Daily Archives

March 17, 2019

ପଶ୍ଚିମ ଓଡିଶାରୁ ଲଢିବାକୁ ଯଦି ନବୀନ ଦିଅନ୍ତି ଗ୍ରୀନ୍ ସିଗନାଲ? ବିରୋଧୀ ଶିବିରରେ ପଶିବ ଛନକା, ଗୋଟିଏ ଷ୍ଟ୍ରୋକରେ…

କନକ ବ୍ୟୁରୋ : ନବୀନଙ୍କ ଗୋଟିଏ ପଦ କଥା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ପଶ୍ଚିମ ଓଡ଼ିଶାରୁ ଲଢିବା ପାଇଁ ବିଜେଡି ସୁପ୍ରିମୋଙ୍କୁ ସ୍ଥାନୀୟ ନେତା ଅନୁରୋଧ କରିବା ଓ ନବୀନ ଏହା ଉପରେ ବିଚାର କରୁଥିବା କହିବା ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ଅଙ୍କକଷା ଚାଲିଛି । ପଶ୍ଚିମ ଓଡିଶାରେ…

ଚଳିତ ଏପ୍ରିଲ୍ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବଲିଉଡ୍ ର ଏହି ପ୍ରେମୀଯୁଗଳ !

ଅର୍ଜୁନ କପୁର ଓ ମାଲାଇକା ଅରୋରା ଦୀର୍ଘ ଦିନ ହେବ ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଯଦିଓ ଦୁଇ ଜଣଙ୍କ ଭିତରୁ କେହି ହେଲେ ଖୋଲି କରି ଏହି କଥାକୁ ସ୍ୱୀକାର କରିନାହାନ୍ତି, ମାତ୍ର ଅନେକ ସମୟରେ ତାଙ୍କୁ ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ସାମ୍ନାରେ ଏକତ୍ର ଦେଖିବାକୁ ମିଳିଛି। କେବଳ ଡେଟିଂରେ ଆଉ…

ଭୀଷଣ ଗରମରୁ ତ୍ରାହି ପାଇବା ପାଇଁ ଥଣ୍ଡା ପାଣି ପିଉଥିଲେ ଆଜି ଛାଡନ୍ତୁ ! ହୃଦୟର ଗତିକୁ ଧିର କରିଦିଏ ଥଣ୍ଡାପାଣି

ଗରମ ଦିନ ଆସିବା ମାତ୍ରେ ହିଁ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦେଇଥାନ୍ତି । ଅନେକ ଲୋକ ଏମିତି ଥାନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଂଟି ନଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା…

ନିଜକୁ ଆଇପିଏସ୍ ଅଫିସରର ପରିଚୟ ଦେଇ ଯୁବତୀଙ୍କୁ ଠକି ଆସୁଥିଲେ ଯୁବକ ! ଗିରଫ କଲା ପୋଲିସ୍ 

ଆଇପିଏସ୍ ଅଫିସର ବୋଲି କହି ମହିଳାଙ୍କୁ ଠକିଥିବାରୁ ରବିବାର ଦିଲ୍ଲୀ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ନାଁ ରାଜ୍ ମଲହୋତ୍ରା ବୋଲି ଜଣା ପଡ଼ିଥିବା ବେଳେ ସେ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କୁ ଠକିଥିଲେ । ସୂଚନା ମୁତାବକ, ଅଭିଯୁକ୍ତ ରାଜ୍ ପୀଡ଼ିତାଙ୍କୁ ଜିମରେ ଦେଖା…

ବ୍ରହ୍ମପୁର ବିଜେଡିରୁ କିଏ ? ନବୀନ ନିବାସରେ ଦଳପତିଙ୍କୁ ଭେଟିଲେ ବ୍ରହ୍ମପୁର ବିଧାୟକ, କହିଲେ ସୁପ୍ରିମୋ ନେବେ ଶେଷ…

କନକ ବ୍ୟୁରୋ: ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ଟିକେଟ ଆଶାୟୀ ରମେଶ ଚ୍ୟାଉପଟ୍ଟନାୟକ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲଢିବା ପାଇଁ ଆଶା ପ୍ରକଟ କରିଛନ୍ତି । ତେବେ ଏଥର ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ଲଢ଼ିବା ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗି ରହିଥିବାବେଳେ ରମେଶ…

ମାସକ ମଧ୍ୟରେ ବଦଳିଗଲା ଚିତ୍ର ଚରିତ୍ର ! ମାସକ ପୂର୍ବରୁ ନିର୍ବାଚନ ପାଇଁ ଟିକେଟ ମାଗୁଥିଲେ, ଏବେ ଅଣଦେଖା ବାହାନା…

କନକ ବ୍ୟୁରୋ : ରାଜନୀତିରେ ପ୍ରତି ମୁହୂର୍ତ୍ତରେ ଚିତ୍ର ଓ ଚରିତ୍ର ବଦଳିଥାଏ । ପୂର୍ବରୁ ଏହାର ଅନେକ ନଜିର ରହିଛି । ଆଉ ଏହି ତାଲିକାରେ ଏବେ ପ୍ରକାଶଙ୍କ ନାଁ ଯୋଡି ହୋଇଯାଇଛି । ପଦ୍ମ ଧରିବା ପରେ ପ୍ରକାଶଙ୍କ ଦୋମୁହାଁ ନୀତି ଏବେ ପଦାରେ ପଡିଛି । ରାଜନୀତିରେ ସବୁ ସମ୍ଭବ ଏହାକୁ ପ୍ରମାଣିତ…