Daily Archives

March 13, 2019

ଗ୍ରାହକଙ୍କୁ ସତର୍କ କରାଇଲା ଏସବିଆଇ ! ବ୍ୟାଙ୍କ ନାଁରେ ହ୍ୱାଟ୍ସଆପରେ ଯାଉଛି ଫ୍ରଡ ମେସେଜ, ବ୍ୟକ୍ତିଗତ ସୂଚନା ଗୋପନୀୟ…

କନକ ବ୍ୟୁରୋ : ଗ୍ରାହକଙ୍କୁ ସଚେତନ ବାର୍ତା ଦେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ  । ହ୍ୱାଟସଆପକୁ ଆସୁଥିବା ଏକ ମେସେଜକୁ ନେଇ ଗ୍ରାହକଙ୍କୁ ସଚେତନ କରାଇଛି ଏସବିଆଇ । ଭୁଲ ମେସେଜରୁ ଦୁରେଇ ରହିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି । ଖବର ମୁତାବକ ଗ୍ରାହକଙ୍କୁ  କିଛି ଦିନ ହେବ ଏକ ଭୁଲ ଓଟିପିର…

ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ ! ବିଜେପି ଓ କଂଗ୍ରେସ ନେତାଙ୍କୁ ନୋଟିସ୍ ଜାରି କଲେ ନିର୍ବାଚନ କମିସନ

କନକ ବ୍ୟୁରୋ : ବିଜେପି ଓ କଂଗ୍ରେସ ନେତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ନିର୍ବାଚନ କମିସନ ବୁଧବାର ବିଜେପିର ଜୟପୁର ସାଂସଦ ରାମଚରନ ବୋହରା ଏବଂ ରାଜସ୍ଥାନ କଂଗ୍ରେସର ସାଧାରଣ ସଚିବ ସୁନୀଲ ଶର୍ମାଙ୍କୁ ନୋଟିସ ଜାରି କରିଛନ୍ତି ।…

ବାରବାଟୀ-କଟକ ଗଡ଼ ଦଖଲ କରିବ କିଏ ? କଂଗ୍ରେସ ମଙ୍ଗ ଧରିଛନ୍ତି ମୋକିମ ! କାହାକୁ ବାଛିବ ବିଜେପି, ବିଜେଡିର ହ୍ୟାଟ୍ରିକ୍…

କନକ ବ୍ୟୁରୋ: ବାରବାଟୀ-କଟକ ସିଂହାସନ ପାଇଁ ଲଢ଼େଇ । ଏହି ବିଧାନସଭା କ୍ଷେତ୍ରକୁ ଆଗାମୀ ନିର୍ବାଚନରେ କିଏ ଜିତିବ ତାକୁ ନେଇ ଚାଲିଛି ଅଙ୍କ କଷା । କାରଣ ଗଲା ଦୁଇଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଆସିଥିବା ଦେବାଶିଷ ସାମନ୍ତରାୟ ପୁଣି ଥରେ ଏଠୁ ବିଜେଡି ପ୍ରାର୍ଥୀ ହେବେ ତ ? ଦେବାଶିଷ ଯଦି…

ଭାରତ ଆକାଶରେ ଆଉ ଉଡିବନି ବୋଇଂ-୭୩୭ ! ସବୁ ବୋଇଂ ବିମାନର ଉଡାଣ ବନ୍ଦ, ଇଥିଓପିଆ ଦୁର୍ଘଟଣା ପରେ ଭାରତ ସରକାରଙ୍କ…

କନକ ବ୍ୟୁରୋ : ଇଥିଓପିଆରେ ବିମାନ ଦୁର୍ଘଟଣାର ପ୍ରଭାବ ଭାରତରେ ପଡିଛି । ବୋଇଂ ୭୩୭ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଯେପର୍ଯ୍ୟନ୍ତ ସୁରକ୍ଷା ଯାଂଚ ନ ସରିଛି, ସେ ଯାଏଁ ଭାରତର ଆକାଶରେ ବୋଇଂ ଆଉ ଉଡିବନି ବୋଲି ସ୍ପଷ୍ଟ କରିଛି ବେସାମରିକ ବିମାନ ଉଡାଣ ଚଳାଚଳ ବିଭାଗ ।…

ପ୍ରଥମଥର ସେଲ୍ ପାଇଁ ଦୁଇଟି ଅନଲାଇନ୍ ସାଇଟରେ ଉପଲବ୍ଧ ହେଲା ରେଡମି ନୋଟ୍ ୭ ପ୍ରୋ ! ୪ ମିନିଟ୍ ଭିତରେ ହେଲା ଆଉଟ୍ ଅଫ୍…

ଏମଆଇ ନୂଆ ସ୍ମାର୍ଟଫୋନ୍ ରେଡମି ନୋଟ୍ ୭ ପ୍ରୋ କୁ ଆଜି ପ୍ରଥମଥର ପାଇଁ ସେଲ୍ ପାଇଁ ଉପଲବ୍ଧ କରାଯାଇଥିଲା । ଲୋକଙ୍କ ଏହି ଫୋନ୍ ର ଏତେ ଅପେକ୍ଷା ଥିଲା ଯେ ଏହି ଫୋନ୍ ମିନିଟ୍ ମଧ୍ୟରେ ଆଉଟ୍ ଅଫ୍ ଷ୍ଟକ୍ ହୋଇଗଲା । ଏହି ସେଲର ଆରମ୍ଭ ୧୨ ଟା ବେଳେ ଆରମ୍ଭ ହୋଇଗଲା । ଏହାର ମାତ୍ର ୪ ମିନିଟ୍ ପରେ…

ବାପାଙ୍କ ସ୍ଥାନରେ ଗୁରୁଦାସପୁରରୁ ନିର୍ବାଚନ ଲଢ଼ିପାରନ୍ତି ଅଭିନେତା ଅକ୍ଷୟ ଖାନ୍ନା ! ଯୋଜନା କରୁଛି ବିଜେପି

କନକ ବ୍ୟୁରୋ : ପଞ୍ଜାବରେ ବିଜେପି ନିଜର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ସହ ମିଶି ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଜେପି ଏବେ ପଞ୍ଜାବର ୩ଟି ଆସନ (ଅମୃତସର, ଗୁରୁଦାସପୁର ଏବଂ ହୋଶିଆରପୁର) ପାଇଁ ପ୍ରାର୍ଥୀମାନଙ୍କ ନାଁ ବାଛିି…