Daily Archives

October 29, 2018

#ଡାହା ମିଛ। ନା ଧର୍ମେନ୍ଦ୍ର ନା ଜୁଏଲ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।) ସମୟ ପାଖାପାଖି ଅପରାହ୍ନ ୨ଟା ରୁ ୩ ଟା ହେବ। ଅଫିସରୁ ଛୁଟି ନେଇ ସାଙ୍ଗ ମାନଙ୍କ ସହିତ କାଳିଆ କୁ ଦେଖିବା ପାଇଁ ପୁରୀ ଚାଲିଗଲି।…

୧୯ ବର୍ଷ ବିତିଛି ! ତଥାପି କାଳ ରାତିର କରୁଣ ଚିତ୍ର ମନରୁ ଲିଭିନି ।

କନକ ବ୍ୟୁରୋ : ସେଦିନର ସେହି ହୃଦୟ ବିଦାରକ କାହାଣୀ ! ଆଜିବି ମନେ ପଡିଲେ ଲୋମଟାଙ୍କୁରି ଉଠେ । ଅକ୍ଟୋବର ମାସ ଆସିଲେ ବରକନ୍ଦା ତେନ୍ତୁଳିପଦା ଗାଁ ଲୋକଙ୍କ ମଧ୍ୟରେ ଛାତିରେ ଛନକା ପଶୁଛି । ୧୯୯୯ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ପୁରା ଗାଁ । ଆଉ ଚାଲିଯାଇଥିଲା ଅନେକ ଧନଜୀବନ ।…

ଚତୁର୍ଥ ଦିନିକିଆରେ ଚମକିଲା ବିରାଟ ବାହିନୀ । ୱେଷ୍ଟଇଣ୍ଡିଜ ସମ୍ମୁଖରେ ୩୭୮ ରନର ବିଜୟଲକ୍ଷ୍ୟ

କନକ ବ୍ୟୁରୋ : ଚତୁର୍ଥ ଦିନିକିଆରେ ଚମକିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷରେ ମୁମ୍ବାଇରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୩୭୭ ରନର ଏକ ବିଶାଳ ସ୍କୋର ଛିଡା କରିଛି । ରୋହିତ ଓ ରାୟଡୁଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ ୩୭୮…

ଜିଓ ଗ୍ରାହକଙ୍କୁ ମାଗଣାରେ ମିଳୁଛି ୮ଜିବି ଡାଟା ! କେଉଁ ପରିସ୍ଥିତିରେ ଲାଭ ଉଠାଇ ପାରିବେ ଗ୍ରାହକ ?

କିଛି ଦିନ ପୂର୍ବରୁ ଭାରତୀୟ ବଜାରରେ ଜିଓକୁ ଦୁଇ ବର୍ଷ ପୂରିଛି । ଦୁଇ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ନିଜ ୟୁଜରଙ୍କ ପାଇଁ ଜିଓ ସେଲିବ୍ରେସନ୍ ପ୍ୟାକ୍ ଜାରି କରିଥିଲା । ଏହି ପ୍ୟାକ୍ ଅନୁସାରେ ସେପ୍ଟେମ୍ବର ମାସରେ ଚାରି ଦିନ ପର୍ଯ୍ୟନ୍ତ ଲଗାତାର ଗ୍ରାହକଙ୍କୁ ୨ ଜିବି ଡାଟା ଉପଲବ୍ଧ…

ଅଙ୍ଗନବାଡିରେ ଜଳିବନି କାଠ ଚୁଲି : ସୁନ୍ଦରଗଡରେ ହେବ ଗ୍ୟାସରେ ରୋଷେଇ

କନକ ବ୍ୟୁରୋ : ଏଣିକି ଗ୍ୟାସରେ ରୋଷେଇ ହେବ, ଧୂଆଁ ହଟିବ । ଅଙ୍ଗନବାଡିରେ ବନ୍ଦ ହେବ କାଠ ଚୁଲିରେ ରୋଷେଇ । ଗ୍ୟାସ ଚୁଲାରେ କରାଯିବ ରୋଷେଇ । କୋମଳମତି ଶିଶୁ ଓ ଅଙ୍ଗନବାଡୀ ଦିଦି ମାନଙ୍କୁ ଧୂଆଁରୁ ମୁକ୍ତି ମିଳିବ । ଏହିଭଳି କିଛି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସୁନ୍ଦରଗଡ ଜିଲ୍ଲପାଳ…

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି : ୨୪ ଘଂଟା ଭିତରେ ନେବ ଲଘୁଚାପର ରୂପ, ଉପୂକଳ ଓ ଆଭ୍ୟନ୍ତରୀଣ…

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଂଟା ଭିତରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଉପୂକଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ନେଇ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । କେତେକ ସ୍ଥାନରେ ଘଡଘଡି ସହ ବର୍ଷା ମଧ୍ୟ…