Daily Archives

April 19, 2019

ପାରାଦୀପରେ ସ୍ୱାମୀଙ୍କ ପାଇଁ ଭୋଟ ମାଗିଲେ ସ୍ତ୍ରୀ : ପ୍ରଚାର ମୈଦାନରେ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ…

କନକ ବ୍ୟୁରୋ : ସ୍ୱାମୀଙ୍କ ପାଇଁ ଘର ଘର ବୁଲି ଭୋଟ୍ ମାଗିଲେ ସ୍ତ୍ରୀ । ଗତକାଲି ରାତିରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ବିଧାୟକ ପ୍ରାର୍ଥୀଙ୍କ ପତ୍ନୀଙ୍କ ପ୍ରଚାର । ଜନତାଙ୍କ ମନ ଜିଣି ସ୍ୱାମୀଙ୍କୁ ବିଧାନସଭାକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି ବିଜେଡି, ବିଜେପି ଓ…

ବଦଳିଲା ଗ୍ୟାଙ୍ଗଷ୍ଟର ଟିଟୋର ଠିକଣା ! କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ କରାଗଲା ସ୍ଥାନାନ୍ତର

କନକ ବ୍ୟୁରୋ :  ଟିଟୋକୁ କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ହେଲା ସ୍ଥାନାନ୍ତର । କଡା ସୁରକ୍ଷା ମଧ୍ୟରେ ଟିଟୋକୁ କେନ୍ଦ୍ରାପଡା ଜେଲରୁ ଭୁବନେଶ୍ୱରର ଝାରପଡା ଜେଲକୁ ଅଣାଯାଇଛି । ପ୍ରଶାସନିକ ଶୃଂଖଳା ଦୃଷ୍ଟିରୁ ଏପରି ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ୨୦୧୮ ସେପ୍ଟେମ୍ୱର ମାସରେ ସୟଦ୍…

ମୋଦିଙ୍କୁ ସମାଲୋଚନା, ନବୀନଙ୍କୁ ପ୍ରକୃତ ରାଜନେତାର ଆଖ୍ୟା ! ଆଇନ୍ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି କହିଲେ…

କନକ ବ୍ୟରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ସମୟରେ ହୋଇଥିବା ହେଲିକପ୍ଟର ଯାଂଚକୁ ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବ ନିର୍ବାଚନ କମିସନ୍ ଡକ୍ଟର ଏସ.ୱାଇ କ୍ୟୁରେସି…

ପୋଲିଂ ବୁଥରୁ ଇଭିଏମ ଧରି ରାତି ସାରା ଚାଲି ଚାଲି ଆସିଲେ ପୋଲିଂ ଅଧିକାରୀ । ନକ୍ସଲ ଭୟରେ ମୋବାଇଲ ବନ୍ଦ କରି ଅନ୍ଧାର…

କନକ ବ୍ୟୁରୋ : ନିର୍ବାଚନ ସାରି ରାତିରେ ଚାଲି ଚାଲି ଫେରିଲେ ଗଣତନ୍ତ୍ରର ନିର୍ଭିକ ସୈନିକ । ମାଓବାଦୀଙ୍କ ଭୟରେ ଗାଡିରେ ନଆସି ଇଭିଏମ-ଭିଭିପ୍ୟାଟ୍ ଧରି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଫେରିଲେ ପୋଲିଂ କର୍ମଚାରୀ । ଏମିତି ସାହସ ଦେଖାଇଛନ୍ତି କନ୍ଧମାଳ ବାଲିଗୁଡାର ବୁଥ ନମ୍ବର ୧୩୭ ଓ ୧୩୮ ନମ୍ବର…

ରାହୁଲଙ୍କୁ ଦେଖିନପାରିବାରୁ କାନ୍ଦି କାନ୍ଦି ଘରକୁ ଫେରିଲା କୁନି ପ୍ରଶଂସକ : ଫେସବୁକ ପୋଷ୍ଟ ଭାଇରାଲ ହେବା ପରେ…

ଦେଶରେ ନିର୍ବାଚନୀ ମାହୋଲ । ଜୋର ଧରୁଛି ପ୍ରଚାର । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇଟି ଆସନ-ୱାଇନାଡ ଓ ଆମେଠିରୁ ଲଢ଼ୁଛନ୍ତି । ସେଥିପାଇଁ ସେ ଗତ ୧୭ ତାରିଖରେ କେରଳର କନ୍ନୁର ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିଲେ । ତେବେ ରାହୁଲ ଏହି ନିର୍ବାଚନୀ ସଭାରେ ତାଙ୍କର…

ଶିବସେନାରେ ସାମିଲ୍ ହେବେ ପ୍ରିୟଙ୍କା ଚତୁର୍ବେଦୀ ! ଶିବସେନା ନେତା ସଂଜୟ ରାୱତ ଦେଲେ ସୂଚନା ।

କଂଗ୍ରେସର ହାତ ଛାଡିବା ପରେ ଏବେ ଖବର ଆସୁଛି ଯେ ପ୍ରିୟଙ୍କା ଚତୁର୍ବେଦୀ ଶିବସେନାର ହାତ ଧରିବେ । ଶିବସେନା ନେତା ସଂଜୟ ରାଉତ୍ ଏହି ଖବର ଦେଇଛନ୍ତି । ସଂଜୟଙ୍କ ଅନୁସାରେ ପ୍ରିୟଙ୍କା ଶୁକ୍ରବାର ଶିବସେନାରେ ଜଏନ୍ କରିବେ । ପ୍ରିୟଙ୍କା କଂଗ୍ରେସରୁ ଖପ୍ପା ହୋଇ ଶୁକ୍ରବାର ଇସ୍ତଫା ଦେଇଥିଲେ…