Daily Archives

April 19, 2019

ବାରାଣାସୀରେ ବଡ ସସପେନ୍ସ ! କଂଗ୍ରେସ ପ୍ରବକ୍ତାଙ୍କ ବୟାନକୁ ନେଇ ଚର୍ଚ୍ଚା, କହିଲେ ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା…

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାରାଣାସୀରୁ ନିର୍ବାଚନ ନିର୍ବାଚନ ଲଢିବା ଏକପ୍ରକାର ସ୍ଥିର ହୋଇସାରିଛି । ଏଭଳି ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ପ୍ରବକ୍ତା ଦୀପକ ସିଂହ । ଦୀପକ ସିଂହ କହିଛନ୍ତି, ବାରାଣାସୀରୁ ନିର୍ବାଚନ ଲଢିବା ପାଇଁ ଏକପ୍ରକାର ନିଷ୍ପତ୍ତି…

କ୍ରସ ପେୟାରିଂ ଭୋଟିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୬ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବନ କଲେ ବରଗଡ ଜିଲ୍ଲାପାଳ

କନକ ବ୍ୟୁରୋ : ଇଭିଏମ ଓ ଭିଭିପ୍ୟାଟରେ ସମସ୍ୟା ଯୋଗୁଁ ମତଦାନ ହୋଇପାରିନଥିବା ବୁଥ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ହେଲେ ୬ ନିର୍ବାଚନ ଅଧିକାରୀ । ବରଗଡରେ କ୍ରସ ପେୟାରିଂ ଭୋଟିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ବରଗଡ ଜିଲ୍ଲା ୬ ଜଣ…

ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଭୋଟିଂ । ନେତା ବାଛିବାକୁ ଭୋଟ ଦେଲେ ୭୨ ପ୍ରତିଶତ ଭୋଟର

କନକ ବ୍ୟୁରୋ : ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗତକାଲି ବେଶ ସୁରୁଖୁରୁରେ ନିର୍ବାଚନ ଶେଷ ହୋଇଥିବା ବେଳେ ରାଜ୍ୟରେ ୩୫ ସାଂସଦ ଓ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସାରା ଦେଶରେ ମୋଟ ୯୫ ଲୋକସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ରାଜ୍ୟରେ ୫ ଲୋକସଭା ଓ…

ଚର୍ଚ୍ଚାରେ ଉତ୍ତର ପ୍ରଦେଶ ରାଜନୀତି : ୨୪ ବର୍ଷ ପରେ ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ ଓ ମୁଲାୟମ

କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ ଓ ମୁଲାୟମ । ଉତ୍ତର ପ୍ରଦେଶ ରାଜନୀତିର ଏହି ଚିତ୍ର ବେଶ୍ ଚର୍ଚ୍ଚାକୁ ଆସିଛି । କାରଣ ଦୀର୍ଘ ୨୪ ବର୍ଷ ପରେ ଏକାଠି ଦେଖିବାକୁ ମିଳୁଛି ଦୁଇ ନେତାଙ୍କୁ । ୧୯୯୫ ମସିହାର ଗେଷ୍ଟହାଉସ୍ ଘଟଣା ପରଠାରୁ କେବେ ବି ଏହି ଦୁଇ ହେଭିୱ୍ୱେଟଙ୍କୁ ଗୋଟିଏ…

ନିର୍ବାଚନୀ ସଭାରୁ ଟାର୍ଗେଟ ! ମୁଖ୍ୟମନ୍ତ୍ରୀ କହିଲେ, ମିଛ ବିଜେପି ଦଳର ବଡ଼ ପୁଞ୍ଜି, ଆଉ ଜନତାଙ୍କ ଆଶିର୍ବାଦ ମୋର…

କନକ ବ୍ୟୁରୋ : ରଣପୁର ନିର୍ବାଚନୀ ସଭାରେ ବିଜେପି ଉପରେ ବର୍ଷିଲେ ବିଜେଡ଼ି ସଭାପତି । ନିର୍ବାଚନ ହେଲେ ବିଜେପିର ଶୀର୍ଷ ନେତାମାନେ ଓଡ଼ିଶା ଆସୁଛନ୍ତି । ଫାଇଲିନ୍, ହୁଡ଼ହୁଡ଼, ତିତଲି ପରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କର ଦେଖା ନଥିଲା । ଏବେ ନିର୍ବାଚନ ସମୟରେ ଭୋଟ ମାଗୁଛନ୍ତି । ଭୋଟ…

ନିର୍ବାଚନ କମିଶନଙ୍କ ନିଷେଧାଜ୍ଞାର ଅବଧି ଶେଷ ହେବା ପରେ ପ୍ରଚାର ପାଇଁ ବାହାରିଲେ ଯୋଗୀ ଆଦିତ୍ୟନାଥ ! ଟ୍ୱିଟ୍ କରି…

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିଷେଧାଜ୍ଞାର ଅବଧି ଶେଷ ହେବାପରେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ଆଜି ଉତ୍ତର ପ୍ରଦେଶ ସମ୍ଭଲ, ଫିରୋଜାବାଦ, ଇଟାୱା ଓ ମିଶ୍ରି ସଂସଦୀୟ କ୍ଷେତ୍ରରେ କେତେକ ସଭାରେ…