Daily Archives

October 8, 2018

ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇ ନିଲମ୍ବିତ ହେଲେ ପୁଲିସ୍ ବାବୁ : ସେୟାର୍ କରିଥିଲେ ବାଇଶି ପାହାଚରେ ପିଣ୍ଡଦାନ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇ ନିଲମ୍ବିତ ହେଲେ ପୁଲିସ୍ ଅଧିକାରୀ । ସମୁଦ୍ରକୂଳ ଥାନା ସବଇନସ୍ପେକ୍ଟର ଦିଲ୍ଲୀପ ପଣ୍ଡାଙ୍କର ବାଇଶି ପାହାଚରେ ଶ୍ରାଦ୍ଧ ଦେବା ସମୟର ଫଟୋ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି । ଆଜି ମହାଳୟା ଅମାବାସ୍ୟାରେ ବାଇଶି ପାହାଚରେ ପିଣ୍ଡ…

ଧାନ ବିଲରେ ପୋକ ଆତଙ୍କ ! କାମ କରୁନି ଔଷଧ ଜଳି ଯାଉଛି ସୁନାରେ କ୍ଷେତ, କୃଷି ବିଭାଗ ପାଖରେ କୀଟନାଶକ ନଥିବାରୁ…

କନକ ବ୍ୟୁରୋ : କୋକସରା ଧାନ ବିଲରେ ପୋକ ଆତଙ୍କ । ରୋଗ ପୋକ ଧାନ ଖାଇ ଯାଉଥିବା ବେଳେ କାମ କରୁନି ଔଷଧ । ଫଳରେ ସୁନାର କ୍ଷେତ ଜଳି ଯାଉଛି । ସେପଟେ ବ୍ଲକ କୃଷି ବିଭାଗ ପାଖରେ କିଟନାଶକ ନଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । କାମ କରୁନି ଔଷଧ । ପୋକ ଖାଉଛି ସୁନାର ଫସଲ । କଳାହାଣ୍ଡି…

ବ୍ରହ୍ମୋସ ୟୁନିଟରେ କାମ କରୁଥିଲେ ଆଇଏସଆଇ ଏଜେଣ୍ଟ ! ପାକିସ୍ତାନ ଓ ଆମେରିକାକୁ ଦେଉଥିଲେ ଭାରତର ସୁରକ୍ଷା ସମ୍ବନ୍ଧୀୟ…

ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା । ସୁରକ୍ଷା ମାମଲାକୁ ନେଇ ଉତ୍ତର ପ୍ରଦେଶ ଏଟିଏସ ସୋମବାର ମହାରାଷ୍ଟ୍ରର ନାଗପୁରରୁ ଜଣେ ଡିଆରଡ଼ିଓ କର୍ମଚାରୀଙ୍କୁ ଗିରଫ କରିଛି । ନିଶାନ୍ତ ଅଗ୍ରୱାଲ ନାମକ ଏହି କର୍ମଚାରୀ ଜଣକ ଭାରତର ସୁରକ୍ଷା ସମ୍ବନ୍ଧୀୟ କିଛି ତଥ୍ୟ ପାକିସ୍ତାନର ଆଇଏସଆଇକୁ ଦେଇଥିବା…

ଉଦଘାଟନକୁ ବିତିଯାଇଛି ଅଢେଇ ମାସ ! ଏବେବି ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି ମାଲକାନଗିରିର ନୂଆ ହସ୍ପିଟାଲ,…

କନକ ବ୍ୟୁରୋ : କଥାରେ ଅଛି ଥାନା, ପାଇଖାନା ଓ ଡାକ୍ତରଖାନାରେ କେବେ ତାଲା ପଡେ ନାହିଁ । ହେଲେ ମାଲକାନଗିରିର ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ବିଭିନ୍ନ ବିଭାଗରେ ତାଲା ପଡିଛି । ନୂଆ ଡାକ୍ତରଖାନାରେ ସମୟ ସାରଣୀ ମୁତାବକ କେବଳ ଓପିଡି ସେବା ଯୋଗାଇବାରେ ସଫଳ…

ଆଗାମୀ ସମୟରେ ଜଳବାୟୁରେ ହେବ ଭୟଙ୍କର ପରିବର୍ତ୍ତନ,୨୦୩୦ ପର୍ଯ୍ୟନ୍ତ ଭାରତରେ ପ୍ରବାହିତ ହେବ ଅସହ୍ୟ ଗରମ ପବନ :…

ସାରା ବିଶ୍ୱରେ ୧ ଡିଗ୍ରୀ ତାପମାତ୍ରା ବୃଦ୍ଧି ହୋଇଛି  । ରିପୋର୍ଟ ଅନୁସାରେ ୨୦୩୦ବେଳକୁ ଭାରତରେ ପ୍ରବଳ ଗରମ ବାୟୁ ପ୍ରବାହିତ ହୋବ । ଗ୍ରୀଷ୍ମ ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ । ସୂଚନା ଅନୁସାରେ ଯଦି ବିଶ୍ୱର ତାପମାନ ପ୍ରାକ୍-ଶିଳ୍ପସ୍ତର (୧. ୫ ଡିଗ୍ରି ସେଲିସିୟସ୍) ଠାରୁ ୨…

ଦେଶର ସବୁଠାରୁ ବଡ ମିଲ୍କ ଡାଏରୀ ବ୍ରାଣ୍ଡ ‘ଅମୂଲ’ ବିକ୍ରି କରିବ ଓଟ କ୍ଷୀର : ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ…

ଦେଶର ସବୁଠାରୁ ବଡ ମିଲ୍କ ଡାଏରୀ ବ୍ରାଣ୍ଡ ଅମୂଲ ଡିସେମ୍ବର ମାସରୁ ଓଟ ର କ୍ଷୀର ପାଉଚ୍ ଓ ବୋତଲରେ ବିକ୍ରି କରିବା ଆରମ୍ଭ କରିଦେବ । ଅମୂଲ କଚ୍ଛ ପାଖରେ ଏହାର ଏକ ପ୍ରୋସେସିଙ୍ଗ ୟୁନିଟ୍ ନିର୍ମାଣ କରୁଛି । ଏହା ପ୍ରଥମ ଥର ହେବ ଯେ, କୈାଣସି ପ୍ରମୁଖ ବ୍ରାଣ୍ଡର ଓଟ ର କ୍ଷୀର ବଜାରକୁ ଆସିବ ।…