Daily Archives

April 15, 2019

୨୦୧୯ ବିଶ୍ୱକପ୍: ଜୁନ ୧୬ରେ ନିଜ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ; ଜାଣନ୍ତୁ ବିଶ୍ୱକପ ଲଢେଇର ପୂରା…

ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର…

ମୋଦିଙ୍କୁ ଚିଠି ଲେଖିଲେ ବିଜେପି ନେତା । କହିଲେ, ନିରପେକ୍ଷ ନିର୍ବାଚନ ହେଲେ ୪୦ଟି ଆସନକୁ ଖସି ଆସିବ ବିଜେପି ।

କନକ ବ୍ୟୁରୋ : ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେଲେ ୪୦ ଆସନକୁ ଖସି ଆସିବ ବିଜେପି । ଏଭଳି ଦାବି ଅନ୍ୟ କେହି ନୁହେଁ ବରଂ ବିଜେପିର ଜଣାଶୁଣା ଚେହେରା ଅଜୟ ଅଗ୍ରୱାଲ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ନିରପେକ୍ଷ ନିର୍ବାଚନ ହୁଏ, ବିଜେପି ୪୦୦ ସିଟ୍ ଜିତିବା ନେଇ…

ଉତ୍ତରପ୍ରଦେଶର ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଯୋଗୀଙ୍କ ଗୋରଖପୁର ଆସନରୁ ଲଢିବେ ଭୋଜପୁରୀ…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ୮ଟି ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ଏହି ଲିଷ୍ଟରେ ଭୋଜପୁରୀ ଷ୍ଟାର ରବି କିଷାନ ଶୁକ୍ଳାଙ୍କ ନାଁ ମଧ୍ୟ ରହିଛି । ରବି କିଷାନ ଶୁକ୍ଳାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଆସନ ଗୋରଖପୁରରୁ ପ୍ରାର୍ଥୀ କରିଛି…

ମୋଦିଙ୍କ ପାଇଁ ଚାକିରି ଛାଡିଦେଲେ ଯୁବକ । ପ୍ରଧାନମନ୍ତ୍ରୀଙ୍କୁ ଆଉ ଥରେ ଜିତାଇବା ପାଇଁ ଅଷ୍ଟ୍ରେଲିଆରୁ ଭାରତ…

କନକ ବ୍ୟୁରୋ: ସାଧାରଣତଃ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅନେକ ପ୍ରଶଂସକ ରହିଛନ୍ତି । ହେଲେ ମୋଦିଙ୍କର ଏଭଳି ହିଁ ଜଣେ ପ୍ରଂଶସକ ରହିଛନ୍ତି, ଯିଏକି ମୋଦିଙ୍କୁ ଭୋଟ୍ ଦେବା ପାଇଁ ବିଦେଶରେ କରୁଥିବା ଚାକିରି ତଥା ମୋଟା ଅଙ୍କର ଦରମା ଛାଡି ସ୍ୱଦେଶକୁ ଚାଲିଆସିଛନ୍ତି ।…

ହାଇଦ୍ରାବାଦ ଓ ରାଜସ୍ଥାନକୁ ଝଟକା ! ଆଇପିଏଲ ଅଧାରୁ ଅଷ୍ଟ୍ରେଲିଆ ଫେରିଯିବେ ସ୍ମିଥ ଓ ୱାର୍ନର, ଜାଣନ୍ତୁ କ’ଣ ରହିଛି…

କନକ ବ୍ୟୁରୋ : ୨୦୧୯ ବିଶ୍ୱକପର ତାରିଖ ଯେତିକି ପାଖେଇ ପାଖେଇ ଯାଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ବଢି ବଢି ଚାଲିଛି । ଆଉ ଏହାରି ଭିତରେ ସମସ୍ତଙ୍କ ଉତ୍କଣ୍ଠା ବଢାଇଛି ଆଇପିଏଲ । ତେବେ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ସ୍କୋର କରି ଅରେଞ୍ଜ କ୍ୟାପ୍ ହାସଲ…

ମନ୍ଦିରରେ ପୂଜା କରିବା ସମୟରେ ପଡିଗଲେ ଶଶି ଥରୁର। କଂଗ୍ରେସ ନେତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ

କନକ ବ୍ୟୁରୋ: କେରଳର ତିରୁବନନ୍ତପୁରମ୍ ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ଆହତ ହୋଇଛନ୍ତି । କେରଳୀ ନବବର୍ଷ ବିଷୁ’ ଅବସରରେ ‘ତୁଳାଭରମ୍’ ପୂଜା ନିମନ୍ତେ ଶଶି ଥରୁର ନିକିତିରେ ବସିଥିବା ବେଳେ ତାହା ଭାଙ୍ଗି ପଡ଼ିବାରୁ ସେ ଆହତ ହୋଇଥିଲେ। ‘ତୁଳାଭରମ୍’ ପୂଜାରେ କର୍ତ୍ତା…