Daily Archives

October 29, 2018

ବାବୁସାନ ଆସିଲେ ଫେସବୁକକୁ ! ଜାଣନ୍ତୁ କେଉଁଟା ତାଙ୍କର ରିୟଲ ଫେସବୁକ ଆଇଡି ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ହିରୋ ହିରୋଇନ ମାନଙ୍କର ଅନେକ ନକଲି ଫେସବୁକ ଆଇଡି ଖୋଲିଥିବାର ନଜିର ରହିଛି । ସେହିଭଳି ଓଲିଉଡର ସୁପରଷ୍ଟାର ବାବୁସାନଙ୍କର ମଧ୍ୟ ଅନେକ ଫେକ ଆଇଡି ସୋସିଆଲ ମିଡିଆରେ ଖୋଲିଥିବାରୁ ଏବେ ସେ ତାଙ୍କର ଏକ ବ୍ୟକ୍ତିଗତ ଆଇଡି କରି ଭିଡିଓ ଜାରି କରିଛନ୍ତି ।…

ମଧ୍ୟପ୍ରଦେଶରେ ଗୁଜରାଟ୍ ଓ କର୍ଣ୍ଣାଟକ ଫର୍ମୁଲା ଦୋହରାଇଲେ ରାହୁଲ ଗାନ୍ଧୀ ! ନିର୍ବାଚନୀ ସଭା ଓ ରାଲି ପୂର୍ବରୁ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଶିବ ପୂଜା । ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ଆଜି ମହାକାଳେଶ୍ୱରଙ୍କୁ ପୂଜା କରିଛନ୍ତି ରାହୁଲ । ଦୁଇ ଦିନିଆ ନିର୍ବାଚନୀ ପ୍ରଚାରରେ ମଧ୍ୟପ୍ରଦେଶ ଯାଇଥିବା ରାହୁଲ, ଉଜ୍ଜୟିନୀରେ ୪୫ ମିନିଟ୍ ଧରି ଶିବଙ୍କ ଆଶୀର୍ବାଦଭିକ୍ଷା କରିଛନ୍ତି । ପରେ ଏକ ବିଶାଳ…

ଆଇନ ଭାଙ୍ଗିଲେ ଆଇନଜୀବୀ ! ହାଇକୋର୍ଟ ପରିସରରେ ଠେଲାପେଲା, ଧସ୍ତାଧସ୍ତି ।

କନକ ବ୍ୟୁରୋ : ହାଇକୋର୍ଟ ପରିସରରେ ହାତାହାତି । ଆଇନଜୀବୀ ବନାମ ଆଇନଜୀବୀ । ଠେଲାପେଲା, ଧସ୍ତାଧସ୍ତି ।  ହୋହାଲ୍ଲା, ନାରାବାଜିରେ କମ୍ପିଲା ହାଇକୋର୍ଟ  । ଆଇନ୍ ଇତିହାସରେ ବୋଧହୁଏ ଏମିତି ଘଟଣା କେବେ ଘଟିନଥିଲା । ରଣକ୍ଷେତ୍ର ପାଲଟିଲା ନ୍ୟାୟ ମନ୍ଦିର । ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନରେ…

ଏଲଓସିରେ ଭାରତୀୟ ସେନାର ବଡ଼ ଆକ୍ସନ୍ ! ପାକ୍ ସେନାଙ୍କ ଠିକଣାରେ ବଡ଼ ଆକ୍ରମଣ, ଅନେକ ଲଞ୍ଚିଂ ପ୍ୟାଡ଼୍ ଧ୍ୱଂସ

କନକ ବ୍ୟୁରୋ : ପାକିସ୍ତାନ ପଟୁ ବାରମ୍ବାର ଏଲଓସିରେ ଅସ୍ତ୍ରବିରତି ଉଲଂଘନ ପରେ ଭାରତୀୟ ସେନା ପୁଣି ଥିରେ ଆକ୍ରମଣାତ୍ମ ଜବାବ ଦେଇଛି । ଭାରତୀୟ ସେନା ପାକିସ୍ତାନୀ ଠିକଣା ଉପରେ ଜୋରଦାର ଆକ୍ରମଣ କରିଛି । ଏହି ଆକ୍ରମଣ ପୁଂଛ ଜିଲ୍ଲା ମେଣ୍ଢର ସେକ୍ଟରରେ ହୋଇଛି । ଭାରତୀୟ ସେନା ଆକ୍ରମଣରେ…

ଯବାନଙ୍କ ଜବରଦଖଲରେ ଜମି ! ଗୁହାରି କରୁଛନ୍ତି ଅସହାୟ ବୃଦ୍ଧା ।

କନକ ବ୍ୟୁରୋ : ବି.ଏସ.ଏଫ ଯବାନଙ୍କ କବଜାରେ ଘରୋଇ ଜମି । ବର୍ଷ ବର୍ଷ ଧରି ଅସହାୟ ବୃଦ୍ଧାଙ୍କ ଜମି ମାଡି ବସିଛି ସୀମା ସୁରକ୍ଷା ବାହୀନି । ତହସିଲଦାରଙ୍କ ଠାରୁ ଆରମ୍ଭ କରି ଆରକ୍ଷୀ  ଅଧିକ୍ଷକ ଓ ଜିଲ୍ଲା ପ୍ରଶାସନ ଯାଏଁ, ବାରମ୍ବାର ଗୁହାରି କରି ମଧ୍ୟ ନିଜ ଭିଟା ମାଟିକୁ ଫେରି ପାଉନାହାନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟିକୁ ସରକାରୀ ବାବୁଙ୍କ ଫୁ । ଇ-ଡେସପାଚରେ ଲାଗିଗଲାଣି କଳଙ୍କି ।

କନକ ବ୍ୟୁରୋ: ପ୍ରହସନ ପାଲଟିଛି ରାଜ୍ୟ ସରକାଙ୍କ ଥ୍ରୀ-ଟି ଯୋଜନା । ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ହେଲାଣି ଅଚଳ ପଡ଼ି ରହିଛି ସରକାରଙ୍କ ତଥ୍ୟ ସମ୍ବଳିତ ଚିଠା ଭଣ୍ଡାର ଇ-ଡେସପାଚ୍ । କେବଳ ଏତିକି ନୁହେଁ ଗତ ଦୁଇ ସପ୍ତାହ ହେଲା ଇ-ଡେସପାଚରେ ଥିବା ୩୮ଟି ବିଭାଗ କେଉଁ ବିଭାଗରୁ କ’ଣ ଚିଠି…