Daily Archives

February 26, 2019

ସାବାସ ସେନା! ଏୟାରଷ୍ଟ୍ରାଇକ ପରେ ସାରା ଭାରତରେ ବାୟୁସେନାକୁ ପ୍ରଂଶସା, ସହିଦଙ୍କ ପରିବାର କହିଲେ, ମ୍ୟାପରୁ ଲିଭିଯାଉ…

କନକ ବ୍ୟୁରୋ : ପାକ ଅଧିକୃତ କାଶ୍ମୀରରେ ପଶିଲା ଭାରତୀୟ ସେନା । ଜୈଶ-ଇ-ମହମ୍ମଦ ଆଡ୍ଡା ଉପରେ ବାୟୁସେନାର ଘନ ଘନ ଆକ୍ରମଣ । ପାଖାପାଖି ୩୦୦ ଆତଙ୍କବାଦୀ ନିହତ । ଏହି ଖବର ଯେତେବେଳେ ପ୍ରଚାର ହେଲା ସେତେବେଳେ ସହିଦ ଓଡିଆ ଯବାନ ମନୋଜ ଓ ପ୍ରସନ୍ନଙ୍କ ପରିବାରରେ ଖୁସି କହିଲେ ନସରେ । ଏମିତି…

ଭାରତର ରାତି ଅଧିଆ ଆଟାକ ଦେଖି ପାକିସ୍ତାନ ଛାନିଆ! ପରବର୍ତ୍ତୀ ପରିଣାମ ପାଇଁ ସେନା ଓ ପାକିସ୍ତାନବାସୀଙ୍କୁ ଆହ୍ୱାନ…

କନକ ବ୍ୟୁରୋ : ପାକିସ୍ତାନରେ ଭାରତର ଆକ୍ରମଣକୁ ବାଏଁ ବାଏଁ ଉଡାଇଦେଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଭାରତୀୟ ବାୟୁସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରି ପାକିସ୍ତାନ ସୀମା ଭିତରେ ପ୍ରବେଶ କରିଥିବାରୁ, ଏହାକୁ ଭାରତର ପାକିସ୍ତାନ ଉପରେ ଆକ୍ରମଣ ବୋଲି ଚିତ୍ରଣ କରିଛି…

ଏୟାରଷ୍ଟ୍ରାଇକ୍ ନେଇ ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ୍ ! LoC ଠାରୁ ୭୦କିମି ଦୂରରେ ଥିଲା ଟାର୍ଗେଟ୍ ।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ, ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ, ଏହି ଘଟଣାର ୧୨ ଦିନ ପରେ ପ୍ରତିଶୋତ ନେଇଛି ଭାରତ । ପାକିସ୍ତାନ ମାଟିରେ କଡା ଜବାବ ଦେଇଛି ଭାରତୀୟ ବାୟୁସେନା । ତେବେ ପାକିସ୍ତାନ ଉପରେ ହୋଇଥିବା ଏହି ଏୟାରଷ୍ଟ୍ରାଇକ୍ ନେଇ ବଡ ଖୁଲାସା କରିଛନ୍ତି ବୈଦେଶିକ ମନ୍ତ୍ରୀ…

ରାୟଗଡା ଋଣଭୂମିରେ କିଏ ମାରିବ ବାଜି? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, ଖାତା ଖୋଲିବାକୁ ବିଜେପି ବ୍ୟାକୁଳ,…

କନକ ବ୍ୟୁରୋ : ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ବିଧାନସଭା ଆସନ । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଏହି ଆସନ ଦୀର୍ଘଦିନ ଧରି କଂଗ୍ରେସର ଗଡ ଭାବେ ପରିଚିତ ହୋଇ ଆସୁଥିଲା । ତେବେ ଏହି ଆସନରେ କଂଗ୍ରେସର ବିଜୟ ରଥରେ ବ୍ରେକ ଲଗାଇଥିଲା ବିଜେଡି । ବାସ୍ ଏହାପର ଠାରୁ ଆଉ ପଛକୁ ଫେରି…

୨୧ ମିନିଟ୍, ୧୨ ମିରାଜ୍, ୧୦୦୦ କିଲୋ ବୋମା ଆଉ ୩୦୦ରୁ ଅଧିକ ଆତଙ୍କବାଦୀ ମୃତ ! ପୁଲୱାମା ହମଲାର ପ୍ରତିଶୋଧ ନେଲା ଭାରତ,…

କନକ ବ୍ୟୁରୋ : ୧୨ ଦିନ ଭିତରେ ପୁଲୱାମା ହମଲାର ପ୍ରତିଶୋଧ । ୧୯୭୧ ପରେ ପାକିସ୍ତାନ ମାଟିରେ ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ବଡ ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋରୁ ପାକିସ୍ତାନ ମାଟିରେ ପଶି ଆତଙ୍କୀ ଲଂଚପ୍ୟାଡ ଉପରେ ଜୋରଦାର…

ମାତ୍ର ୨୧ ମିନିଟରେ ପାକିସ୍ତାନ ମାଟିରେ ତାଣ୍ଡବ ରଚିଲା ମିରାଜ! ଜାଣନ୍ତୁ କାହିଁକି ବାୟୁସେନାର ପ୍ରଥମ ପସନ୍ଦ…

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ଦମ୍ ଦେଖାଇଲା ‘ମିରାଜ’ । ଧୂଳିରେ ମିଶିଲା ଆତଙ୍କୀ ଶିବିର । ତେବେ ବାୟୁସେନା ଏହି ମିଶନରେ ମିରାଜ୍ ବିମାନକୁ କାହିଁକି ବାଛିଥିଲା । ମିରାଜ ବିମାନରେ ଏମିତି କଣ ଖାସିଅତ ଥିଲା ଯେ, ବାୟୁସେନାର ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିଲା । କାର୍ଗିଲ ଯୁଦ୍ଧରେ…