Daily Archives

February 11, 2019

କାଳେ ଟିକେଟ ବିକ୍ରିର ଲାଗିବ ଅପବାଦ, ଆଶାୟୀ ଆସିବା ଆଗରୁ ସତର୍କ ନଜର ।

କନକ ବ୍ୟୁରୋ: ବିଧାନସଭା ଅଧିବେଶନ ସରିଗଲା । ନେତା ମାନେ ନିର୍ବାଚନ ମଣ୍ଡଳୀ ମୁହାଁ । ହେଲେ କିଛି ଦିନ ପରେ ରାଜଧାନୀ ଉଠିବ ପଡିବ । ଟିକେଟ ପାଇବା ପାଇଁ ଚାଲିବ ବଡ କସରତ । କିଭଳି ଆଉ କେଉଁ ଉପାୟରେ ଟିକେଟ ଖଣ୍ଡିଏ ହାତେଇବେ, ସେଥିପାଇଁ ନାନା ଉପାୟ ଚିନ୍ତା କରି ଭୁବନେଶ୍ୱର ମୁହାଁ ହେବେ…

ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ ! ଦୁଇଟି ପର୍ଯ୍ୟାୟରେ ୨ ଲକ୍ଷରୁ ଅଧିକ ଆଶାୟୀ ପାଇବେ ସରକାରୀ ଚାକିରି

ଭାରତୀୟ ରେଳବାଇ ଗତବର୍ଷ ୧ ଲକ୍ଷରୁ ଅଧିକ ପଦ ପାଇଁ ନିଯୁକ୍ତି ସୁଯୋଗ ଦେଇଥିଲା । ଚଳିତ ବର୍ଷ ମଧ୍ୟ ୨ ଲକ୍ଷରୁ ଅଧିକ ପଦବୀରେ ନିଯୁକ୍ତି ଦେବା ପାଇଁ ଅଂଟା ଭିଡ଼ିଛି ଭାରତୀୟ ରେଳବାଇ । ନିକଟରେ ଏନେଇ ସୂଚନା ଦେଇଛି ରେଳ ମନ୍ତ୍ରାଳୟ । ସୂଚନା ଅନୁସାରେ ୨ ଲକ୍ଷ ୩୦ ହଜାର ପଦବୀ ପାଇଁ ଦେଶରେ…

କଂଗ୍ରେସର ଜନ ଆଶୀର୍ବାଦ ପଦଯାତ୍ରା ! ଲୋକ ଆଶୀର୍ବାଦ କଲେ ନିର୍ବାଚନ ଜିତିବୁ ।

କନକ ବ୍ୟୁରୋ: ଆସନ୍ତା ନିର୍ବାଚନରେ ନିଜର ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଇ କ୍ଷମତାକୁ ଫେରିବା ପାଇଁ ବିଭିନ୍ନ ଦଳ ଗୋଟି ଚାଳନା କରୁଛନ୍ତି । ମୁଖ୍ୟମୁଦ୍ଦା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ ଲମ୍ବା ଚିଠା ଦେଇ ଭୋଟ ହାତେଇବା । ତେଣୁ ବିଜେପିର ଜନ ଅଦାଲତକୁ…

ମାତ୍ର ଏକ କିଲୋ ଚାଉଳ ପାଇଁ ହତ୍ୟା, ଆଳୁ କିଲୋପ୍ରତି ୧୭,୦୦୦ ଟଙ୍କା ! କେଉଁଠି ହୋଇଛି ଏପରି ଅବସ୍ଥା ?

ଭେନେଜୁଏଲା ବର୍ତ୍ତମାନ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ ଗଣ୍ଡେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ଏଠାରେ ଏକ କିଲୋ ଚାଉଳ ପାଇଁ ଲୋକେ ଜଣେ ଜଣକୁ ଜୀବନରୁ ମାରି ଦେବାପାଇଁ ମଧ୍ୟ ପଛାଉ ନାହାନ୍ତି । ଏସବୁ ସତ୍ୱେ ଭେନେଜୁଏଲାର ରାଷ୍ଟ୍ରପତି…

ଜେଟଲୀଙ୍କ ବିବାଦୀୟ ବୟାନ୍ ! କହିଲେ, ଛତିଶଗଡ ନିର୍ବାଚନରେ ମାଓବାଦୀଙ୍କ ସହ ମେଂଟ କରିଥିଲା କଂଗ୍ରେସ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏକ ଟ୍ୱିଟ୍ ଛତିଶଗଡ ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି । ଆଜି ଅରୁଣ ଜେଟଲୀ ଏକ ଟ୍ୱିଟ୍ ମାଧ୍ୟମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଛତିଶଗଡ ନିର୍ବାଚନରେ କଂଗ୍ରେସ ନକ୍ସଲମାନଙ୍କୁ ସମର୍ଥନ କରୁଥିବା ଏବଂ ସେମାନଙ୍କୁ ପ୍ରଶୟ ଦେଉଥିବା ଭଳି ବଡ…

କୋଣାର୍କ ଝୋଟକଳକୁ ଚଳାଇବାକୁ ପୁଣି ତେଜିଲା ଆନ୍ଦୋଳନ ! ଖୋଲିବା ଦାବିରେ ଗେଟ୍ ସମ୍ମୁଖରେ ବିକ୍ଷୋଭ କଲେ ପୁରୁଣା ଶ୍ରମିକ…

କନକ ବ୍ୟୁରୋ : ରାଜ୍ୟର ପ୍ରଥମ କୃଷିଭିତ୍ତିକ କୋଣାର୍କ ଝୋଟ କାରଖାନା ଚାଲୁ କରିବା ପାଇଁ ପୁଣି ଜୋର ଧରିଲା ଦାବି । ଦୀର୍ଘ ଦିନ କାରଖାନା ବନ୍ଦ ହେବା ଯୋଗୁଁ ସୁନା ସୂତା କାରଖାନାର ଭୋକିଲା ଶ୍ରମିକଙ୍କ ଦୁଃଖ ବଢ଼ିବାରେ ଲାଗିଛି । କାରଖାନା ଅଚଳ ଯୋଗୁଁ ଭୋକ ଉପବାସରେ ଦିନ କାଟୁଛନ୍ତି ୩ହଜାର…