Daily Archives

June 23, 2018

ଜଗନ୍ନାଥ ମନ୍ଦିରକୁ ଜଗିିବ ୧୦୧ଟି ସିସିଟିଭି ! ସେବାୟତଙ୍କ ଦାନ ଗ୍ରହଣ ଉପରେ ରଖିବ ନଜର

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ଦାନ ଗ୍ରହଣ ଉପରେ ନଜର ରଖିବାକୁ ଲାଗିବ ଆହୁରି ୨୩ ଟି କ୍ୟାମେରା । ବିଶେଷ କରି ମନ୍ଦିର ପରିସରରେ ଥିବା ବିଭିନ୍ନ ପାଶ୍ୱର୍ ମନ୍ଦିର ରହିବ ଏହି ସିସିଟିଭି ସ୍କାନରରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମନ୍ଦିର ପରିଚାଳନା କମିଟି ବୈଠକରେ…

ଓଡ଼ିଶା ଭାଗ ଦେଉଛି, ତେଣୁ ବିଜ୍ଞାପନରେ ଲୋଗୋ ମଧ୍ୟ ରହୁ! ସୌଭାଗ୍ୟ ଯୋଜନାରେ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାରଙ୍କ…

କନକ ବ୍ୟୁରୋ : କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ଭାଗ ଦେଉଛି । ହେଲେ ଏକଚାଟିଆ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର । ଏଭଳି ଅଭିଯୋଗ କରିଛନ୍ତି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ । ସୋଭାଗ୍ୟ ଯୋଜନାରେ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଛି ଓ କିଛି ସ୍ଥାନରେ ବିଜୁ ଜ୍ୟୋତି…

ବାପା ବିକ୍ରି କରନ୍ତି ଚାହା ! ୬ ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଝିଅ ପାଇଲା ବାୟୁସେନାରେ ଚାକିରି, ଉଡାଇବ ଲଢୁଆ…

ସେ ଜଣେ ଚା’ ବିକଳୀଙ୍କ ଝିଅ । ମାତ୍ର ଜଣେ ଚା’ ବିକାଳୀ ବାପର ଦାରିଦ୍ର୍ୟ ବାଧା ସାଜିପାରିନି ଆଞ୍ଚଲ ଅଗ୍ରଓ୍ଵାଲା(୨୪)ଙ୍କ ସ୍ୱପ୍ନର । ମଧ୍ୟପ୍ରଦେଶର ଉତ୍ତର-ପଶ୍ଚିମ ଅଞ୍ଚଳର ନିମୁଚ ଜିଲ୍ଲାର ଝିଅ ଆଞ୍ଚଲ ଇଣ୍ଡିଆନ ଏୟାରଫୋର୍ସ (ଆଇଏଏଫ୍)ର ଫ୍ଲାଇଂ ବ୍ରାଞ୍ଚରେ ମନୋନୀତ ହୋଇଛନ୍ତି । ଆଞ୍ଚଲ…

ଶଙ୍କରାଚାର୍ଯ୍ୟଙ୍କ ସମ୍ପତି ଚୋରି ! ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ୍, ମନ୍ଦିର ପଛପଟୁ…

କନକ ବ୍ୟୁରୋ : ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ବିମଳା ମନ୍ଦିର ହୁଣ୍ଡିକୁ ଲୁଟି ନେଇଛନ୍ତି ଲୁଟେରା । ଶୁକ୍ରବାର ରାତି ଅଧରେ ମନ୍ଦିରର ତାଲା ଭାଙ୍ଗି ହୁଣ୍ଡିକୁ ତାଡି ନେଇଛନ୍ତି । ସକାଳୁ ମନ୍ଦିର ପୂଜକ ଏହା ଦେଖିବା ପରେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରାଯାଇଥିଲା । ପୁରୀ ଏସପିଙ୍କ ସମେତ ବହୁ…

ପାକିସ୍ତାନକୁ ମାତ୍ ଦେଲା ଟିମ୍ ଇଣ୍ଡିଆ ! ଚାମ୍ପିୟନ୍ସ ଟ୍ରଫି ହକିରେ ୪-୦ରେ ପାକିସ୍ତାନକୁ ପରାସ୍ତ କଲା ଭାରତ

ପାକିସ୍ତାନକୁ ମାତ୍ ଦେଲା ଭାରତ । ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଶନିବାର ୪-୦ରେ ଚିର ପ୍ରତିନ୍ଦନ୍ଦୀ ପାକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ନେଦରଲାଣ୍ଡର ବେଦ୍ରା ସହରରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିରୋଧରେ ଏକ ତରଫା ବିଜୟ ହାସଲ…

ଅପରାଧିକ ତଦନ୍ତ ପାଇଁ ବ୍ୟବହାର ହୋଇପାରିବ ନାହିଁ ଆଧାର ତଥ୍ୟ ! ୟୁଆଇଡିଏଆଇ ଦେଲା ସ୍ପଷ୍ଟୀକରଣ ।

ଆଧାର ଅଧିନିୟମ ଅନୁସାରେ ବାୟୋମେଟ୍ରିକ ତଥ୍ୟର ବ୍ୟବହାର ଅପରାଧିକ ଯାଞ୍ଚ ପାଇଁ କରାଯାଇ ପାରିବ ନାହିଁ । ୟୁଆଇଡିଏଆଇ ପକ୍ଷରୁ ଏନେଇ ଆଜି ସ୍ପଷ୍ଟୀକରଣ ରଖାଯାଇଛି । ତେବେ ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଅପରାଧିକ ରେକର୍ଡ ବ୍ୟୁରୋ ତଥା ଏନସିଆରବି, ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସକୁ…