Daily Archives

August 2, 2018

ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ ସ୍ୱାମୀ : ହିତାହିତ ଜ୍ଞାନ ଭୁଲି ମହିଳା କାଟିଲେ ସ୍ୱାମୀଙ୍କ ଗୁପ୍ତାଙ୍ଗ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମୁଜଫରନଗରରେ ଜଣେ ମହିଳା ନିଜ ସ୍ୱାମୀଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଛନ୍ତି । ମହିଳା ଜଣକ ନିଜକୁ ଅବହେଳିତ ମନେକରବା ସହ ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ନାରାଜ ଥିଲେ । ମହିଳାଙ୍କ ସ୍ୱାମୀ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ । ଆଉ ରାଗରେ ଏଭଳି କାଣ୍ଡ…

ଜଗତସିଂହପୁର ସହର ଠାରୁ ୧୫ କିମି. ଦୂରରେ ଖୋଲିଲା ଆଦର୍ଶ ବିଦ୍ୟାଳୟ : ହେଲେ ଜଣେ ନିୟମିତ ଶିକ୍ଷକ ନାହାଁନ୍ତି,…

କନକ ବ୍ୟୁରୋ : ଜଗତସିଂହପୁର ସଦର ବ୍ଲକ ଶାଳଜଙ୍ଗ ଠାରେ ଚଳିତ ଶିକ୍ଷା ବର୍ଷରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ଜଗତସିଂହପୁର ସହର ଠାରୁ ୧୫ କିମି. ଦୂରରେ ଖୋଲିଛି ଏହି ଆଦର୍ଶ ବିଦ୍ୟାଳୟ । ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୋଟ ୧୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ହେଲେ ବଡ ଦୁଃଖର ବିଷୟ…

ସମ୍ପତି ପାଇଁ କଳି ! ଭଦ୍ରକର ଖେରଙ୍ଗ ଗାଁରେ ମା ଓ ଝିଅକୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ : ଜମିଜମା ବିବାଦକୁ ନେଇ ଭଦ୍ରକ ଚାନ୍ଦବାଲି ବ୍ଲକ ଖେରଙ୍ଗ ଗାଁରେ ମା ଓ ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଆଉ କେହି ନୁହେଁ ସଂପୃକ୍ତ ଝିଅର ବଡଭାଇ ଓ ବଡ ଭାଉଜ କରିଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଏହି ଗାଁର ରେଣୁକା ମାଝି ଓ ତାଙ୍କ ମା ବାୟାଣୀ ନିଜ ଅଳ୍ପ…

ପାକଶାଳାରୁ ବାହାରିଲା ୫ ଫୁଟର ଅଜଗର ! ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ । 

ବୁଧବାର ଗୁରୁଗ୍ରାମରେ ରହୁଥିବା ସୁମନ ଗୌତମଙ୍କ ରୋଷେଇ ଘରୁ ୫ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ସକାଳୁ ଚା କରିବା ପାଇଁ ସୁମନ ରୋଷେଇ ଘରକୁ ଯାଉଥିବା ବେଳେ ଏତେ ବଡ଼ ସାପକୁ ଘର ଭିତରେ ଦେଖି ତାଙ୍କ ହୋସ ଉଡ଼ି ଯାଇଥିଲା । ଗ୍ୟାସ୍ର ଲାଇଟର ଧରି ଗ୍ୟାସ୍ ଲଗାଇବା ସମୟରେ ତଳେ କିଛି…

ବେସବଲରୁ ବିଦେଶ ଯାତ୍ରା : ସାଙ୍ଗସାଥୀଙ୍କ ସହ କ୍ରିକେଟ ଓ କବାଡି ଖେଳୁଖେଳୁ ଆନ୍ତର୍ଜାତୀୟ ଖେଳାଳି ହେଲେ ଯାଜପୁରର ୧୨…

କନକ ବ୍ୟୁରୋ : ଗାଁ ଦାଣ୍ଡରେ ସାଙ୍ଗସାଥୀଙ୍କ ସହ କ୍ରିକେଟ ଓ କବାଡି ଖେଳରୁ ଆନ୍ତର୍ଜାତୀୟ ଖେଳାଳି । ଛୋଟ ବେଳୁ ଖେଳ ପ୍ରତି ଅହେତୁକ ଆକର୍ଷଣର ଫଳ ଏବେ ମିଳିଛି । ଯାଜପୁର ଦାନଗଦିରୁ ତାଇୱାନ ଯାତ୍ରା । ମାଧ୍ୟମ ବେସବଲ ଗେମ । ଯାଜପୁର ରାଛିପୁର ଗାଁ ଅଭିଜିତ ରାଉତ ଖେଳ ମାଧ୍ୟମରେ ରାଜ୍ୟ ପାଇଁ…

ଶୁଖି ଯାଉଛି ଯୋଡା ଖଣି ଅଂଚଳର ଜୀବନରେଖା : ଚେକ୍ ଡ୍ୟାମ୍ ଭାଙ୍ଗିରୁଜି ଯିବାରୁ ସଂକୋଚିତ ହୋଇ ଗଲାଣି ଦଲକି ନାଳ, ଆଗକୁ…

କନକ ବ୍ୟୁରୋ : ଯୋଡା ଖଣି ଅଂଚଳର ଜୀବନରେଖା ଭାବେ ପରିଚିତ ଦଲକି ନାଳ ଏବେ ସତ୍ତା ହରେଇବାକୁ ବସିଛି । ଦଲକି ନାଳ ଉପରେ ନିର୍ମାଣ ହୋଇଥିବା ଚେକ୍ ଡ୍ୟାମ୍ ଭାଙ୍ଗିରୁଜି ଗଲାଣି । ଏଣେ ବ୍ୟାପକ ଖଣି ଖନନ ଯୋଗୁ ଦଲକି ନାଳ ସଂକୁଚିତ ହୋଇ ଏହାର ଜଳସ୍ରୋତ କମି ଯାଇଛି । ତେଣୁ ପୁନରୁଦ୍ଧାର ପାଇଁ…