Daily Archives

June 13, 2018

ଉତ୍ତର କୋରିଆରେ ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଦେଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ପ୍ରମୁଖ କିମ୍ ଜଙ୍ଗ ଉନଙ୍କର ମଙ୍ଗଳବାର ସିଙ୍ଗାପୁର ଠାରେ ସାକ୍ଷାତ ହୋଇଥିଲା । ଏହା ପରେ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସାକ୍ଷାତକୁ ପ୍ରସାରଣ କରିବା ସହ ଛାପିଥିଲା । ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କର ଫଟୋ ସେଠାକାର…

ଆୟୁଷ୍ମାନ ଭାରତକୁ ଟକ୍କର ଦେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ! ଏକାଥରକେ ସାଢ଼େ ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବ…

କନକ ବ୍ୟୁରୋ : ଗରିବଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ମୋଦିଙ୍କ ମେଗା ସ୍ୱାସ୍ଥ୍ୟ ସେବା ଯୋଜନା-“ଆୟୁଷ୍ମାନ ଭାରତ” ପୂର୍ବରୁ ନବୀନ ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ରାଜ୍ୟ ୭୦ ଲକ୍ଷ ପରିବାରର…

କୋଟା ବିବାଦରେ ଫସିଗଲା ପୌର ନିର୍ବାଚନ! ସିଟ୍ ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

କନକ ବ୍ୟୁରୋ : କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ପୌର ନିର୍ବାଚନ । କାରଣ ପୌର ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ରାଜ୍ୟରେ ପୌର ନିର୍ବାଚନରେ ବର୍ତମାନ ୬୦ ପ୍ରତିଶତରୁ ଅଧିକ…

ଗଣମାଧ୍ୟମ ଆଗରେ ମୁହଁରେ ତୁଣ୍ଡି ବାନ୍ଧିବାକୁ ନିରଂଜନଙ୍କ ପରାମର୍ଶ ! ସେପଟେ ସ୍ୱର ବଦଳାଇଲେ ସୁର ରାଉତରାୟ ।

କନକ ବ୍ୟୁରୋ : କଂଗ୍ରେସ କର୍ମକର୍ତାଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆ ଫର୍ମୁଲା । ଏଣିକି ଗଣାମାଧ୍ୟମ ଆଗରେ ମୁହଁରେ ତୁଣ୍ଡି ବାନ୍ଧ । ଦଳୀୟ ନୀତି ନିୟମ ଅନୁସାରେ ମନ୍ତବ୍ୟ ରଖ । କଂଗ୍ରେସ କର୍ମକର୍ତାଙ୍କୁ କିଛି ଏହିପରି ଢଙ୍ଗରେ ତାଗିଦ କରିଛନ୍ତି ପିସିସି ସଭାପତି…

ରଜ ପାଇଁ ସଜବାଜ! ମେହେନ୍ଦି ଅଳତା ଲଗାଇ ସଜେଇ ହେଉଛନ୍ତି ଝିଅ ବୋହୂ, ମିଠା ପାନ ଓ ପୋଡ ପିଠାରେ ମହକିଲା ଓଡିଶା

କନକ ବ୍ୟୁରୋ : ଓଡିଆ ସଂସ୍କୃତି ଓ ପରମ୍ପରାକୁ ନେଇ ପାଳିତ ହୁଏ ରଜ ପର୍ବ । ମୁଖ୍ୟତଃ ତିନି ଦିନ ଧରି ପାଳିତ ହୋଇଥିବା ଏହି ରଜ ପର୍ବ । ହେଲେ ଏହାର ଗୋଟିଏ ଦିନ ଆଗରୁ ସଜବାଜ ଓ ଭୂମିନଅଣ ପର ଦିନ ବସୁମାତା ଗାଧୁଆ ପର୍ବ ପାଳନ କରାଯାଏ । ରଜ ପର୍ବକୁ ପୁରପଲ୍ଲୀରେ ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ…

ନଦୀ ପଠାରେ ମାଳ ମାଳ ଚିଙ୍ଗୁଡ଼ି ଘେରି, ଶୁଖିଯାଉଛି ହେନ୍ତାଳ ବଣ! ଜିଲ୍ଲାପାଳଙ୍କ ଅଜବ ଉତ୍ତର, ସେମାନେ କରୁଥିବେ ଆମେ…

କନକ ବ୍ୟୁରୋ : ପୁଣି ସକ୍ରିୟ ଚିଙ୍ଗୁଡି ମାଫିଆ । ବେଆଇନ ଚିଙ୍ଗୁଡି ଘେରିକୁ ବନ ବିଭାଗ ଓ ରାଜସ୍ୱ ବିଭାଗ ଉଚ୍ଛେଦ କରୁଥିଲେ ମଧ୍ୟ ମାଫିଆ ମାନେ ପୁନଃର୍ବାର ସେହିସ୍ଥାନରେ ଘେରି କରି ଦେଉଛନ୍ତି । ଚିଙ୍ଗୁଡ଼ି ମାଫିଆଙ୍କୁ ତଡ଼ିପାର କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଏହା ସଫଳ ହୋଇ ପାରୁନାହିଁ ।…