Daily Archives

March 2, 2019

ବଢିଲା ପୋଲିସ କର୍ମଚାରୀଙ୍କ ଭତ୍ତା ! ଖାଦ୍ୟ ଭତ୍ତା ୧୪ ଶହ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । 

ରାଜ୍ୟ ସରକାର ଶନିବାର ପୁଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି । ଓଡ଼ିଶା ସରକାରଙ୍କ ଘୋଷଣା ଅନୁସାରେ ପୁଲିସ କର୍ମଚାରୀମାନେ ଏଣିକି ନୂତନ ଦରରେ ଭତ୍ତା ଟଙ୍କା ପାଇବେ । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣାରୁ କନଷ୍ଟେବଳଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ଉପକୃତ ହେବେ ।…

ବିକ୍ରମ ଜଗିଛନ୍ତି ବଜେଡ଼ି ଗଡ଼ ! ୩ ଦଶନ୍ଧି ପରେ ଗଡ଼ ଫେରି ପାଇବାକୁ କଂଗ୍ରେସର କସରତ, ଉଭୟଙ୍କୁ ଟକ୍କର ଦେବାକୁ ଦମ୍…

କନକ ବ୍ୟୁରୋ: ଦୀର୍ଘ ବର୍ଷ ଧରି ବିଜେଡିର ଗଡ଼ କୁହାଉଥିବା ଭଞ୍ଜନଗର ପାଇଁ ଏଥର ବଳକଷାକଷି । ଇତିହାସ କହେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ନିର୍ବାଚନମଣ୍ଡଳୀ ହେଉଛି ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ । ଇତିହାସରେ ଏହି ନିର୍ବାଚନମଣ୍ଡଳୀର ବହୁ ନେତା ରାଜ୍ୟ ସ୍ତରରେ ନେତୃତ୍ବ ନେଇଛନ୍ତି। କିନ୍ତୁ…

‘ଅଭିନନ୍ଦନ’ ଶବ୍ଦର ଅର୍ଥ ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ: କହିଲେ, ଡିକ୍ସନାରୀରେ ବଦଳିଯାଇଛି ଅଭିନନ୍ଦନର ଅର୍ଥ

କନକ ବ୍ୟୁରୋ: ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାଁର ଅର୍ଥ ବ୍ୟାଖ୍ୟା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଭାରତରେ ଶବ୍ଦର ଅର୍ଥ ବଦଳେଇ ଦେବାର ସାମର୍ଥ୍ୟ ରହିଛି । ଶବ୍ଦକୋଷରେ ଅଭିନନ୍ଦନ ଶବ୍ଦର ଅର୍ଥ ବଦଳି ଯାଇଛି । ଅଭିନନ୍ଦନ ଶବ୍ଦର ଅର୍ଥକୁ ୱିଙ୍ଗ କମାଣ୍ଡରଙ୍କ ସାହାସ ବଦଳାଇ…

ଏୟାର୍ ଷ୍ଟ୍ରାଇକରେ ଜୈଶର ୪ଟି ବିଲ୍ଡିଂ ଧ୍ୱଂସ ପାଇଥିବା କଥା ସତ: ରାଡାର୍ ଛବିରୁ ଧରାପଡ଼ିଲା ପାକିସ୍ତାନର ମିଛ

ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ହୋଇଥିବା ସଂପୂର୍ଣ୍ଣ କ୍ଷୟକ୍ଷତିକୁ ଅସ୍ୱୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନା ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ୪ଟି ବିଲ୍ଡିଂକୁ ଧ୍ୱଂସ କରିଥିବା ସୂଚନା ମିଳିଥିବା…

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ! ୩୮ ଦିନରେ ୨୫ ଜିଲ୍ଲା ଗସ୍ତ କରି ଜନସର୍ମ୍ପକ ବଢାଉଛନ୍ତି ନବୀନ

କନକ ବ୍ୟୁରୋ : ୩୮ ଦିନରେ ୨୫ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୭୨ ବର୍ଷ ବୟସରେ ଉପନୀତ ନବୀନ ରାଜ୍ୟର ୩୦ ଜିଲ୍ଲାରୁ ୨୫ଟିରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜନସାଧାରଣଙ୍କ ନିକଟରେ ନିଜକୁ ପହଞ୍ଚାଇଛନ୍ତି।…

ନିର୍ବାଚନ ସମୟରେ ବନ୍ଦ ହୋଇପାରେ ସୋସିଆଲ ମିଡିଆ ! ମତଦାନ ସରିବା ଯାଏଁ କଟକଣା ଲାଗୁ କରିପାରେ ନିର୍ବାଚନ ଆୟୋଗ

ସୂଚନା ମୁତାବକ, ଲୋକସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ୪୮ ଘଂଟା ପୂର୍ବରୁ ତାଲା ଲଗାଯାଇପାରେ । ଏଥିପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପୂର୍ବରୁ ଏହି ନିଷ୍ପତି ନେଇପାରନ୍ତି । ଯଦି ଏହି ନିଷ୍ପତି ଲାଗୁ ହୋଇଯାଏ ତେବେ କୌଣସି ବି ବ୍ୟକ୍ତି ନିର୍ବାଚନ ହେବାର ୪୮ ଘଂଟା ପୂର୍ବରୁ…