Daily Archives

March 11, 2019

ସୁଧୁରୁନି ପାକିସ୍ତାନ ! ୨୪ ଘଂଟାରେ ଶତ୍ରୁଦେଶର ୩ଟି ଡ୍ରୋନ୍ ଖସାଇଲା ଭାରତୀୟ ସେନା

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ଏୟାରଷ୍ଟ୍ରାଇକ ପରେ ସୁଯୋଗ ଖୋଜୁଛି ପାକିସ୍ତାନ । ବାରମ୍ବାର ଭାରତରେ ପାକ୍ ଡ୍ରୋନ୍ ଦେଖିବା ପାଇଁ ମିଳୁଛି । ତେବେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ସୀମାରେ କଡ଼ା ଜବାବ ଦେଉଛନ୍ତି । ବିଗତ ୨୪ ଘଂଟା ଭିତରେ ପାକିସ୍ତନାର ୩ଟି ଡ୍ରୋନ୍ ଖାସଇଛି ଭାରତୀୟ…

ଜୀବନ ନେଉଛି ଘାଷ ମରା ବିଷାକ୍ତ କୀଟନାଷକ ! ପାରାକ୍ୱେଟ୍ ଔଷଧକୁ ବ୍ୟାନ୍ ପାଇଁ ସରକାରଙ୍କୁ ରିମାଇଣ୍ଡର୍ ଲେଟର ଦେଲେ…

କନକ ବ୍ୟୁରୋ : ଘାଷ ମରା ବିଷାକ୍ତ କୀଟନାଷକ ପିଇ ଆତ୍ମହତ୍ୟା କରୁଛନ୍ତି ଅଧିକାଂଶ ଲୋକ । ତେଣୁ ବିଶାକ୍ତ ପାରାକ୍ୱେଟ୍ ଔଷଧକୁ ବ୍ୟାନ୍ କରିବା ପାଇଁ ସରକାରଙ୍କୁ ରିମାଇଣ୍ଡର୍ ଲେଟର ଦେଇଛନ୍ତି ବୁର୍ଲା ମେଡିକାଲର ୬ ଜଣିଆ ଡାକ୍ତର ଦଳ । ସେମାନଙ୍କ କହିବା ଅନୁସାରେ କୀଟନାଶକ ପିଇ ବୁର୍ଲା…

ନିର୍ବାଚନ ପୂର୍ବରୁ ହିସାବ କିତାବ । ବିଜେପିର ଜବାବ ମାଗୁଛି ଓଡିଶା ବନାମ ବିଜେଡିର ହକ୍ ମାଗୁଛି ଓଡିଶା, କିଏ କହୁଛି ସତ…

କନକ ବ୍ୟୁରୋ : ୫ ବର୍ଷର ସରକାର ବନାମ ୧୯ ବର୍ଷର ସରକାର । ଲୋକଙ୍କୁ ଦେଇଥିବା ପ୍ରତିଶୃତି କିଏ ପାଳନ କରିଛି ଏବଂ ଲୋକଙ୍କୁ କିଏ ଭୁଆଁ ବୁଲାଇ ଆସିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏହା ଏବେ ନିର୍ବାଚନ ମୁଦ୍ଦା ପାଲଟିବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଏହାର ହିସାବ କିତାବ ଜନତା…

ପେଟା ଘାଟି ଉପରୁ ୨୫ ଫୁଟ ତଳକୁ ଖସିପଡ଼ିଲା କାର୍, ତିନି ଆହତ

କନକ ବ୍ୟୁରୋ : ଜୟପୁରର ପେଟା ଘାଟି ଉପରୁ ୨୫ ଫୁଟ ତଳକୁ ଖସିପଡ଼ିଲା କାର୍ । ସେଥିରେ ତିନି ଜଣ ଯାତ୍ରୀ ଥିଲେ । ଆଶ୍ଚର୍ଯ୍ୟର କଥା ତିନିଜଣଙ୍କର ଅବସ୍ଥା ବିଶେଷ ସାଂଘାତିକ ନୁହେଁ । ସେମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ତେବେ ଏହି ଘଟଣାରେ କାର୍ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି…

ଯାଜପୁର ରାଜନୀତି ଜୋରଦାର । ଦ୍ୱନ୍ଦରେ ବିଜେପି-କଂଗ୍ରେସ, ବବିଙ୍କୁ ଟକ୍କର ଦେବ କିଏ ?

କନକ ବ୍ୟୁରୋ: ଓଡ଼ିଶାରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ବଳ କଷାକଷି । କିଏ ପାଇବ ଟିକେଟ୍ ଆଉ କାହାକୁ ଶିରିପା ପିନ୍ଧାଇବା ପାଇଁ ବାଛିବେ ଦଳୀୟ ସୁପ୍ରିମୋ ସେନେଇ ଚାଲିଛି ଗୁପ୍ତ ମନ୍ତ୍ରଣା । ସେହିଭଳି ଓଡ଼ିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟ ନିର୍ବାଚନର ଶେଷ ପର୍ଯ୍ୟାୟ…

ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନକୁ ବିଜେଡ଼ିର ବିରୋଧ ! ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ…

କନକ ବ୍ୟୁରୋ : ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି । ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ଓଡ଼ିଶାରେ କାହିିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ…