Daily Archives

June 23, 2018

କାରଖାନାରେ ଲାଗିଗଲା ନିଆଁ ! ଦମକଳ ଗାଡ଼ି ଡ଼ାକିବାକୁ ମାଲିକ ଦୌଡ଼ିଲେ ୫ କିଲୋମିଟର

ଉତ୍ତରପ୍ରଦେଶର ଶାହଜହାନପୁରରେ ଏକ ଗନ୍ଧକ କାରଖାନାରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ନିଆଁ ଲାଗିବା ସମୟରେ କାରଖାନା ଭିତରେ ୨୦ଜଣ ଶ୍ରମିକ କାମ କରୁଥିବା ବେଳେ ନିଆଁ ଲାଗିବା ଜାଣି ସେମାନେ ବାହାରକୁ ପଳାଇ ଯାଇଥିଲେ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣା ପଡ଼ିଛି ।…

କେହି ଶୁଣିଲେନି, ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ସରପଞ୍ଚ ! ଜାଣନ୍ତୁ ଚିଠିରେ କଣ ଲେଖିଲେ ମହିଳା…

କନକ ବ୍ୟୁରୋ : ମଦ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଂଚ । କଟକ ଜିଲ୍ଲ୍ା ଟାଙ୍ଗୀ ବ୍ଳକର ମହିଳା ସରପଂଚ ଶାନ୍ତିପ୍ରିୟା ମହାନ୍ତି ତାଙ୍କ ଅଂଚଳରୁ ମଦ ଦୋକାନ ଉଚ୍ଛେଦ କରିବା ପାଇଁ ଚିଠି ଲେଖିଛନ୍ତି । ସବୁଠାରୁ ବଡ କଥା ହେଉଛି ଯଦି ମଦ ଦୋକାନ ଉଚ୍ଛେଦ କରାନଯାଏ ତେବେ ଆଗକୁ…

ଓଡ଼ିଶା ଜର୍ସିରେ କମାଲ କଲା ଟିମ୍ ଇଣ୍ଡିଆ!

ନେଦରଲାଣ୍ଡରେ ଚମକିଲା ଟିମ୍ ଇଣ୍ଡିଆ । ଚାମ୍ପିୟନ୍ସ ଟ୍ରଫି ହକିରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ମାତ୍ ଦେଇ ଦମଦାର ଅଭିଯାନ ଆରମ୍ଭ କରିଛି ଭାରତ । ଏହି ବିଜୟରେ ପୂରା ଦେଶ ଯେତିକି ଖୁସି ହୋଇଛି, ତା ଠାରୁ ଅଧିକ ଖୁସି ହୋଇଛନ୍ତି ଓଡ଼ିଶାବାସୀ । କାରଣ ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ଗୋଲ…

ବନ୍ଦେ ଉତ୍କଳ ଜନନୀ ପାଇଁ ସମୟ ନେଲେ ସରକାର ! କିନ୍ତୁ ହକିକୁ ନେଇ କେନ୍ଦ୍ରଠାରୁ ମିଳୁନି ସକରାତ୍ମକ ଜବାବ

କନକ ବ୍ୟୁରୋ : ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଙ୍ଗୀତ ମାନ୍ୟତା ଦେବା ନେଇ ଦାବି ଜୋର ଧରିବାରେ ଲାଗିଛି । ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରାଯିବ ଏବଂ ବିଚାରବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆଜି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେପଟେ ଏହି ଗୀତର ଲେଖକଙ୍କ ପରିବାର ସଦସ୍ୟ…

ଚିଲିକା ଅଘଟଣ ପରେ ଚେତିଲା ପ୍ରଶାସନ ! ଜାଣନ୍ତୁ ଏଣିକି ଡଙ୍ଗାରେ ଯାତ୍ରା କରିବା ବେଳେ ଯାତ୍ରୀଙ୍କୁ କଣ କରିବାକୁ ପଡ଼ିବ

କନକ ବ୍ୟୁରୋ : ଚିଲିକା ଅଘଟଣ ପାଇଁ ଖାଲି ପବନ ନୁହେଁ, ଡଙ୍ଗା ମାଲିକ ବି ଦାୟୀ । ମଝି ହ୍ରଦରେ ପ୍ରବଳ ବେଗରେ ପବନ ସହ ଡଙ୍ଗାରେ କଣା ଥିବାରୁ ଏତେ ବଡ ଦୁର୍ଘଟଣା ଘଟିଲା ବୋଲି ଆଜି ମତ ଦେଇଛନ୍ତି ପରିବହନ ମନ୍ତ୍ରୀ । ସେପଟେ ଏହି ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯିବା ପରେ ଚେତା ପଶିଛି । ଏଣିକି…

ପାଣି ଟୋପାଏ ପାଇଁ ଜଙ୍ଗଲରୁ ସହର ଧାଇଁ ଆସିଲା ହରିଣ ! କିନ୍ତୁ ତା ପରର ଘଟଣା ଥିଲା ବେଶ ହୃଦୟ ବିଦାରକ ।

ପୁରା ଦେଶ ଏବେ ପ୍ରଚଣ୍ଡ ଗରମରେ ଶିଝୁଛି । ମଣିଷ ହୁଅନ୍ତୁ କିମ୍ବା ପଶୁ, ଅସ୍ତବ୍ୟସ୍ତ ହୋଇପଡୁଛୁ ଜୀବନ । ମଣିଷଙ୍କ ସମେତ ପଶୁ ପକ୍ଷୀ ମଧ୍ୟ ଟିକିଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଜଙ୍ଗଲରେ ଥିବା ପୋଖରି ଏବଂ ଜଳାଶୟ ଗୁଡିକ ଶୁଖିଯିବା କାରଣରୁ ପଶୁପକ୍ଷୀ ମାନଙ୍କ ଜୀବନ ମଧ୍ୟ ପ୍ରଭାବିତ…