Daily Archives

April 15, 2019

କିଙ୍ଗମେକର ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ନିଜ ନେତୃତ୍ୱରେ ଦଳକୁ ଜିତାଇଲେ କିନ୍ତୁ ମନ୍ତ୍ରୀଟିଏ ବି ହୋଇନଥିଲେ । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ‘ଆସିଲା ବଡ଼ ଚଢ଼େଇ, ବସିଲା ଡେଣା ମେଲାଇ, ଧଇଲା ମାଛ, ଖାଇଲା ନାଇଁ’ । ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଏଇ ପହଳିଟି ‘ମାଛଧରା ଜାଲ’ର କଥା କହେ । ଜାଲ ଚଢ଼େଇ ପରି ଡେଣା ମେଲାଇ ପାଣିରୁ ଛାଣିଆଣେ ମାଛ, ମାତ୍ର ନିଜେ ଖାଇପାରେ ନାହିଁ । ଏହି ଭଳି ଏକ ଅନୁଭୂତି…

ପ୍ରଫୁଲ୍ଲଙ୍କୁ ରାଜ୍ୟ ବିଜେଡି ଉପସଭାପତି ଭାବେ ନିଯୁକ୍ତି ଦେଲେ ନବୀନ । ସକାଳେ ୩ ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ…

କନକ ବ୍ୟୁରୋ : ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେଡିର ରାଜ୍ୟ ଉପସଭାପତି ଭାବେ ପ୍ରଫୁଲ୍ଲଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ଏହି ପୁରୁଖା ନେତାଙ୍କୁ ପୁଣିଥରେ ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ । ଆଜି ସକାଳେ…

ଧନୀ ନେତା ତାଲିକାରେ ବଲାଙ୍ଗୀର ଜିଲ୍ଲାର ୨ ସାଂସଦ ପ୍ରାର୍ଥୀ । ସଙ୍ଗୀତାଙ୍କ ସମ୍ପତ୍ତି ୩୭ କୋଟି ଉପରେ, ୨୦ କୋଟିରୁ…

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ସାମ୍ନାକୁ ଆସିଛି ଏଡିଆର ରିପୋର୍ଟ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖ ଦିନ ଓଡିଶାର ୫ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିବ । ଆଉ ଏହା ଆଗରୁ ନେତାଙ୍କ…

ଓଡିଶାମାଟିରେ ସଫଳ ହେଲା’ ନିର୍ଭୟ’ର ପରୀକ୍ଷଣ । ୧୦୦୦ କିଲୋମିଟର ଷ୍ଟ୍ରାଇକ୍ ରେଂଜ ବିଶିଷ୍ଟ ସବ-ସୋନିକ କ୍ରୁଜ ମିଜାଇଲର…

ସୋମବାର ଓଡ଼ିଶା ଉପକୂଳରେ ଏକ ସବ୍-ସୋନିକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିବା ଜଣାପଡ଼ିଛି । ଏହି ମିସାଇଲର ଷ୍ଟ୍ରାଇକ୍ ରେଞ୍ଜ ୧୦୦୦କିଲୋମିଟର ଥିବା ବେଳେ ଏହାର ନାଁ ରହିଛି ‘ନିର୍ଭୟ’ । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅରଗାନାଇଜେସନ୍ (ଡିଆରଡିଓ) ଅଧିନରେ ଥିବା ଲ୍ୟାବ୍…

ପୁଅକୁ ଟିକେଟ୍ ମିଳିବାରୁ ଦଳରୁ ଇସ୍ତଫା ଦେବାକୁ ଘୋଷଣା କଲେ ମୋଦିଙ୍କ ମନ୍ତ୍ରୀ । କହିଲେ, ବିଜେପିର ରାଜନୀତି ସର୍ବଦା…

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ଗତକାଲି ୨୦ତମ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ ରାଜସ୍ଥାନର ଗୋଟିଏ ଆସନ, ମଧ୍ୟପ୍ରଦେଶର ୩ଟି ଆସନ ସହିତ ହରିୟାଣାରେ ବାକିଥିବା ୨ଟି ଆସନ ଉପରେ ନିଜର ପ୍ରାର୍ଥୀମାନଙ୍କର ନାଁ ଘୋଷଣା କରିଥିଲା । ତେବେ ଏହି ତାଲିକା ମୁତାବକ, ଦଳ…

ଦ୍ୱିତୀୟ ପର୍ଯ୍ୟାୟର ଟପ-୧୦ ଧନୀ ବିଧାୟକ ପ୍ରାର୍ଥୀ । ଜାଣନ୍ତୁ କେଉଁ ଦଳରୁ ଅଛନ୍ତି କେତେ ଜଣ ନେତା?

କନକ ବ୍ୟୁରୋ : ସାମ୍ନାକୁ ଆସିଛି ଏଡିଆର ରିପୋର୍ଟ । ଯେଉଁଥିରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଟିକିନିକି ତଥ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତି ଠାରୁ ଆରମ୍ଭ କରି ତାଙ୍କ ନାଁରେ କେତୋଟି କେସ ରହିଛି, ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହାର ପୂରା…