Daily Archives

February 26, 2019

ୱାର ରୁମରେ ଆଲୋଚନା ପରେ ମଞ୍ଚକୁ ଆସିଲେ ମୋଦି! ବାୟୁସେନାର ଏୟାର ଷ୍ଟ୍ରାଇକକୁ ନେଇ ଜାହିର କଲେ ଖୁସି, ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ନିପାତ କରି ବାୟୁସେନାର ଯବାନ ନିଜ ମାଟିରେ ଫେରିବା ପରେ ତାକୁ ନେଇ ଯେତିକି ଆଲୋଚନା ଚାଲିଥିଲା, ତାଠୁ ଅଧିକ ଉତ୍ସାହ ଥିଲା ଏହି ଏୟାର ଷ୍ଟ୍ରାଇକ୍ ସଂପର୍କରେ କ’ଣ କହିବେ ପ୍ରଧାନମନ୍ତ୍ରୀ? ଆଉ ରାଜସ୍ଥାନର ଚୁରୁ ସଭାକୁ ଓହ୍ଲାଇ,…

ଉଠୁଛି ପଡୁଛି ନିଆଳି ରାଜନୀତି ! ସଂରକ୍ଷିତ ଆସନ ପାଇଁ ଚାଲିଛି ଛକାପଞ୍ଝା, ତିନି ଦଳର ଅଙ୍କକଷା, କାହାର ଛିଣ୍ଡିବ ହିସାବ…

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ସବୁଠି ଚାଲିଛି କସରତ । ତେବେ ନିଆଳି ସରଂକ୍ଷିତ ବିଧାନସଭା ଆସନ ଅକ୍ତିଆର ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ବାତାବରଣ ଦିନକୁ ଦିନ ଉଷ୍ମ ହଉଛି । ପ୍ରମୋଦ କୁମାର ମଲ୍ଲିକ ନିଆଳି ନିର୍ବାଚନମଣ୍ଡଳୀ ଗଠନ ହେବା ଠାରୁ ଗତ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ…

କାଳିଆ ଯୋଜନାରୁ ବଂଚିତ ହେବେନି ଯୋଗ୍ୟ ହିତାଧିକାରୀ ! ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ

କନକ ବ୍ୟୁରୋ : କାଳିଆ ଯୋଜନାରେ ସାମିଲ ହେବେ ଆହୁରି ୧୦ ଲକ୍ଷ ଚାଷୀ । କୌଣସି ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ ପଡ଼ିବେ ନାହିଁ ବୋଲି କହିଥିଲେ ନବୀନ । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଙ୍ଗଳବାର ଏହି ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ପୁଲୱାମା ଆକ୍ରମଣର ପ୍ରତିଶୋଧ ! ଟ୍ୱିଟ୍ କରି ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍ କଲେ ସଚିନ୍ ତେନ୍ଦୁଲକର ।

ପାକିସ୍ତାନ ଠାରୁ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନରେ ମଙ୍ଗଳବାର ଭୋର ସକାଳୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ବିଶ୍ୱର ଜଣାଶୁଣା ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଭାରତୀୟ ବାୟୁସେନାକୁ ସାଲ୍ୟୁଟ ମାରିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ଆଜି ସର୍ଜିକାଲ…

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦୁଇ ଦିନ ଧରି ଝଡ଼ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

କନକ ବ୍ୟୁରୋ : ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦୁଇଦିନ ଧରି ଝଡ଼ବର୍ଷା ସହିତ କୁଆପଥର ମାଡର ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମତେ ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜ,…

ଭାରତର ଆକ୍ରମଣରେ ଥରହର ହେଲା ପାକିସ୍ତାନ ! ଜନତା ଏବଂ ସେନାଙ୍କୁ ପ୍ରତି ପରିସ୍ଥିତିରେ ପ୍ରସ୍ତୁତ ରହିବା ପାଇଁ ଦେଲା…

ପୁଲୱାମା ଆକ୍ରମଣକୁ ଜବାବ୍ ଦେବାକୁ ଯାଇ ଭାରତୀୟ ବାୟୁସେନାର ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣରେ ହଡକମ୍ପ ସୃଷ୍ଟି ହୋଇଯାଇଛି । ଭାରତ ତରଫରୁ ଏହି ଆକ୍ରମଣର ଘୋଷଣା ପରେ ନ୍ୟାସନାଲ୍ ସିକ୍ୟୁରିଟି କମିଟିର ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବାଲାକୋଟ୍ ଆତଙ୍କୀ…