Daily Archives

August 1, 2018

ଟିଟୋ ମାମଲାରେ ତଦନ୍ତକାରୀ ସଂସ୍ଥା ଏସଟିଏଫର ଯାଜପୁରର ଦର୍ପଣ ତହସିଲରେ ଚଢଉ : ମିଳିଛି ଅନେକ ଜରୁରୀ ତଥ୍ୟ !

କନକ ବ୍ୟୁରୋ : ଅପରାଧିକ ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋର ଗୋଟିଏ ପରେ ଗୋଟିଏ କଳା କାରନାମାର ପର୍ଦ୍ଦାଫାସ କରିଛି ସ୍ପେଶାଲ ତଦନ୍ତକାରୀ ସଂସ୍ଥା ଏସଟିଏଫ । କେନ୍ଦ୍ରାପଡା ଠାରୁ ଆରମ୍ଭ କରି ଯାଜପୁର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଚଢଉ କରି ଗୋଟିଏ ପରେ ଗୋଟିଏ ଗୁମର ଫିଟାଇବାରେ ଲାଗିଛି ପୋଲିସ ।…

ଶ୍ମଶାନକୁ ଯିବାକୁ ମିଳିଲାନି କାନ୍ଧ, ସାଇକେଲରେ ବୁହାହେଲା ଶବ ।

କନକ ବ୍ୟୁରୋ : ବୌଦ୍ଧରେ ହଜିଗଲା ମାନବିକତା । ସଦର ବ୍ଲକ କୃଷ୍ଣପାଲି ଗାଁରେ ଶବକୁ ମିଳିଲାନି କାନ୍ଧ । ସାଇକେଲରେ ମହିଳାଙ୍କ ମୃତଦେହ ବୋହି ଶ୍ମଶାନକୁ ନେଲେ ସଂପର୍କୀୟ ।ଏଭଳି ଏକ ଅଭାବନୀୟ ଘଟଣା ଆଜି ବୌଦ୍ଧରେ ଦେଖିବାକୁ ମିଳିଛି । ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରି ଦେଇଛି । ବାରମ୍ବାର…

କଟକ-ଚାନ୍ଦାବାଲି ଅଚ୍ୟୁତପୁର ରାସ୍ତାକୁ ଉଚ୍ଚା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ…

କନକ ବ୍ୟୁରୋ : ଜନସାଧାରଣ ମାନଙ୍କ ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ଯୋଜନାରୁ କାହିଁକି ଲୋକମାନେ ବଞ୍ଚିତ ହେଉଛନ୍ତି ତାହାର ଉତ୍ତର କାହା ପାଖରେ ନାହିଁ । ମୈାଳିକ ଅଧିକାର ପହଞ୍ଚାଇବାକୁ ଅନେକ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନାଠାରୁ ଆରମ୍ଭ କରି ଅନେକ…

ସାରା ରାଜ୍ୟରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା ! ସବୁଠାରୁ ଅଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରେ ଥିବା ମାନିଲା…

କନକ ବ୍ୟୁରୋ : ସାରା ରାଜ୍ୟରେ ମହାମାରୀର ରୂପ ନେଉଛି ଡେଙ୍ଗୁ । ଯେତେ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନେଲେ ମଧ୍ୟ କୈାଣସି ଲାଭ ହେଉନାହିଁ । ଅନେକ ସମୟରେ ସାରା ରାଜ୍ୟରେ ଜ୍ୱରରେ ହିଁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ । ତେବେ ଗତ କିଛି ବର୍ଷ ହେଲା ରାଜ୍ୟର ଡେଙ୍ଗୁ ପୀଡିତଙ୍କ…

ବିଜୟ ମାଲ୍ୟାଙ୍କ ଉପରେ ଘୁଞ୍ଚିଲା ଶୁଣାଣୀ ! ଭାରତକୁ ଅର୍ଥର ରୋଡ ଜେଲର ଭିଡିଓ ମାଗିଲେ ଲଣ୍ଡନ କୋର୍ଟ, ସେପ୍ଟେମ୍ବର…

କନକ ବ୍ୟୁରୋ : ପ୍ରତ୍ୟର୍ପଣ ମାମଲାରେ ଋଣ ମାଫିଆ ବିଜୟ ମାଲ୍ୟାଙ୍କ ଉପରେ ଘୁଂଚିଲା ଶୁଣାଣି । ଆସନ୍ତା ସେପ୍ଟମ୍ବର ୧୨ ତାରିଖ ଯାଏଁ ଶୁଣାଣି ଘୁଂଚାଇଛନ୍ତି ଲଣ୍ଡନ କୋର୍ଟ । ଏଥିସହ ତାଙ୍କ ଜାମିନ ଅବଧି ମଧ୍ୟ ବଢାଇ ଦିଆଯାଇଛି । କୋର୍ଟ ଭାରତକୁ ଅର୍ଥର ରୋଡ ଜେଲର ଭିଡିଓ ମଧ୍ୟ ମାଗିଛନ୍ତି ।…

ପ୍ରତି ମାସ ଶେଷ ରବିବାର ବିଭିନ୍ନ ଛକରେ ଉଡିବ ତ୍ରିରଙ୍ଗା ! ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ସେବାଦଳ ଉତ୍ତୋଳନ କରିବ…

ପ୍ରତ୍ୟେକ ମାସ ଶେଷ ରବିବାର କଂଗ୍ରେସ ସେବାଦଳ ପକ୍ଷରୁ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜାତୀୟ ପତାକା ଉତୋଳନ କରିବାକୁ ନିଖିଳ ଭାରତ କଂଗ୍ରେସ ସେବାଦଳ ନିଷ୍ପତ୍ତି ଗ୍ରହଣ କରିଛି । ତଦନୁଯାୟୀ ରବିବାର ପ୍ରଦେଶ କଂଗ୍ରେସ ସେବାଦଳ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସେବାଦଳର…