Daily Archives

June 5, 2018

ଜୁନ ୧୨ରେ ଟ୍ରମ୍ପ ଓ କିମ୍ ଜଙ୍ଗଙ୍କ ସାକ୍ଷାତ : ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ଭାଳିବେ ସିଙ୍ଗାପୁର ପୁଲିସର…

କନକ ବ୍ୟୁରୋ : ନର୍ଥ କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ଉନଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ହ୍ୱାଇଟ୍ ହାଉସ୍ ସୂଚନା ଅନୁଯାୟୀ ଜୁନ ୧୨ ତାରିଖରେ ଉନଙ୍କୁ ଭେଟିବେ ଟ୍ରମ୍ପ୍ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଙ୍ଗାପୁର ଗସ୍ତବେଳେ ଟ୍ରମ୍ପଙ୍କ ସୁରକ୍ଷାରେ…

ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କଡ଼ା ବାର୍ତ୍ତା : କହିଲେ, ରମଜାନ୍ ଅସ୍ତ୍ରବିରତି ପ୍ରସ୍ତାବ…

କନକ ବ୍ୟୁରୋ : ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ସମ୍ମାନ ରହିଛି କିନ୍ତୁ ଉସୁକାଇବା ଭଳି କାମ କଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ୍ । ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତିର ଉଲ୍ଲଂଘନ…

ଓଡିଶାରେ ଦ୍ୱିତୀୟ ସଦନ ବିଧାନ ପରିଷଦ ଗଠନ ପାଇଁ ଆନ୍ଧ୍ର ଓ ବିହାର ଯିବ କମିଟି ! ବିରୋଧୀ କହିଲେ, ଅସନ୍ତୁଷ୍ଟ ନେତାଙ୍କୁ…

କନକ ବ୍ୟୁରୋ : ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସଂପୃକ୍ତ କମିଟି ଆନ୍ଧ୍ରପ୍ରଦେଶ ଓ ବିହାର ଯାଇ ସେଠାରେ ଏହି ପ୍ରକ୍ରିୟା ଅନୁଧ୍ୟାନ କରିବ । ପୂର୍ବରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ ଏହି କମିଟି ବିଧାନ ପରିଷଦ ଗଠନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲା । ଏହି ରାଜ୍ୟ ଗୁଡିକରେ ପରବର୍ତ୍ତୀ…

ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ନୂଆ ଯୋଜନା ! କମିବ କ୍ୱାଣ୍ଟିଟି, ବଢିବ କ୍ୱାଲିଟି ।

ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଯାତ୍ରୀମାନେ ଅଭିଯୋଗ କରିଥାନ୍ତି । ଖାଦ୍ୟର ଗୁଣାବତ୍ତା ନେଇ ମଧ୍ୟ ଅନେକ ସମୟରେ ପ୍ରଶ୍ନ ସୃଷ୍ଟି ହୋଇଥାଏ । ତେବେ ସରକାରୀ ଅଡିଟରଙ୍କ ପକ୍ଷରୁ ଏନେଇ ତାଗିଦ କରାଯିବା ପରେ ଏବଂ ଭାରତୀୟ ରେଳବାଇ ଖାଦ୍ୟର କ୍ୱାଣ୍ଟିଟି ଅପେକ୍ଷା କ୍ୱାଲିଟି ଉପରେ…

ଚୋରି କଲେ, ବାଥରୁମରେ ଗାଧେଇକି ଗଲେ ! ବିଜେପି ବିଧାୟକଙ୍କ ଘରେ ନିଆରା ଚୋରି ।

ଲକ୍ଷ୍ମୀପୁରର ବିଜେପି ବିଧାୟକ ୟୋଗେଶ ବର୍ମାଙ୍କ ଫ୍ଲାଟରୁ ଲକ୍ଷ ଲକ୍ଷ ଟଙ୍କା ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଧାୟକଙ୍କ ଏହି ଫ୍ଲାଟରେ ତାଙ୍କ ପୁତୁରା ଏବଂ ଭଣଜା ରହୁଥିଲେ । ଜୁନ ୧ ତାରିଖ ସନ୍ଧ୍ୟାରେ ସେ ଫ୍ଲାଟରୁ କୌଣସି କାମରେ ବାହାରକୁ ଯାଇଥିଲେ । ଏହା ପରେ ଯେତେବେଳେ ସୋମବାର…

ପ୍ଲାଷ୍ଟିକ କପରେ ଚା’ ପିଇବାର ପ୍ରଭାବ : ଯୌନ କ୍ଷମତା ଉପରେ ପ୍ରଭାବ ସହ କ୍ୟାନସରର ରହିଛି ଡର

କନକ ବ୍ୟୁରୋ : ଆପଣ ପ୍ଲାଷ୍ଟିକ୍ କପରେ ଚା’ ପିଉଛନ୍ତି କି ? ପ୍ରାୟତଃ ଅଫିସ, ମେଡ଼ିକାଲ, ବିବାହ ଉତ୍ସବ, ଦୋକାନ ଗୁଡ଼ିକରେ ପେପର କପ୍ କିମ୍ବା ପ୍ଲାଷ୍ଟିକ୍ କପରେ ଚା’ ଦିଆଯାଏ । ଆପଣ ପ୍ଲାଷ୍ଟିକ କପ ବ୍ୟବହାର କରି ଯେଉଁ କଫି ଓ ଚା’କୁ ସୁରକ୍ଷିତ ଭାବୁଛନ୍ତି, ବାସ୍ତବରେ ତାହା ବହୁତ କ୍ଷତିକାରକ…