Daily Archives

March 11, 2019

ପାଇକଗଡର ପଲିଟିକ୍ସ । କିଏ ଆଗରେ,କିଏ ପଛରେ?

କନକ ବ୍ୟୁରୋ : ବଦଳିଲା ଖୋର୍ଦ୍ଧା ରାଜନୀତି ସମୀକରଣ । ବିଜେପିକୁ ବାଏ ବାଏ କରି ପୁରୁଣାଘରକୁ ଫେରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋର୍ତିନ୍ଦ୍ର ନାଥ ମିତ୍ର । ଆଉ ଜ୍ୟୋତି ମିତ୍ର ଘରବାହୁଡା ପରେ ଖୋର୍ଦ୍ଧାରେ ବିଜେଡିରୁ କିଏ ବିଧାୟକ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ…

ପଦ୍ମପୁରରେ ଫେଲ ମାରିଛି ପୋଲିଓ ମୁକ୍ତ ଭାରତ ସ୍ୱପ୍ନ ! ଟୀକାକରଣ ସତ୍ୱେ ପୋଲିଓରେ ଆକ୍ରାନ୍ତ ଶିଶୁ, ସରକାରୀ ସହାୟତା ସହ…

କନକ ବ୍ୟୁରୋ : ଫେଲ ମାରିଛି ପୋଲିଓ ମୁକ୍ତ ଭାରତର ସ୍ୱପ୍ନ । ଦୋ ବୁନ୍ଦ ଜିନ୍ଦେଗି କି ଲିଏ ନାରା ସହିତ ସାରା ଦେଶରେ ସରକାର ପୋଲିଓକୁ ରୋକିବା ପାଇଁ ଚେଷ୍ଟା କଲେ ମଧ୍ୟ ପୋଲିଓ ପୁଣି ମୁଣ୍ଡ ଟେକିଛି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଧୁମାଲ ଗାଁରେ ପାଂଚ ଜଣ ଶିଶୁ ପୋଲିଓ ରୋଗରେ…

ମହିଳାଙ୍କ ପାଇଁ ପ୍ରେରଣା ବାଲେଶ୍ୱରର ବବିତା ପଣ୍ଡା ! ଜାତୀୟ ସ୍ତରୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ ପଦକ ଜିତି ସଫଳତା…

କନକ ବ୍ୟୁରୋ : ଆଜିର ମହିଳା ଆଉ ହାଣ୍ଡିଶାଳରେ ଆବଦ୍ଧ ନୁହେଁ । କେଉଁଥିରେ କମ୍ ନୁହନ୍ତି ବାଲେଶ୍ୱରର ମହିଳା କନେଷ୍ଟବଳ । ନିଜର ଦକ୍ଷତା ବଳରେ ଆଗକୁ ମାଡି ଚାଲିଛନ୍ତି ବବିତା ପଣ୍ଡା । ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ବବିତା ଖେଳକୁଦରେ ବି ବେଶ ଆଗରେ । ନିକଟରେ ଅନୁଷ୍ଠିତ ହୋଇଥିବା ଜାତୀୟ…

କିଏ ହେବ କାମାକ୍ଷାନଗର କିଙ୍ଗ୍ ? ବିଜେଡି ଦୁର୍ଗ ବଞ୍ଚାଇବାକୁ ପ୍ରଫୁଲ୍ଲଙ୍କୁ ପୁଣି ଦାୟିତ୍ୱ ଦେବେ କି ସୁପ୍ରିମୋ ?…

କନକ ବ୍ୟୁରୋ: ରାଜ୍ୟରେ ଏପ୍ରିଲ୍ ୨୩ରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ସେଥିରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ତେବେ ଉକ୍ତ ଦିନରେ ଢେଙ୍କାନାଳ ଜିଲ୍ଲାର…

ସବୁ କଳ୍ପନାଜଳ୍ପନାର ଅନ୍ତ ! ଲୋକସଭା ନିର୍ବାଚନ ଲଢ଼ିବେନି ଏନସିପି ସୁପ୍ରିମୋ ଶରଦ ପାୱାର

କନକ ବ୍ୟୁରୋ : ଆଗମୀ ନିର୍ବାଚନ ଲଢ଼ିବା ସମ୍ଭାବନାକୁ ବିରାମ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେନି ଶରଦ ପାୱାର । ଏକଥା ସ୍ପଷ୍ଟ କରିଛନ୍ତି ନିଜେ ଶରଦ ପାୱାର । ଏଥର ମଧ୍ୟ ଶରଦ ପାୱାର ମାଢ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଅନୁମାନ…

ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ ! ନିର୍ବାଚନ ଆଚରଣ ବିଧି ଲାଗୁ ପରେ ରାସ୍ତାକଡରୁ ହଟିଲା ପୋଷ୍ଟର ଆଉ ବ୍ୟାନର । 

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଲାଗୁ ହୋଇଛି ଆଚରଣ ସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ଶାସକ ଦଳ ବିଜେଡି ଏବଂ ବିଜେପି…