Daily Archives

June 5, 2018

ଶ୍ରୀମନ୍ଦିର ଭଣ୍ଡାର ଘର ଚାବି ହଜିବା ପରେ ଜୋର ଧରିଲା ରତ୍ନ ଆଭୂଷଣର ଆକଳନ ଦାବି ! ବିଜୟ ମହାପାତ୍ର କହିଲେ, ୧୯୮୫ ପରଠୁ…

କନକ ବ୍ୟୁରୋ : ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହେବା ପରେ ଏପଟେ ରତ୍ନଭଣ୍ଡାରରେ ସୁନା ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଉ ଏହି ସମୟରେ ପୁଣି ଥରେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଉଠିଛି । ରତ୍ନଭଣ୍ଡାର ଖୋଲି…

ଶୁଖିଲା ମହାନଦୀକୁ ଦେଖି ରହିପାରିଲେନି ଛାତ୍ରୀ ! ମହାନଦୀରେ ପାଣି ଫେରାଇବା ପାଇଁ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କଲେ…

କନକ ବ୍ୟୁରୋ : ମହାନଦୀକୁ ନେଇ ଅନେକ ତୁମ୍ବିତୋଫାନ ଲାଗି ରହିଛି । ଓଡ଼ିଶାର ଲାଇଫଲାଇନ କୁହାଯାଉଥିବା ମହାନଦୀକୁ ଆରମ୍ଭ ହୋଇଛି ରାଜନୀତି । କିନ୍ତୁ ଏସବୁ ଭିତରେ ଶୁଖିଲା ମହାନଦୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରୀ । ସମ୍ବୁଲପୁରରେ ମହାନଦୀର ସୁଖିଲା ପଠା ଦେଖି ଏହାର ସ୍ଥିତି…

ଭାରତୀୟ ଇଞ୍ଜିନିୟରଙ୍କ କମାଲ ! ଗୋଟିଏ ଗଛରେ ଫଳାଇଲେ ୫୧ କିସମର ଆମ୍ବ, ବିଦେଶ ଚାକିରି ଛାଡି ଗାଁରେ କରୁଛନ୍ତି ଚାଷ ।

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ । କିଏ ଭଲ ପାଠ ପଢି ଡାକ୍ତର ହେବାକୁ ଚାହେଁ ତ ଆଉ କିଏ ଇଞ୍ଜିନିୟର, ଓକିଲ ଇତ୍ୟାଦି । କିନ୍ତୁ କେହି ହେଲେ ଭଲ ପାଠ ପଢି ଚାଷ କ୍ଷେତ୍ରରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖିନଥାନ୍ତି । କିନ୍ତୁ ସମ୍ପ୍ରତି ଯୁବ ସମାଜଙ୍କ ଚିନ୍ତାଧାରାରେ…

ଆପଣ ଟ୍ୱିଟରରୁ କରିପାରିବେ ରୋଜଗାର! ଜାଣନ୍ତୁ, ଏହି ସୋସିଆଲ ସାଇଟରୁ କିଭଳି ରୋଜଗାର କରିହେବ ଟଙ୍କା ?

ଆପଣ ସୋସିଆଲ ମିଡିଆରେ ଅନେକ ସମୟ ଅତିବାହିତ କରିଥାନ୍ତି । ଏହାସହ ଅନେକ ଆପ ସଫ୍ଟୱେର ଭଳି ଟେକ୍ନୋଲୋଜିକୁ ବ୍ୟବହାର କରୁଥିବେ ଆପଣ । ଏଭଳିକି ଆପଣ ପଇସା ରିଡମେ କରିବା ପାଇଁ ଅନେକ ଆପ ବାହାରିଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆପଣ ବ୍ୟବହାର କରୁଥିବା ଟ୍ୱିଟର ମଧ୍ୟ ଆପଣଙ୍କୁ ଦେଇପାରିବ…

୨ ସପ୍ତାହ ପରେ ବାହାରିଥାନ୍ତା ବରଯାତ୍ରୀ, କିନ୍ତୁ ଘରୁ ବାହାରିଲା ଫୁଲ ଏବଂ ତ୍ରିରଙ୍ଗାରେ ସଜା ହୋଇଥିବା କୋକେଇ ।

ବୋଧହୁଏ ଆପଣଙ୍କର ମନେଥିବ ଜେ.ପି ଦାତାଙ୍କର ଏକ ବହୁ ଚର୍ଚ୍ଚିତ ଫିଲ୍ମ ବର୍ଡର, ଯାହା ଫିଲ୍ମ ଦୁନିଆରେ ଏକ ଭାବାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲା । ସେଥିରେ ଅକ୍ଷୟ ଖାନା ବିଏସଏଫ ଯବାନ ଭୁମିକାରେ ନଜର ଆସିଥିଲେ । ଫିଲ୍ମର ଅକ୍ଷୟଙ୍କ ଚରିତ୍ର ଯେମିତି ଥିଲା ବାସ୍ତବ ଜୀବନରେ ଠିକ୍ ସେହିଭଳି…

ଚାଷ କରିବ ତ ଏମିତି ! ଟାଙ୍ଗରା ଭୂଇଁରେ ଫଳାଇଲେ ସୁନାର ଫସଲ, ଏବେ କୋଟି କୋଟି ଟଙ୍କା ଆୟ କରୁଛନ୍ତି ସୁନ୍ଦରଗଡ଼ର ଚାଷୀ…

କନକ ବ୍ୟୁରୋ : ୪ ଶହ ଟଙ୍କାରେ ପାହାଡ ଉପରେ ଚାଷ ଆରମ୍ଭ କରିଥିବା ଚାଷୀ ଆଜି କୋଟିପତି । ଜୈବିକ ସାର ଓ କୀଟନାଶକ ବ୍ୟବହାର କରି ପାହାଡିଆ ଟାଙ୍ଗରା ଭୂଇଁରେ ସୁନାର ଫସଲ ଫଳାଇଛନ୍ତି ସୁନ୍ଦରଗଡର ଚାଷୀ ଉଦୟ ନାଥ । ବିନା ପ୍ରଶିକ୍ଷଣ ଓ ବିନା ସରକାରୀ ସହାୟତାରେ ସଫଳ ଚାଷୀ ବନିଥିବା ଉଦୟ ନାଥଙ୍କୁ…