Daily Archives

March 28, 2019

ରାୟଗଡାର କଟପେଟା ଅଂଚଳରୁ ୧୦ ଲକ୍ଷ ଟଙ୍କା ଜବତ। ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ ଜବତ କଲା ଟଙ୍କା

କନକ ବ୍ୟୁରୋ: ରାୟଗଡ଼ାରୁ ଫ୍ଲାଇଙ୍ଗ ସ୍କ୍ଵାର୍ଡ ତରଫରୁ ୧୦ଲକ୍ଷ ଟଙ୍କା ଜବତ କରାଯାଇଛି। ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରାଙ୍କ ନେତୃତ୍ୱରେ ଆଜି ଫ୍ଲାଇଙ୍ଗ ସ୍କ୍ଵାର୍ଡ ଅଣ୍ଟାମଡା ଯାଉଥିବା ସମୟରେ କଟପେଟା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ଗାଡ଼ିରୁ ୧୦ଲକ୍ଷ ଟଙ୍କା ଜବତ…

‘ଡର୍ କୋ ଭଗାଓ ଭାଗେ’ ! ବିଜୁ ବାବୁଙ୍କ ଏହି ପଦେ କଥାରେ ଆଇଏଏସ ଚାକିରି ଛାଡି ରାଜନୀତିକୁ ଆସିଥିଲେ ଭାଗେ ଗୋବର୍ଦ୍ଧନ ।…

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଆଇଏଏସ୍ ଭଳି ସୁରକ୍ଷିତ ଚାକିରି ଓ ସମ୍ମାନଜନକ ପଦପଦବୀ ଛାଡ଼ି ନିର୍ବାଚନ ରାଜନୀତିକୁ ଲମ୍ଫ ଦେବା ପାଇଁ ସାହସ କରିପାରୁ ନଥିଲେ ସେ । ମନରେ ଅନେକ ଆଶଙ୍କା, ଅନେକ ଭୟ । ନିଜର ପ୍ରିୟ ନେତା ବିଜୁବାବୁଙ୍କ ପଦେ କଥା କିନ୍ତୁ ତାଙ୍କର ସବୁ ଦ୍ବିଧାର ଅନ୍ତ…

ବିଜେଡି ଅଫିସରୁ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ । ବ୍ୟାପମ ସ୍କାମରେ କଣ ଅଛି ସଂପୃକ୍ତି? ଗ୍ୟାଙ୍ଗଷ୍ଟାର ଟିଟୋକୁ କିଏ…

କନକ ବ୍ୟୁରୋ: ଧର୍ମେନ୍ଦ୍ରଙ୍କର ବକ୍ତବ୍ୟ ସଇତାନର ବେଦପାଠ ଭଳି, ସେ ନିଜେ କଣ ଆଉ ସେ ବକ୍ତବ୍ୟ ଦେଉଛନ୍ତି କଣ । କିଛି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଭାଷାରେ କଟାକ୍ଷ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିବା ସହ…

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ: ପାଞ୍ଚଦିନ ଧରି ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

କନକ ବ୍ୟୁରୋ: ଆସନ୍ତା ପାଞ୍ଚଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ନେଇ ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଆଜି ମୟୁରଭଞ୍ଜ, ବାଲେଶ୍ୱର, ଗଜପତି, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା…

ଘଣ୍ଟାଏ କାଳ ଟିଭି ଆଗରେ ବସିବାକୁ ବାଧ୍ୟ କଲା ପ୍ରଧାନମନ୍ତ୍ରୀଙ୍କ ଟୁଇଟ। ସମସ୍ତେ ଚାହିଁ ରହିଥିଲେ କଣ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ଟୁଇଟ ସାରା ଦେଶବାସୀଙ୍କୁ ଘଂଟାଏ କାଳ ଟିଭି ଆଗରେ ବସିରହିବାକୁ ବାଧ୍ୟ କଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ କହିବେ ପ୍ରଧାନମନ୍ତ୍ରୀ । ଶେଷରେ ଟୁଇଟର ଘଂଟାଏ ପରେ ମୋଦି ରଖିଲେ ଅଭିଭାଷଣ । ମାର୍ଚ୍ଚ ୨୭, ୨୦୧୯ । ସମୟ: ସକାଳ…

ନବୀନ ନିବାସରେ ନୂଆ ନେତା: ଟିକେଟ ପାଇବା ପରେ ସୁପ୍ରିମୋଙ୍କୁ ଭେଟିଲେ ଦେବୀ ରଂଜନ ତ୍ରିପାଠୀ ଓ ବିଷ୍ଣୁବ୍ରତ ରାଉତରାୟ

କନକ ବ୍ୟୁରୋ: ରାଜନୀତିରେ ପୁଅଙ୍କ ଏଂଟ୍ରି । ଏଭଳି ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ । ବିଜେଡିରେ ଗତକାଲି ଘୋଷିତ ହୋଇଥିବା ବିଜେଡି ତାଲିକାରେ ୩ ଜଣ ବରିଷ୍ଠ ନେତାଙ୍କ ପୁଅଙ୍କୁ ଟିକେଟ ମିଳିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବାଙ୍କୀରୁ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ଓ ପ୍ରଭାତ…