Daily Archives

February 1, 2019

ଦଶମ ପାସଙ୍କ ପାଇଁ ସରକାରୀ ଚାକିରି: ମାସିକ ଦରମା ୨୫ ହଜାର ଟଙ୍କାରୁ ବି ଅଧିକ, ଜାଣନ୍ତୁ କିଭଳି କରିବେ ଆବେଦନ

BARC Recruitment ଭାଭା ପରମାଣୁ କେନ୍ଦ୍ରରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିରେ ୬୦ଟି ଅପର ଡିଜିଜନ କ୍ଲର୍କ ଏବଂ ଷ୍ଟୋନୋଗ୍ରାଫର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏଥିରେ ୨୫ ଫେବୃଆରୀ ସୁଦ୍ଧା ଆବେଦନ…

ମୋଦିଙ୍କ ପାଇଁ ସଂଜୀବନୀ ଶେଷ ବଜେଟ୍ ! ଚାଷୀ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଖୁସି କରିବାକୁ ମୋଦି ଖେଳିଲେ ବାଜି ।

କନକ ବ୍ୟୁରୋ: ଆସନ୍ତା ନିର୍ବାଚନ ପାଇଁ କେନ୍ଦ୍ରୀୟ ରାଜନୀତି ସରଗରମ ହୋଇଥିବାବେଳେ କେନ୍ଦ୍ର କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଛାଡ଼ିଛନ୍ତି ନିର୍ବାଚନୀ ଥୋପ । ଲୋକସଭାରେ ଆଗତ ହୋଇଥିବା ୨୦୧୯-୨୦ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଦ୍ୱାରା ବିଭିନ୍ନ ବର୍ଗକୁ ଖୁସି କରିବାକୁ ଗୋଟିଚାଳନା କରିଛନ୍ତି…

୮ ବର୍ଷ ହେଲା ମନ୍ଦିରରେ ଠାକୁରଙ୍କ ସେବା କରୁଛି ମାଙ୍କଡ ! ସାକ୍ଷାତ ଭଗବାନଙ୍କ ରୂପ ରାମୁ ବୋଲି କହୁଛନ୍ତି ସ୍ଥାନୀୟ…

କନକ ବ୍ୟୁରୋ : ହିନ୍ଦୁ ଧର୍ମରେ କୋଟି କୋଟି ଦେବତା ରହିଥିବା କଥା ସାଧାରଣ ଭାବରେ କୁହାଯାଇଥାଏ । କାରଣ ହିନ୍ଦୁମାନେ ପ୍ରତ୍ୟେକ ମାସରେ ଉପାସବ୍ରତ କରନ୍ତି । କେବଳ ଏତିକି ନୁହେଁ ବରଂ ହିନ୍ଦୁମାନେ ପ୍ରତ୍ୟେକ ଦିନ କହିବାକୁ ଗଲେ ନିଜ ନିଜର ଇଷ୍ଟ ଦେବତାଙ୍କୁ ଦର୍ଶନ କରିବାକୁ ମନ୍ଦିର ଯାଆନ୍ତି…

କାମଚଳା ଅର୍ଥମନ୍ତ୍ରୀଙ୍କ କାମଚଳା ବଜେଟକୁ କଂଗ୍ରେସର ସମାଲୋଚନା। ରାହୁଲ କହିଲେ, ଦୈନିକ ୧୭ ଟଙ୍କା ଦେଇ ଚାଷୀଙ୍କୁ…

ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ । ସଂସଦରେ ଏହି କାମଚଳା ବଜେଟର ଉପସ୍ଥାପନ କରିଥିଲେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ । ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଇଥିବା ବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ…

ବଜେଟ୍ ବଢାଇଲା ରାଜ୍ୟ ରାଜନୀତି ପାରଦ ! ଜାଣନ୍ତୁ କେଉଁ ରାଜନୈତିକ ଦଳର ପ୍ରତିକ୍ରିୟା କ’ଣ ?

କନକ ବ୍ୟୁରୋ : ଆଜି ସଂସଦରେ ଉପସ୍ଥାପିତ ହୋଇଛି ମୋଦି ସରକାରଙ୍କ ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଆଗକୁ ୨୦୧୯ ନିର୍ବାଚନ ଆସୁଥିବା ବେଳେ ଲୋକଙ୍କୁ ଖୁସି କରିବା ପାଇଁ ଏହି…

ଏହା ତ ଟ୍ରେଲର ମାତ୍ର, ନିର୍ବାଚନ ପରେ ଆସିବାକୁ ଥିବା ବଜେଟ ଦେଶକୁ ଆହୁରି ବିକାଶପଥରେ ନେଇଯିବ: ମୋଦି

ନୂଆ ବଜେଟ ନୂଆ ଭାରତ ଓ ସବୁ ଭାରତୀୟଙ୍କ ପାଇଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଏହି ବଜେଟ ଦେଶର ସାଧାରଣ ଜନତାଙ୍କୁ ସଶକ୍ତ କରିବ । ଏହି ବଜେଟ ପାଇଁ ସେ ଅରୁଣ ଜେଟଲୀ ଓ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ଲୋକସଭାରେ କେନ୍ଦ୍ର…