Daily Archives

August 2, 2018

ପାକିସ୍ଥାନୀ କହି ଜଣେ ଯୁବକଙ୍କ ଦାଢୀ କାଟିଦେଲେ ଦୁର୍ବୃତ୍ତ ! ୩ ଦୁର୍ବୃତ୍ତଙ୍କୁ ଠାବ କଲା ପୋଲିସ୍ । 

ସମାଜରେ ସମସ୍ତ ବର୍ଗ,ତଥା ଲୋକଙ୍କୁ ନିଜ ଢାଞ୍ଚାରେ ବଞ୍ଚିବାର ସମ୍ପୁର୍ଣ୍ଣ ଅଧିକାର ରହିଅଛି । କିନ୍ତୁ ବେଳେବେଳେ ଏମିତି କିଛି ଖବର ଆମ ଆଖି ଆଗକୁ ଆସେ ଯାହା ଲୋକଙ୍କ ନିମ୍ନ ଚିନ୍ତାଧାରାକୁ ଦର୍ଶାଇଥାଏ । ଏଭଳି ଏକ ଘଟଣା ଏବେ ସାମ୍ମାକୁ ଆସିଛି । ଘଟଣାଟି ଘଟିଛି ହରିୟାଣାର…

ମଧ୍ୟାହ୍ନ ଭୋଜନରେ ପୋକ : ସ୍କୁଲ ପିଲାମାନେ ଖାଉଛନ୍ତି ପୋକ ସାଲୁବାଲୁ ଚାଉଳ

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ପୋକ । ସ୍କୁଲ ପିଲା ଖାଉଛନ୍ତି ପୋକ ସାଲୁବାଲୁ ଭାତ । ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏକ ପ୍ରମୁଖ ବିଦ୍ୟାଳୟରେ । ଖରା ଛୁଟି ପୂର୍ବରୁ ବିଦ୍ୟାଳୟରେ ଗଚ୍ଛିତ ରଖାଯାଇଥିବା ଚାଉଳକୁ ପ୍ରତିଦିନ କୁନି…

ଗୁରୁପ୍ରିୟା ସେତୁରେ ଗଡିଲା ବିକାଶର ଗାଡି : ବିଚ୍ଛିନ୍ନାଂଚଳରେ ମିଳିବ ବିଶୁଦ୍ଧ ପିଇବା ପାଣି, ଜାନବାଇରେ ବୋରୱେଲ ଖୋଳା…

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁ ଉପରେ ଗଡିଲା ବିକାଶର ଗାଡି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପରେ ସ୍ୱାଭିମାନ ଅଂଚଳରେ ପଂଚିଛି ମୌଳିକ ସୁବିଧା । ମାଲକାନଗିରିର ପୂର୍ବ ବିଚ୍ଛିନ୍ନାଂଚଳ ତଥା ବର୍ତ୍ତମାନର ସ୍ୱାଭିମାନ ଅଂଚଳରେ ପ୍ରାଥମିକ ପର୍ଯ୍ୟାୟରେ ପିଇବା ପାଣି ଯୋଗାଇବା…

ଆତଙ୍କବାଦୀ ସଂଗଠନରେ ଯୋଗ ଦେଲେ ଜାମ୍ମୁ-କାଶ୍ମୀରର ଜଣେ ବିଟେକ୍ ଛାତ୍ର ! ଘରକୁ ଫେରିବାକୁ ମା’ ଓ ଭଉଣୀଙ୍କ କୋହଭରା…

କନକ ବ୍ୟୁରୋ : ପ୍ରାୟ ସମୟରେ ଜାମ୍ମୁ-କାଶ୍ମୀରର ଯୁବକମାନେ ଚାପରେ ହେଉ କି ସ୍ୱଇଚ୍ଛାରେ ହେଉ ଆତଙ୍କୀ ସଂଗଠରେ ଯୋଗ ଦେଉଛନ୍ତି । ତେବେ ସେଥି ମଧ୍ୟରୁ କିଛି ଯୁବକ ଦୁର୍ଦ୍ଦଶ ଆତଙ୍କବାଦୀ ପାଲଟି ଯାଉଛନ୍ତି ତ ଆଉ କିଛି ଆତଙ୍କ ନର୍କରୁ ଫେରି ଆସୁଛନ୍ତି । ନିକଟରେ ଏପରି କିଛି ଘଟଣା ଦେଖିବା ପାଇଁ…

ଚାରୋଟି କେମୋଥେରାପି ଦେବା ପରେ ପ୍ରଥମଥର ପାଇଁ ନିଜ ଅନୁଭୂତି ବଖାଣିଲେ ଇରଫାନ୍ ! କହିଲେ , ଯେକୌଣସି ମୁହୂର୍ତ୍ତରେ ବି…

ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କର ଆଗାମୀ ଚଳଚ୍ଚିତ୍ର “କାରୱାଂ” ଅଗଷ୍ଟ ୩ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଯେଉଁଠି ଗୋଟିଏ ପଟେ ତାଙ୍କ ପ୍ରଶଂସକ ଆଗାମୀ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସୁକ ଥିବାବେଳେ ଅନ୍ୟ ଗୋଟିଏ ପଟେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି…

ଭାରତ ପରୀକ୍ଷଣ କଲା ସ୍ୱଦେଶୀ ରକ୍ଷା କବଚ ! ଶତ୍ରୁ ରାଷ୍ଟ୍ରର ମିଶାଇଲକୁ ୪୦ କିଲୋମିଟର ଦୂରରୁ ହିଁ ଦେବ ମାତ୍ ।

ସୁରକ୍ଷା ଦୃଷ୍ଟିରୁ ଭାରତ ଏକ ବଡ ସଫଳତା ହାସଲ କରିଛି । ଓଡିଶା କୋଷ୍ଟରୁ ଭାରତର ବେଲେଷ୍ଟିକ ମିସାଇଲ୍ ଶିଲ୍ଡର ସଫଳ ପରୀକ୍ଷଣ ହୋଇଯାଇଛି । ଏହି ଶିଲ୍ଡର ସହାୟତାରେ ଶତ୍ରୁଦେଶର ଯେ କୌଣସି ମିଶାଇଲକୁ ୪୦ କିଲୋମିଟର ରେଞ୍ଜ ଭିତରେ ହିଁ ଶେଷ ହୋଇଯିବ । ବାୟୁ ରକ୍ଷାବାହିନୀଙ୍କ କହିବାନୁସାରେ ଏହା…