Daily Archives

October 13, 2018

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷ୍ପତ୍ତିକୁ ବିରୋଧ ! ଶିବସେନା କହିଲା, ମହିଳା ପଶିଲେ ଆତ୍ମହତ୍ୟା କରିବେ…

କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ସାବରିମାଲା ମନ୍ଦିର ବିବାଦ । ସାବରିମାଲା ମନ୍ଦିର ମଧ୍ୟକୁ ଯୁବତୀ ପ୍ରବେଶ କଲେ ଶିବସେନାର ମହିଳା କର୍ମୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । ଆସନ୍ତା ସପ୍ତାହରେ ସାବରିମାଲା ମନ୍ଦିର ଖୋଲାଯିବାର ଅଛି । ମନ୍ଦିର ମଧ୍ୟକୁ ସବୁ ବୟସ ବର୍ଗର ମହିଳା…

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଗିରଫଦାରି ପରେ ଖୋଲିଲା ଗୁମର: ମାସିକିଆ ଚାନ୍ଦା ଆଦାୟ କରି ହୋଇଥିଲେ…

କନକ ବ୍ୟୁରୋ: ହାଡିବନ୍ଧୁ ପାଣିଗ୍ରାହୀ । ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧିକାରୀ । ଯାହାଙ୍କ ନାଁ ଶୁଣିଲେ ବଡ ବଡ ହୋଟେଲ ମାଲିକଙ୍କ ଛାତିରେ ଛନକା ପଶିଯାଏ । ରାଜ୍ୟ ସରକାରଙ୍କ ସଂସ୍ଥା ଓମଫେଡ ହେଉ କି ବଡ଼ ବଡ଼ ହୋଟେଲ, କେହି ବାଦ ପଡିନଥିଲେ ହାଡିବନ୍ଧୁଙ୍କ ଆଖିରୁ । ଯିଏ ପ୍ରଦୂଷଣ ଆଇନ କୁ ଉଲ୍ଲଘନ…

ତିତଲି ପରେ ତେଜିଲା ରାଜନୀତି । ଜିରୋ କାଜୁଆଲିଟିକୁ ବିଜେପିର ସମାଲୋଚନା, ବିଜେଡ଼ି ରଖିଲା ଜବାବ ।

କନକ ବ୍ୟୁରୋ: ତିତଲି ପରେ ତେଜିଲା ରାଜନୀତି । ‘ଜିରୋ କାଜୁଆଲିଟି’କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା । ଆନେକ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଁଚି ପାରି ନାହାନ୍ତି ସରକାର । ଏମିତି କିଛି ଜାଗାରେ ମୃତଦେହ ଭାସୁଥିବାର ପ୍ରମାଣ ଥାଇ ମଧ୍ୟ ଉଦ୍ଧାର ହୋଇପାରିଲେ ନାହିଁ ବୋଲି ବିଜେପି…

ଦିନ କେଇଟା ପରେ ଧରାପୃଷ୍ଠକୁ ଆସିବେ ମା’ !  କୋଲକାତାରେ ଦୁର୍ଗାପୂଜା ପାଇଁ ସଜେଇ ହେଲାଣି ମଣ୍ଡପ, ଫିଲ୍ମ ପଦ୍ମାବତ…

କନକ ବ୍ୟୁରୋ : ଆସିଗଲାଣି ପାର୍ବଣଋତୁ । ଏବେ ମାଙ୍କ ମୁର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ପୂଜା ପେଣ୍ଡାଲ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡିଛନ୍ତି ପୂଜା କମିଟି । ଏମିତି ତ ଦେଶର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ହୋଇଥାଏ । ତେବେ ଆସନ୍ତୁ ନଜର ପକାଇନେବା କୋଲକାତାରେ କେମିତି…

ଗଜପତି ରାୟଗଡା ବ୍ଲକ ‘ବାର ଘର’ ଗାଁରେ ପହଂଚିବାକୁ ପ୍ରଶାସନ ନାକେଦମ୍ : ୭ ଘଂଟାର ଅପରେସନ ପରେ ଗ୍ରାଉଣ୍ଡ ଜିରୋରେ କନକ…

କନକ ବ୍ୟୁରୋ : ବାତ୍ୟା ତିତଲି ପ୍ରଭାବରେ ଗଜପତିର ଗଙ୍ଗାବାଡରେ ୧୨ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ଖବର ଅନୁସନ୍ଧାନ କରିବାକୁ ବାହାରିଥିଲା କନକ ନ୍ୟୁଜ ଟିମ୍ । ଅଗ୍ନିଶମ ବିଭାଗର ଏକ ଟିମ ପଛେପଛେ ବାହାରିଥିଲେ ଆମ ପ୍ରତିନିଧି । ରାସ୍ତାରେ ବଡବଡ ଗଛ ସବୁ ପଡି ରହିଥିବାରୁ ଆନ୍ଧ୍ରର ମନ୍ଦୁସା…

ଆକାଶମାର୍ଗରୁ ଦୁର୍ଦ୍ଦଶା ଦେଖିଲେ ମୁଖ୍ୟମନ୍ତ୍ରୀ । ଗଂଜାମ, ଗଜପତି ଓ ରାୟଗଡାରେ ବନ୍ୟା ସ୍ଥିତିର କଲେ ଅନୁଧ୍ୟାନ

କନକ ବ୍ୟୁରୋ: ଭୁବନେଶ୍ୱରରେ ବନ୍ୟା ସ୍ଥିତିର ସମୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆକାଶମାର୍ଗରୁ ସ୍ଥିତିର ଅନୁଧ୍ୟାନ କରିବା ପରେ ଯୁଦ୍ଧକାଳୀନ ଭିତିରେ ରିଲିଫ୍ ଏବଂ ରେସ୍କ୍ୟୁ ଅପରେସନ ଚାଲିଥିବା ସୂଚନା…