Daily Archives

October 2, 2018

ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ ! ଦେଶରେ ୮୨% ପୁରୁଷ ଓ ୯୨% ମହିଳା ୧୦ ହଜାର ଟଙ୍କାରୁ ମଧ୍ୟ କମ ଦରମା ପାଉଛନ୍ତି

ଭାରତରେ ଏବେ ବେକାରୀ ସମସ୍ୟା ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ଖାସକରି ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ମିଳୁନାହିଁ । ଯାହା ଏବେ ଯୁବବର୍ଗଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଷ୍ଟେଟ ଅଫ୍ ୱାକିଂ ଇଣ୍ଡିଆ ୨୦୧୮ର ରିପୋର୍ଟ ଅନୁଯାୟୀ, ବିଗତ ୨୦ ବର୍ଷ ମଧ୍ୟରେ ଦେଶରେ ବେକାରୀ…

ଗୁରୁପ୍ରିୟା ପାଇଁ ମାଓ ସମର୍ଥକଙ୍କ ପ୍ରଜାମେଳି ! ଚାଷୀ ମାରଣ ନୀତି ପାଇଁ ନବୀନଙ୍କ ବିରୋଧରେ ବର୍ଷିଲେ, ଫସଲ ନଷ୍ଟ…

କନକ ବ୍ୟୁରୋ : ଗୁରୁପ୍ରିୟାକୁ ବିରୋଧ କରି ମାଓ ସମର୍ଥକଙ୍କ ପ୍ରଜାମେଳି । ସରକାରୀ ସହାୟତା ଦାବିରେ ୫ଟି ପଂଚାୟତର ପ୍ରାୟ ୫ହଜାର ମାଓ ସମର୍ଥକ ପ୍ରଜାମେଳି କରିଛନ୍ତି । ନବୀନ ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରିଛନ୍ତି । ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ସ୍ୱାଭିମାନ…

ଗାନ୍ଧି ଜୟନ୍ତୀକୁ ବଡ ଧୁମଧାମରେ ପାଳିଥାଏ ପୁରା ଦେଶ ! ଜାଣନ୍ତୁ ବାପୁ କିଭଳି ପାଳନ କରୁଥିଲେ ନିଜ ଜନ୍ମଦିନ ।

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଜନ୍ମ ଜୟନ୍ତୀରେ ସରକାର ଏବଂ ଗାନ୍ଧିବାଦୀ ସଂସ୍ଥା ପକ୍ଷରୁ ଅନେକ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ସ୍ୱଚ୍ଛତାରୁ ନେଇ ଅହିଂସା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତରିକାରେ ଲୋକମାନେ ବାପୁଙ୍କୁ ମନେ ପକାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି,…

ରାଜ୍ୟରେ ଆଉ କେହି ଶୋଇବେନି ଭୋକରେ । ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ ନବୀନ ସରକାର, କହିଲେ, ଲୋକଙ୍କ ଟଙ୍କା…

କନକ ବ୍ୟୁରୋ : ରାଜ୍ୟରେ ଆଉ କେହି ରହିବେନି ଭୋକିଲା । କଥା ରଖିଲେ ରାଜ୍ୟ ସରକାର । ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପୂରଣ କରିଛନ୍ତି ନବୀନ ସରକାର । ଅକ୍ଟୋବର ୨ରୁ ରାଜ୍ୟରେ ଲାଗୁ ହେଲା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ସଚିବାଳୟରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି…

ରକ୍ତଦାନ କଲେ ସରକାର ଦେବେ ୪ ଦିନ ଛୁଟି ! ଜାଣନ୍ତୁ କେଉଁଠି

ରକ୍ତ ଦାନ, ଜୀବନ ଦାନ । ରକ୍ତଦାନ ମହାପୁଣ୍ୟ । କିନ୍ତୁ ଭାରତରେ ଏବେ ମଧ୍ୟ ରକ୍ତ ପାଇଁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ପ୍ରତିବର୍ଷ ଯେତିକି ରକ୍ତ ଆବଶ୍ୟକ ପଡୁଛି ତାହାଠାରୁ ମଧ୍ୟ କମ ରକ୍ତ ସଂଗ୍ରହ କରାଯାଉଛି । ତେଣୁ ଆବଶ୍ୟକୀୟ ରକ୍ତ ସଂଗ୍ରହ ପାଇଁ ରକ୍ତଦାତାଙ୍କୁ ପୋତ୍ସାହିତ କରିବାକୁ…

ଚୀନ ପରେ ଭାରତକୁ ମିଳିପାରେ ଏସ-୪୦୦ ଆଂଟି ଡିଫେନ୍ସ ମିସାଇଲ : ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ୪୦୦ କିଲୋମିଟର ଦୂରରୁ…

କନକ ବ୍ୟୁରୋ : ଚୀନ ପରେ ଭାରତୀୟ ସେନାକୁ ମିଳିବ ଏସ-୪୦୦ ମିଶାଇଲ । ଯାହା ଶତ୍ରୁ ଦେଶ କରିବ କଡା ମୁକାବିଲା । ଶତ୍ରୁ ଦେଶର ମିଶାଇଲକୁ ମାତ୍ ଦେବ ଏହି ଏସ ୪୦୦ ମିଶାଇଲ । ସୂଚନା ଅନୁଯାୟୀ ଆସନ୍ତା ୪ ଅକ୍ଟୋବରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨ ଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି ।…