Daily Archives

October 2, 2018

ପଶ୍ଚିମବଙ୍ଗ ଦମଦମରେ ବିସ୍ଫୋରଣ ! ୭ବର୍ଷୀୟ ପିଲାର ମୃତ୍ୟୁ, ୧୦ ଜଣ ଆହତ, ଫରେନସିକ୍ ଟିମର ଯାଂଚ ଜାରି ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦମଦମରେ ବିସ୍ଫୋରଣ । ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ଜଣେ ୭ବର୍ଷୀୟ ପିଲାର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦମଦମ୍ ଥାନା ଅନ୍ତର୍ଗତ କାଜିପାରା ଅଂଚଳରେ ଥିବା ନଗର ବଜାରରେ ଆଜି ଏହି ବିସ୍ଫୋରଣ ହୋଇଛି । ସ୍ଥାନୀୟ…

ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ! ରାଫେଲ ଓ ରୋଜଗାର ନେଇ ଟାର୍ଗେଟ, ରାହୁଲ କହିଲେ, ଲାଲକିଲ୍ଲାରୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତିି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଗାନ୍ଧୀ ଜୟନ୍ତୀ ଅବସରରେ ୱର୍ଧା ସେବାଶ୍ରମ ଗସ୍ତ କରିଥିବା ଅବସରରେ ପ୍ରଥମେ ବୈଠକରେ ଯୋଗ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ । ଆଉ ଏହାପରେ ସଂକଳ୍ପ ରାଲି  କରିଥିଲେ । ଏହି ରାଲିରେ…

କଂଗ୍ରେସ ଭବନରେ ଦାମଙ୍କ ଏଣ୍ଟ୍ରି ! ୨୦୧୯ ପୂର୍ବରୁ ହେବ କି ନୂଆ ସମୀକରଣ?

କନକ ବ୍ୟୁରୋ : କଂଗ୍ରେସ ଭବନରେ ଦାମଙ୍କ ଏଣ୍ଟ୍ରି । ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମ ରାଉତଙ୍କୁ ଆଜି କଂଗ୍ରେସ ଭବନରେ ଦେଖିବାକୁ ମିଳିଛି । ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ…

ସଫଳ ହେଲାନି ସରକାର-ଚାଷୀ ଆଲୋଚନା ! ଛିଣ୍ଡିଲାନି ଅଙ୍କ, ଦିଲ୍ଲୀ ସୀମାରେ ପୋଲିସ ସହ ମୁହାଁମୁହିଁ, ପାଣି ମାଡ ସହ…

କନକ ବ୍ୟୁରୋ : ସରକାରଙ୍କ ସହ କୃଷକଙ୍କ ଆଲୋଚନା ସଫଳ ହେଲାନାହିଁ । ସରକାର ଓ କୃଷକଙ୍କ ମଧ୍ୟରେ ୪ଟି ଦାବିକୁ ନେଇ ସହମତି ହୋଇଥିବା ବେଳେ ମୁଖ୍ୟତଃ ଚାଷୀଙ୍କ ଋଣ ମାଫ ଓ ବିଜୁଳି ବିଲ୍ କମାଇବା ପ୍ରସଙ୍ଗରେ କିଛି ନିଷ୍ପତି ହୋଇପାରିନାହିଁ । ଆଜି ନିଜର ବିଭିନ୍ନ ଦାବି ନେଇ ଦିଲ୍ଲୀ ଆସିବାକୁ…

ନବୀନଙ୍କ ଟାର୍ଗେଟରେ ବିଜେପି ! କହିଲେ, ଫମ୍ପା ମାଠିଆର ଶବ୍ଦ ବେଶି, ଜାଣନ୍ତୁ କାହିଁକି ଏଭଳି କହିଲେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ବିଜେପି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେପିକୁ କାଠଗଡ଼ାରେ ଠିଆ କରିଛନ୍ତି ନବୀନ ପଟ୍ଟନାୟକ । ଫମ୍ପା ମାଠିଆର ଶବ୍ଦ ବେଶି କହି-ପରୋକ୍ଷରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ବିିଜେଡି ସରକାର କଥାରେ ନୁହେଁ କାମରେ ବିଶ୍ୱାସ…

ପଲିଥିନ୍ ଗଲା ଠୁଙ୍ଗା ଆସିଲା ! କୋଡିଏ ବର୍ଷ ପରେ ଫେରିଲା କାଗଜ ଠୁଙ୍ଗା, ଗଛିତ ପ୍ଲାଷ୍ଟିକ ସାମଗ୍ରୀକୁ କେମିତି କରିବେ…

କନକ ବ୍ୟୁରୋ : କଟକ-ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗର ନିଗମ ଏବଂ ପୁରୀରେ ଆଜିଠୁ ବିଧିବଦ୍ଧ ଭାବରେ ପ୍ଲାଷ୍ଟିକ୍ ସମାଗ୍ରୀ ଉପରେ କଟକଣା ଲାଗୁ ହୋଇଛି । ଆଉ ଏହି କଟକଣାକୁ ଜନତା ଓ ବ୍ୟବସାୟୀ ଶୃଙ୍ଖଳାର ସହ ପାଳନ କରୁଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି…