ଥୀ । ଆଉ ଆସନ୍ତା ୨୯ ତାରିଖରେ ୬ଟି ସଂସଦୀୟ କେନ୍ଦ୍ର ସହ ୪୨ଟି ବିଧାନସଭା କୁରୁକ୍ଷେତ୍ରକୁ ଓହ୍ଲାଇ ଭାଗ୍ୟ ପରୀକ୍ଷା କରିବେ ପ୍ରମୁଖ…

ଗୋଟିଏ ପଟେ ମା’,ସ୍ତ୍ରୀ,ବୋହୂର ଦାୟିତ୍ୱ ଆଉ ଗୋଟିଏ ପଟେ ଦେଶସେବା ! ଦୁଇଟିକୁ ଖୁବ୍ ସୁଚାରୂରୁପେ ବହନ କରିଛନ୍ତି ମେଜର୍…

ରାଜସ୍ଥାନର ଯୋଧପୁରରେ ଜନ୍ମିଥିବା ପ୍ରେରଣା ସିଂହ ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତୀୟ ସ୍ଥଳସେନାରେ ମେଜର୍ ରହିଥିବା ସତ୍ତେ୍ୱ ସେ ଜଣେ ଆଦର୍ଶ ବୋହୂ , ପତ୍ନୀ ଏବଂ ମା’ ଭୂମିକା ତୁଲାଇବାରେ ପଛଘୁଞ୍ଚା ଦେଇନାହାନ୍ତି । ଏଥିପାଇଁ ତାଙ୍କ ସ୍ୱାମୀ ,…