Daily Archives

August 1, 2018

ବଢିଲା ସବସିଡି ଗ୍ୟାସ ସିଲିଣ୍ଡର ଦର ! ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା ଆପଣଙ୍କ ଗ୍ୟାସ ।

ଦରବୃଦ୍ଧିର ଶିକାର ହୋଇଥିବା ସାଧାରଣ ଜନତାଙ୍କ ଉପରେ ଏବେ ଆଉ ଏକ ବୋଝ ପଡିଛି । ତେଲକମ୍ପାନୀ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦରରେ ବୃଦ୍ଧି କରିଛନ୍ତି । ସବସିଡି ଅନ୍ତର୍ଗତ ଗ୍ୟାସ ସିଲିଣ୍ଡର ମଙ୍ଗଳବାର ଠାରୁ ୧.୭୬ ଟଙ୍କା ମହଙ୍ଗା ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନର ବୟାନ ଅନୁଯାୟୀ,…

ସାରା ରାଜ୍ୟରେ ଲାଗି ରହିଛି ମୈାସୁମୀ ବର୍ଷା: ବାଲେଶ୍ୱରରେ ସର୍ବାଧିକ ଓ ପାରାଦୀପରେ ସର୍ବନିମ୍ନ ବର୍ଷା ରେକର୍ଡ…

କନକ ବ୍ୟୁରୋ : ସାରା ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ରାଜଢାନୀ ଭୁବନେଶ୍ୱର ସମେତ କଟକ ଆଦି ଅନେକ ସ୍ଥାନରେ ପାଣି ଜମି ରହିଛି । ପାଣି ଜମିରହିବାରୁ ବିଗତ ଦିନରେ ପ୍ରଶାସନ ସ୍କୁଲ ଗୁଡିକୁ ମଧ୍ୟ ଛୁତି ଘୋଷଣା କରିଛନ୍ତି । ଏହାସହ ପ୍ରଶାସନ ପକ୍ଷରୁ ଅନେକ…

ପୁଣି ରୋମାନ୍ସର ବର୍ଷା କରିବେ ସଲମାନ୍ – କ୍ୟାଟ୍ରିନା : ‘ଭାରତ୍’ ଫିଲ୍ମରେ ଏକାଠି କରିବେ ଅଭିନୟ

ଚର୍ଚ୍ଚାରେ ‘ଭାରତ୍’ ଫିଲ୍ମର ନୂଆ ନାୟିକା । ଆଉ ସେ ହେଲେ କ୍ୟାଟ୍ରିନା କୈଫ୍ । ବଲିଉଡ୍ ଦେଶୀ ଗର୍ଲ ଏହି ପ୍ରୋଜେକ୍ଟକୁ ଛାଡିବା ପରେ ଚର୍ଚ୍ଚା ହେଉଥିଲା କି କ୍ୟାଟ୍ରିନା ହିଁ ନେଇ ପାରନ୍ତି ସେହି ସ୍ଥାନ । ଆଉ ଏବେ ଏହି ଖବର ପକ୍କା ହୋଇଛି । ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର୍ ଟ୍ୱିଟ୍ କରି…

ସଂସଦରେ ଶୂନ୍ୟ କାଳରେ ବିଭିନ୍ନ ପ୍ରସଙ୍ଗରେ ଚାଲିଛି ଆଲୋଚନା : ଯାଜପୁର ଜାରକାରେ ଓଭରବ୍ରିଜ ନର୍ମାଣ କରିବା ପାଇଁ ଦାବି…

କନକ ବ୍ୟୁରୋ : ସଂସଦରେ ମୈାସୁମୀ ଅଧିବେଶନ ଚାଲିଛି । ତେବେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଦୀମାନେ ଘେରିବାରେ ଲାଗିଛନ୍ତି । ତେଣୁ ବିରୋଧୀଙ୍କୁ ଶାସକ ଦଳର ନେତାମାନେ ଉଚିତ ଜବାବ ମଧ୍ୟ ଦେଉଛନ୍ତି । ଯାହାକୁ ନେଇ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା କାରଣରୁ ଅନେକ…

ପାଖେଇ ଆସୁଛି ଓଡିଶା ହକି ବିଶ୍ୱକପ୍ ! ହକି ପାଇଁ ଦେଶବ୍ୟାପି ଆରମ୍ଭ ହେଲା ହୃଦସ୍ପନ୍ଦନ ଅଭିଯାନ, ୬ଟି ସହରରେ ହେବ…

‘ସକାଳେ ପର୍ଯ୍ୟଟନ, ସଂଧ୍ୟାରେ ହକି’ କିମ୍ବା ‘ସକାଳେ ସର୍ଫିଂ, ସଂଧ୍ୟାରେ ଆକ୍ସନ’ର ପରିକଳ୍ପନା ନେଇ ଆସିଛି ବିଶ୍ୱକପ୍ ହକି । ଓଡ଼ିଶା ହକି ବିଶ୍ୱକପ୍ ପାଖେଇ ଆସୁଛି । ୪ ମାସରୁ କମ୍ ସମୟ ରହିଛି । ଏହି ଖେଳକୁ ସମର୍ଥନ କରିବା ପାଇଁ ସବୁ ଭାରତୀୟଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଓଡ଼ିଶା…

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ପୁଣିଥରେ ପ୍ରତିକ୍ରିୟା ରଖିଲେ ମୋଦି : କହିଲେ ସରକାରଙ୍କୁ ବଦନାମ କରିବା ପାଇଁ…

କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ କେନ୍ଦ୍ର ସରକାରଙ୍କ ବିରୋଧରେ ଗୃହରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ପାଳନ କରିପାରିନଥିବାରୁ ଆନ୍ଧର ପ୍ରଦେଶର ଟିଡିପି(ତେଲଗୁ ଦେଶମ ପାର୍ଟି) ସରକାରପଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ତେବେ…