Daily Archives

February 11, 2019

ଏକ ଲିଙ୍କରେ କ୍ଲିକ୍ କଲେ ପୁନେର ଜଣେ ଡାକ୍ତର ! ଦେଖୁ ଦେଖୁ ଆକାଉଂଟରୁ ଉଡ଼ିଗଲା ୩ ଲକ୍ଷ

ମୁମ୍ବାଇ ପୋଲିସ ଶନିବାର ଦିନ ଜଣେ ୨୮ ବର୍ଷିୟ ଯୁବକଙ୍କୁ ପୁଣେ ଠାରୁ ଗିରଫ କରିଛି । ଅଭିଯୋଗ ଅନୁସାରେ ମୁମ୍ବାଇର ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଂଟରୁ ସେ ପାଖାପାଖି ୩ ଲକ୍ଷ ଟଙ୍କା ସାଇବର କ୍ରାଇମ୍ ଜରିଆରେ ଉଡ଼ାଇନେଇଛନ୍ତି । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ବିପିନ୍ ମହତୋ ଗତ ବର୍ଷ ୨୧…

ରାଫେଲ ଡିଲକୁ ନେଇ ସାମ୍ନାକୁ ଆସିଲା ବଡ ରିପୋର୍ଟ ! ରାଫେଲ ଚୁକ୍ତିରୁ ଦୁର୍ନୀତି ବିରୋଧୀ ନିୟମକୁ ବାଦ ଦେଇଥିଲେ ମୋଦି…

ରାଫେଲ ଚୁକ୍ତି ସଂପାଦନ କାଳରେ ମୋଦି ସରକାର କରିଥିବା ଆଉ ଏକ ସଙ୍ଗୀନ୍ ତ୍ରୁଟି ଆଜି ସାମନାକୁ ଆସିଛି । ଫ୍ରାନ୍ସ ସହ ରାଫେଲ ପାଇଁ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ନରେନ୍ଦ୍ର ମୋଦିଙ୍କ ସରକାର ‘ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡିୟର’କୁ ସଂପୂର୍ଣ୍ଣ ରୂପେ ନଜରଅନ୍ଦାଜ କରି ଦେଇଥିଲେ, ଯାହାକୁ…

ଅଳ୍ପକେ ବର୍ତ୍ତିଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅଶୋକ ଡିଣ୍ଡା, କ୍ୟାଚ୍ ଧରିବା ବେଳେ ମୁଣ୍ଡରେ ବାଜିଲା ବଲ୍! ପଡିଆରେ…

କନକ ବ୍ୟୁରୋ : ଅଳ୍ପକେ ବର୍ତ୍ତିଲେ ପଶ୍ଚିମବଙ୍ଗର ଦ୍ରୁତ ବୋଲର ଅଶୋକ ଡିଣ୍ଡା । ସୋମବାର କୋଲକାତାର ଇଡେନ ଗାର୍ଡେନରେ ଅଭ୍ୟାସ ମ୍ୟାଚରେ କ୍ୟାଚ୍ ଧରିବାକୁ ପ୍ରୟାସ କରୁଥିବା ବେଳେ ବଲଟି ସିଧାସଳଖ ଡିଣ୍ଡାଙ୍କ ମୁଣ୍ଡରେ ବାଜିଥିଲା । ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଡିଣ୍ଡାକୁ ବଲକୁ…

ଜନତା ଅଦାଲତରେ ବିଜେପି ମାଗିବ ଜବାବ । ବିଜେଡି କହିଲା, ଲୋକଙ୍କ ମନରେ ଥିବା ଚାର୍ଜସିଟର ପ୍ରଥମେ ଜବାବ ରଖୁ ଦଳ ।

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସିଲେ ବିଜେଡି ବିରୋଧରେ ଗର୍ଜୁଛି ବିଜେପି । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଜେଡିକୁ ନିଶାନା କରିବା ପାଇଁ ବିଜେପିର ସ୍ୱତନ୍ତ୍ରଣ ରଣନୀତି । ତେଣୁ ପୁଣି ବିଜେଡି ବିରୋଧରେ ବର୍ଷି ଲୋକଙ୍କ ନିକଟତର ହେବାପାଇଁ ଆଉ ଏକ କାର୍ଯ୍ୟକ୍ରମ ‘ଜନ ଅଦାଲତ’ ଆରମ୍ଭ…

୧୬ରୁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡ଼ି ସହ ବର୍ଷା ଆଶଙ୍କା, ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ : ଓଡ଼ିଶାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ର ୯.୫ ଡିଗ୍ରି ସେଲସିୟସ୍‌ ରହିଛି । ଓଡ଼ିଶାରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏବଂ ୧୬ରୁ ବର୍ଷା ହେବାର…

ଝୁଡିଆ ସମ୍ପ୍ରଦାୟର ବଡ ନିଷ୍ପତ୍ତି ! ଆଦିବାସୀ ମାନ୍ୟତା ନମିଳିଲେ କରିବେ ଆସନ୍ତା ନିର୍ବାଚନରେ ଭୋଟ୍ ବର୍ଜନ

କନକ ବ୍ୟୁରୋ : ଦୀର୍ଘ ୨୨ବର୍ଷରୁ ଅଧିକ ସମୟ ନିଜର ହକ୍ ପାଇଁ ଲଢ଼େଇ କରୁଥିବା ଝୁଡିଆ ସମ୍ପ୍ରଦାୟ ଶେଷରେ ଜାତି ନାହିଁ ତ ଭୋଟ ନାହିଁ ବୋଲି ଘୋଷଣା କରିଛି । ଝୁଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ନମିଳିଲେ ଆସନ୍ତା ନିର୍ବାଚନକୁ ବର୍ଜନ କରିବାକୁ ସ୍ଥିର କରିଛନ୍ତିି ଏହି ସମ୍ପ୍ରଦାୟ । ଭୋଟ୍…