Daily Archives

June 13, 2018

ସାବଧାନ, ଆପଣଙ୍କ ପାଖକୁ ମଧ୍ୟ ଆସିପାରେ ନକଲି ରିଜର୍ଭ ବ୍ୟାଙ୍କର ଇମେଲ ! ସଚେତନ ରୁହନ୍ତୁ ନଚେତ ସହିବାକୁ ପଡିବ ଅନେକ…

ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ଫର୍ଜି ଇମେଲ ଆସିବା କୌଣସି ଏକ ନୂଆ କଥା ନୁହେଁ । ଏହି ଇମେଲରେ ଆରବିଆଇ ପକ୍ଷରୁ ପୁରସ୍କାର ଦିଆଯିବା ନେଇ ଉଲ୍ଲେଖ ରହିଥାଏ ଏବଂ ଏହି ଜରିଆରେ ଲୋକମାନଙ୍କ ଠାରୁ ଟଙ୍କା ଠକି ନିଆଯାଇଥାଏ । କିନ୍ତୁ ଏଭଳି ଠକେଇ କରୁଥିବା ଅପରାଧୀମାନେ ଏବେ ଏହା ଠାରୁ ଅନେକ ଆଗକୁ…

କେଉଁଠି ହେବ ବଜ୍ରପାତ ! ୪୫ ମିନିଟ ପୂର୍ବରୁ କାଳବୈଶାଖୀ ଓ ବଜ୍ରପାତର ମିଳିବ ସୂଚନା, ମୋବାଇଲରେ ଆଗୁଆ ସୂଚନା ପାଇବେ…

କନକ ବ୍ୟୁରୋ : ଓଡ଼ିଶା ଛୁଇଁଲାଣି ମୌସୁମୀ । ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦରେ ଥରି ଉଠୁଛି ଛାତି । ଆଉ ଏସବୁ ଭିତରେ ବଜ୍ରପାତରେ ଚାଲି ଯାଉଛି ନିରୀହ ଜୀବନ । ଦିନକୁ ଦିନ ଓଡ଼ିଶାରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ଏଭଳି ସମୟରେ ବଜ୍ରପାତର…

ଘରେ ବସି ଖାଇପାରିବେ ସ୍ପେଶାଲ ରଜ ପାନ ! ଗୋଟିଏ କ୍ଲିକରେ ଘରେ ପହଞ୍ଚିବ ବିଭିନ୍ନ ଫ୍ଲେଭରର ରଜ ପାନ

କନକ ବ୍ୟୁରୋ : ରଜରେ ପାନ ନାହିଁ ତ ରଜର ମଜା ନାହିଁ । ରଜ ଆସିଲେ ଆପଣାଛାଏଁ ପାଟି ଖୋଜିଥାଏ ପାନ । ଖାସକରି ରଜ ପାନର ସ୍ୱାଦ ଟିକିଏ ନିଆରା । ଏଥିପାଇଁ ଗାଁ ଗହଳିରେ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁ୍ତି । ତେବେ ଏସବୁ ଭିତରେ ରଜ ପାଇଁ ଏଥର ଅନଲାଇନରେ ବି ଭୁବନେଶ୍ୱର, କଟକରେ ମିଳୁଛି- ରଜ ପାନ…

ଭାରତୀୟଙ୍କ ଠାରେ ଦେଖାଦେଉଛି ଆର୍ଥିକ ସଂକଟ : ଆର୍ଥିକ ରୂପରେ ସକ୍ଷମ ପରିବାର ବି ଆସିଯାଉଛନ୍ତି ଦାରିଦ୍ର୍ୟ ସୀମାରେଖା…

ଭାରତୀୟ ଜନତା ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ତିନି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ମୁତାବକ ପାଖାପାଖି ୫.୫ କୋଟି ଭାରତୀୟ ପ୍ରତିବର୍ଷ ନିଜ ସ୍ୱାସ୍ଥ୍ୟର ଦେଖାଶୁଣାରେ ହେଉଥିବା ଖର୍ଚ୍ଚ କାରଣରୁ ଗରୀବ ହୋଇଯାଉଛନ୍ତି । ଏମାନଙ୍କ ମଧ୍ୟରୁ ୩.୮ କୋଟି ଏମିତି ଅଛନ୍ତି, ଯେଉଁମାନେ କେବଳ ଔଷଧ…

ବାବା ରାମଦେବଙ୍କୁ ଅଦାନି ଦେଲେ କଡା ଟକ୍କର ! ପତଞ୍ଜଳୀକୁ ପଛରେ ପକାଇଲା ଅଦାନି ଓ୍ଵିଲମର, ଜାଣନ୍ତୁ କିପରି ।

ଦିନକୁ ଦିନ ପତଞ୍ଜଳୀ କମ୍ପାନୀ ଉନ୍ନତ୍ତି ଆଡକୁ ଅଗ୍ରସର ହେଉଥିବା ବେଳେ ବାବା ରାମଦେବଙ୍କ ଏହି କମ୍ପାନୀକୁ ପଛରେ ପକାଇଛି ଅଦାନୀ ଓ୍ଵିଲମର । ଋଣଗ୍ରସ୍ତ ଖାଇବା ତେଲ କମ୍ପାନି ରୁଚି ସୋୟାକୁ କିଣିବା ପାଇଁ ସିଧାସଳଖ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି   ବାବା ରାମଦେବଙ୍କ କମ୍ପାନି…

ବଲିଉଡ଼ ନାୟିକା ଦୀପିକା ପାଦୁକୋନଙ୍କ ଆପାର୍ଟମେଣ୍ଟରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଲା ଦୁଇଟି ଫ୍ଲୋର

ସ୍ୱପ୍ନର ସହରର ମୁମ୍ବାଇର ବର୍ଲୀ କ୍ଷେତ୍ରରେ ଥିବା ଏକ ୩୩ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାରେ ଲାଗିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ୮ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନିଆଁର ଭୟାବହତା ଏତେ…