Daily Archives

October 13, 2018

ବିରୋଧୀଙ୍କ ଜିରୋ କାଜୁଆଲିଟି ସମାଲୋଚନାକୁ ମୁଖ୍ୟମନ୍ତ୍ରୀଙ୍କ ଜବାବ୍ । ନବୀନ କହିଲେ ସେମାନେ ଅଭିଯୋଗ କରନ୍ତୁ, ଆମେ କାମ…

କନକ ବ୍ୟୁରୋ : ତିତଲି ପରେ ତେଜିଲା ରାଜନୀତି । ରାଜ୍ୟରେ ତିତଲି ଘଟାଇଥିବା ବ୍ୟାପକ ପ୍ରଭାବ ଏବଂ କ୍ଷୟକ୍ଷତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ଭାରତୀୟ ଜନତା ପାର୍ଟି । ସେପଟେ ବିଜେପିର ଅଭିଯୋଗ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି…

ସାରା ରାଜ୍ୟକୁ ଦୋହଲାଇ ଦେଲା ବାରଘରର କାହାଣୀ । ଆଶ୍ରୟ ନେଇଥିବା ପାହାଡ଼ ହିଁ ନେଇଗଲା ୧୨ଜଣଙ୍କ ଜୀବନ । ଏବେବି ମିଳୁନି…

କନକ ବ୍ୟୁରୋ: ବର୍ଷା, ପବନ ଦାଉରୁ ରକ୍ଷା ପାଇଁ ପାହାଡ଼ କୋଳକୁ ଆଶ୍ରୟ ଭାବରେ ବାଛି ନେଇଥିଲେ ୫ଟି ପରିବାର । ହେଲେ ଏମାନେ ଜାଣିନଥିଲେ, ସେଇ ପାହାଡ଼ ଗୁମ୍ପା ହିଁ ପାଲଟିଯିବ ତାଙ୍କ ଜୀବନର ଶେଷ ଠିକଣା । ପାହାଡ଼ ଧସି ଯିବାରୁ ଗୁମ୍ପା ଭିତରେ ହିଁ ଚାପି ହୋଇଗଲା ଜୀବନ । ଗଜପତି ଜିଲ୍ଲା ବାରଘରରେ…

ଏହି ଭକ୍ତଙ୍କ ଶ୍ରଦ୍ଧା ଦେଖି ହୋଇଯିବେ ଆଶ୍ଚର୍ଯ୍ୟ : ୨୧ଟି କଳସକୁ ଛାତି ଉପରେ ରଖି ୯ଦିନ ପର୍ଯ୍ୟନ୍ତ କରନ୍ତି ଉପବାସ

ନବରାତ୍ରୀ ସମୟରେ ଦୁର୍ଗା ମା’ଙ୍କୁ ଭକ୍ତମାନେ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରି ଆସୁଛନ୍ତି। କେହି କେହି ପୂରା ଦିନ ନିର୍ଜଳା ରହି ବ୍ରତ ରଖୁଛନ୍ତି ତ ଆଉ କେହି ଚପଲ କି ଜୋତା ପିନ୍ଧୁ ନାହାନ୍ତି। କିନ୍ତୁ ବିହାରର ପାଟନା ସହରରେ ବସବାସ କରୁଥିବା ନାଗେଶ୍ୱର ବାବା ୨୨ ବର୍ଷ ହେବ ବଡ…

ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ! ୧୫ ଦିନ ରିଲିଫ୍, ୪୮ ଘଣ୍ଟାରେ ବିଜୁଳି…

କନକ ବ୍ୟୁରୋ: ତିତଲି ପ୍ରଭାବିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ସ୍ଥିତି ନେଇ ଆଜି ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗଞ୍ଜାମ, ଗଜପତି, ରାୟଗଡା…

ଗ୍ୟାସ ଏଜେନ୍ସି ଖୋଲିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି କରିବେ ଆବେଦନ ଓ କଣ ରହିଛି ନିୟମ

ଦେଶର ସରକାରୀ ଅଏଲ ମାର୍କେଟିଂ କଂପାନୀ ତଥା ଆଇଓସି, ଏଚପିସିଏଲ, ବିପିସିଏଲ ଭଳି କଂପାନୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ୫୦୦୦ ନୂଆ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ନିୟୁକ୍ତି ନେଇ ଯୋଜନା ଚଳାଇଛନ୍ତି । ନିକଟରେ ସରକାର ମଧ୍ୟ ୨୦୦୦ ନୂଆ ଲାଇସେନ୍ସ ଜାରି କରିଛନ୍ତି । ଏହାଛଡା ପାଖାପାଖି ୬୦୦…

ଘନେଇଲା #MeToo ବିବାଦ : ମହାନାୟକ ଅମିତାଭ ବଚ୍ଚନଙ୍କୁ ମିଳିଲା ଚେତାବନୀ-ଖୁବ୍ ଶୀଘ୍ର ସାମନାକୁ ଆସିବ ଆପଣଙ୍କ ଭୟଙ୍କର…

ଭାରତରେ #MeToo ଅଭିଯାନ ଆରମ୍ଭ ହେବା ପରଠାରୁ ବଲିଉଡ୍ ର ଅନେକ ବଡ ବଡ ନାମ ଯୈାନ ଉତ୍ପୀଡନ ଅଭିଯୋଗରେ ଘେରି ହୋଇସାରିଲାଣି । ସେମାନଙ୍କ ମଧ୍ୟରୁ ବିକାଶ ବେହେଲ, ନାନା ପାଟେକର, ଅନୁ ମଲିକ ଠାରୁ ଆରମ୍ଭ କରି କୈଲାଶ ଖେର୍ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଏବେ ଏହି ମାମଲାରେ ସମସ୍ତଙ୍କୁ ଚକିତ କରି…