Daily Archives

October 8, 2018

ପୁରୀ ବନ୍ଦବେଳର ହିଂସାକାଣ୍ଡକୁ ନେଇ ଜୋର ଧରିଲା ରାଜନୀତି ! ପରସ୍ପର ଉପରକୁ କାଦୁଅ ଫିଙ୍ଗିଲେ ବିଭିନ୍ନ ଦଳର ନେତା,…

କନକ ବ୍ୟୁରୋ : ପୁରୀ ହିଂସାକାଣ୍ଡ ଘଟଣାକୁ ନେଇ ତେଜିଲା ରାଜନୀତି । ଶ୍ରୀକ୍ଷେତ୍ରରେ ବ୍ୟାପକ ଭଂଗାରୁଜା ଓ ପୋଡାଜଳା ପାଇଁ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଆଡକୁ ଅଙ୍ଗୁଳି ଉଠାଇଛିି ବିଜେପି । ଏହାର ଜବାବ ରଖି ମହେଶ୍ୱର କହିଛନ୍ତି, ବିଜେପି କର୍ମୀ ତାଙ୍କ ଘର ଉପରେ ଆକ୍ରମଣ କରିଥିବା ନେଇ…

ସବୁ ବିଧାୟକ କଂଗ୍ରେସରେ ଥିବେ ତ ଟିକେଟ ନେଇ ନିର୍ବାଚନ ଲଢିବାକୁ? ୨୦୧୯ ପୂର୍ବରୁ ଦଳବଦଳର ଜୋରଦାର ଚର୍ଚ୍ଚା ।

କନକ ବ୍ୟୁରୋ : ପାଖାପାଖି ୫୦ ଟିକେଟ ଚୂଡାନ୍ତ କରିଦେଲା କଂଗ୍ରେସ । ରାଜ୍ୟ ସ୍ତରୀୟ ସ୍କ୍ରିନିଂ କମିଟିରେ ନାଁ ପାଶ୍ ହେବା ପରେ ଏବେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓ ହାଇକମାଣ୍ଡଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା । କୁହାଗଲା, ସମସ୍ତ ବିଧାୟକଙ୍କୁ ଦଳ ଟିକେଟ ଦେବ । ୨୦୧୪ରେ ବିଧାୟକ ଭାବେ…

ଆରଟିଆଇ ଖୋଲିଲା ଗୁମର, ପଦାରେ ପଡିଲା ଶାସକ ଦଳର ମନ୍ତ୍ରୀ ପୁଅଙ୍କ ଅସଲ ଚେହେରା !

କନକ ବ୍ୟୁରୋ : ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ କଳା କାରନାମାର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସିବାରେ ଲାଗିଛି । ଖାଲି ଗୁଣ୍ଡା ଗର୍ଦ୍ଦି ନୁହେଁ ବରଂ ଅନେକ ଦୁର୍ନୀତି ଓ ଚଂଚକତାର ପୁରୋଧା ଥିଲେ ଦେବାଶିଷ । ଯାହା ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହେଉଛି । ୨୦୧୨ରୁ…

କମିସନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ! ପୁଣି ଭୁବନେଶ୍ୱର ବରମୁଣ୍ଡାରେ ଫୁଟିଲା ଗୁଳି, ବସ ମାଲିକଙ୍କୁ…

କନକ ବ୍ୟୁରୋ : ପୂଜା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି । ରାତି ପ୍ରାୟ ସାଢେ ଗୋଟାଏରେ ବରମୁଣ୍ଡା ନିକଟରେ ଜଣେ ବସ୍ ମାଲିକଙ୍କୁ ଗୁଳି କରାଯାଇଛି । ସାମାନ୍ୟ ଗାଡି ଧକ୍କାରୁ ଗୁଳିକାଣ୍ଡ ହୋଇଥିବା ବେଳେ ଏଥିରେ ବସ୍ ମାଲିକ ଗୁରତର ଆହତ ହୋଇଛନ୍ତି । ପୂଜା ପୂର୍ବରୁ ଦାଗୀଙ୍କୁ…

ମାଡି ଆସୁଛି ବାତ୍ୟା ‘ତିତଲି’ ! ୧୦ରୁ ଓଡିଶାରେ ପ୍ରବଳ ବର୍ଷିବ, ସରକାର ସଜାଗ୍, ବାତିଲ ହେଲା ଛୁଟି ।

କନକ ବ୍ୟୁରୋ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଂଟା ଭିତରେ ଏହା ବାତ୍ୟାର ରୂପ ନେବ ।  ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ବାତ୍ୟା ‘ତିତଲି’ ଏବେ ଡ୍ରିପେସନ୍ ଏବଂ କାଲି ଡିପ୍ ଡିପ୍ରେସନ ରୂପ ନେବା ସମ୍ଭାବନା…

ପଦ୍ମ ଫୁଲକୁ ଭୋଟ ଦେଉଛ, ସେଥିପାଇଁ ସୁବିଧା ମିଳୁନି । ବିଜେଡି ବିଧାୟକଙ୍କର ଇଏ କିଭଳି ଆଚରଣ, ସୋସିଆଲ ମିଡିଆରେ ଭିଡ଼ିଓ…

କନକ ବ୍ୟୁରୋ : ବିଜେଡି ବିଧାୟକଙ୍କ ଭୋଟ ରାଜନୀତି । କଂଟାବାଞ୍ଝି ବିଧାୟକ ଆୟୁବ ଖାନ୍ ନିଜ ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଲୋକଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଯେଉଁ ଭୋଟର ତାଙ୍କୁ ବିଧାୟକ ଗାଦିରେ ବସାଇଛନ୍ତି ସେମାନଙ୍କୁ ଜନସଭାରେ ଗାଳି ଦେବାକୁ ମଧ୍ୟ ପଛାଇ ନାହାନ୍ତି ଆୟୁବ ଖାନ୍ ।…