Daily Archives

March 28, 2019

ଯେଉଁ ରାସ୍ତା ଛାଡିଥିଲେ, ସେହି ରାସ୍ତା ଧରିଲେ ବିଜୟ ମହାପାତ୍ର । ଉଠାଇଥିବା ପ୍ରସଙ୍ଗ ସମାଧାନ ହୋଇନି, କିନ୍ତୁ…

ନଭେମ୍ବର ୩୦ରେ ଯେତେବେଳେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଏହା ଆଦୈା ଅପ୍ରତ୍ୟାଶି ନଥିଲା । ବରଂ ଏଭଳି କିଛି ଘଟିବ ବୋଲି ରାଜନୀତିରେ ଉଣା ଅଧିକେ ସମସ୍ତେ ପୂର୍ବାନୁମାନ କରି ସାରିଥିଲେ । ସେହିଭଳି ବିଜେପିକୁ ପୁଣି ବିଜୟ ଫେରିବା ମଧ୍ୟ ସଂପୂର୍ଣ୍ଣ ଆକସ୍ମିକ…

ଆଉ ୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟି । ବରେଲିରୁ ମଙ୍ଗ ଧରିବେ ଭଗବତ ଶରଣ ଗଙ୍ଗୱାର

କନକ ବ୍ୟୁରୋ: ଆଉ ୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସମାଜବାଦୀ ପାର୍ଟି । ଉତରପ୍ରଦେଶର ମୁରାଦାବାଦ ଆସନରୁ ନାସିର କୁରୈସୀ, ବରେଲିରୁ ଭଗବତ ଶରଣ ଗଙ୍ଗୱାର , ଉନ୍ନାଓରୁ ପୂଜା ପାଲ. ଝାନ୍ସିରୁ ଶ୍ୟାମ ସୁନ୍ଦର ଯାଦବ ଏବଂ କୁଶୀନଗରରୁ ନଥୁନୀ ପ୍ରସାଦ କୁଶବାହାଙ୍କୁ ପ୍ରାର୍ଥୀ କରିଛି ଦଳ ।…

ଟାଣୁଆ ନେତାଙ୍କ ବିରଳ ରେକର୍ଡ ! ନବରଙ୍ଗପୁରରୁ ଲଗାତାର ୯ଥର ସାଂସଦ ହୋଇଛନ୍ତି ଖଗପତି ପ୍ରଧାନି ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ନିର୍ବାଚନ ଲଢ଼ି ବିଧାନସଭା ଆସନଟିଏ ଜିତିବା କେତେ ଯେ କଷ୍ଟସାଧ୍ୟ ତାହା କେବଳ ଅନୁଭବୀ ଜାଣେ । ସେହିପରି ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ଲୋକସଭା ଆସନଟିଏ ଜିତିବା କାହିଁ କେତେ ଅଧିକ କଷ୍ଟସାଧ୍ୟ । ଏଭଳି ଅବସ୍ଥାରେ ଯଦି କେହି ରାଜନେତା ଲୋକସଭା…

ନୂଆ ମିଶୁଛନ୍ତି, ପୁରୁଣା ଛାଡୁଛନ୍ତି । ୩୬ରୁ ୩୦୦ ଆସନରେ ପହଞ୍ଚାଇଥିବା ପୁରୁଖା ନେତାଙ୍କୁ ଅଣଦେଖା କଲା ଭାଜପା

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମହାଲଢେଇ ପାଇଁ ମୈଦାନ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଯୋଦ୍ଧା ମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରି ସାରିଲେଣି । ଅପେକ୍ଷା କେବଳ ଯୁଦ୍ଧ ପାଇଁ । ଏଭଳି ସ୍ଥିତିରେ ବିଜେପି ଏବେ ଅନ୍ୟ ଦଳରୁ ନେତା ପୋଚିଂ କରି ମିଶନ ୧୨୦କୁ ବଳ ଦେଉଛି । ବିଜେଡିର ୧୯ ବର୍ଷର…

ରାହୁଲ ଗାନ୍ଧିଙ୍କୁ ଭେଟିଲେ ଶତ୍ରୁଘ୍ନ ସିହ୍ନା ! କହିଲେ, ପରିସ୍ଥିତି ଯାହା ବି ହେଉ, ପାଟନା ସାହିବରୁ ହିଁ ଲଢିବେ…

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଗୁରୁବାର ଦିଲ୍ଲୀ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ଆଉ ରାହୁଲଙ୍କ ସହ ସାକ୍ଷାତ ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଖୁବଶିଘ୍ର ସେ କଂଗ୍ରେସରେ ସାମିଲ ହେବେ । ଏବଂ ନିର୍ବାଚନ ଲଢିବା…

ସୁନ୍ଦରଗଡ କଂଗ୍ରେସକୁ ସ୍ୱାଧୀନ ପ୍ରାର୍ଥୀ ଅଡୁଆ । ପ୍ରଫୁଲ୍ଲ ମାଝୀଙ୍କୁ ଟିକେଟ ଦେବା ପରେ ଆଶାୟୀ ଗେରୋଟି ଖେସ ସ୍ୱାଧୀନ…

କନକ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇବା ସହ ଭୋଟ ଅଙ୍କକଷା ମଧ୍ୟ ଜୋରଦାର ହୋଇଛି । ୩ ପ୍ରମୁଖ ରାଜନୈତିକ ଦଳ ବହୁ ଆସନରେ ଉଭୟ ଲୋକସଭା ଓ ବିଧାନସଭା ଟିକଟ ଘୋଷଣା କରିବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଆଶାୟୀ । ଯେମିତି ସୁନ୍ଦରଗଡ ତଳସରାରେ କଂଗ୍ରେସ ପ୍ରର୍ଥୀ ପ୍ରଫୁଲ୍ଲ ମାଝିଙ୍କ…