Daily Archives

May 22, 2018

୧୦ ମିନିଟରେ ଭାରତରୁ ୧୦୦ କୋଟି ଟଙ୍କା ନେଇଗଲା ଚୀନ କମ୍ପାନୀ ।

ଏବେ ବଜାରରେ ଏକ ନୂଆ ମୋବାଇଲ “ୱାନ ପ୍ଲସ ସିକ୍ସ” ବେଶ ଲୋକପ୍ରିୟତା ହାସଲ କରିପାରିଛି । ଗତ ସପ୍ତାହରେ ଲଞ୍ଚ କରାଯାଇଥିବା ଏହି ମୋବାଇଲର ଦାମ ରହିଛି ୩୪,୯୯୯ ଟଙ୍କା । ଏହି ସ୍ମାର୍ଟ ଫୋନ ପ୍ରଥମେ ଆମାଜନ ପ୍ରାଇମ ଏବଂ ୱାନ ପ୍ଲସ  କମ୍ୟୁନିଟି ମେମ୍ବର ମାନଙ୍କୁ ଦିଆଯାଇଥିଲା । କିନ୍ତୁ ଏବେ…

ରୋବର୍ଟ ତିଆରି କରିବ ମନୁଷ୍ୟର ଛୋଟ ଛୋଟ ଅଙ୍ଗ ! ଚିକିତ୍ସା କ୍ଷେତ୍ର ହେବ ଆହୁରି ଉନ୍ନତ ।

ବୈଜ୍ଞାନିକ ମାନେ ଏକ ନୂଆ ରୋବର୍ଟ ସଂଚାଳିତ ବ୍ୟବସ୍ଥା ତିଆରି କରିଛନ୍ତି । ଯାହା ସାହାଯ୍ୟରେ ମନୁଷ୍ୟର ଛୋଟ ଛୋଟ ଅଙ୍ଗ ଖୁବ ଶିଘ୍ର ତିଆରି କରିହେବ । ଏହି ବ୍ୟବସ୍ଥାକୁ ମିନି ଅର୍ଗାନ ବା  ଅର୍ଗାନାୟଡ କୁହାଯାଉଛି । ରୋବର୍ଟ ତିଆରି କରିବାକୁ ଥିବା ମନୁଷ୍ୟର ଅଙ୍ଗ ଗୁଡିକ ମଣିଷର ଅସଲି ଅଙ୍ଗ…

ଦେଶୀ ଗାଈର ଗୋବରରେ ତିଆରି ହୋଇପାରିବ ଶୀତତାପନିୟନ୍ତ୍ରକ ଘର ! ସାଧାରଣରୁ ୭ ଗୁଣ କମ୍ ଖର୍ଚ୍ଚ, ଆପଣ ବି ଥରେ ଉପଯୋଗ…

ଆଜିକା ମହଙ୍ଗା ଯୁଗରେ ଘର ତିଆରି କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ଘର ଖଣ୍ଡିଏ କରିବା ପାଇଁ ସବୁ ଜମାପୁଞ୍ଜି ଖର୍ଚ୍ଚ ହୋଇଯାଏ । ବର୍ତ୍ତମାନ ସମୟରେ ସବୁ ଜିନିଷର ଦର ଯେପରି ବଢ଼ୁଛି, ସେଥିଲେ ନିଜ ପାଇଁ ଘର ଖଣ୍ଡିଏ କରିବା ମୁସ୍କିଲ । କିଛି ଏପରି ଲୋକ ଅଛନ୍ତି, ଯେଁଉମାନେ ଘର ଘଣ୍ଡିଏ…

ପବନରୁ ତିଆରି ହେବ ପାନୀୟ ଜଳ ! ଦୂର ହେବ ଜଳ ସମସ୍ୟା, ଓଡିଶାକୁ ମିଳିଲା ଏହି ବଡ ସଫଳତା ।

ଜଳ ହିଁ ଜାବନ । ଜଳ ବିନା ବଞ୍ଚିବା ଅସମ୍ଭବ ! କିନ୍ତୁ ସମ୍ପ୍ରତ୍ତି ସମାଜରେ ଜଳ ସଙ୍କଟ ଅନେକ ଜାଗାରେ ପରିଲକ୍ଷିତ ହେଲାଣି । ତେବେ ଓଡିଶାର ଆଦିବାସି ବହୁଳ ଅଞ୍ଚଳର ଏକ ରେଲୱେ ଷ୍ଟେସନରେ ପିଇବା ପାଣିର ସମସ୍ୟାକୁ ଦୂର କରିବା ପାଇଁ ପବନରୁ ତିଆରି କରାଯାଉଛି ପାଣି । ପୂର୍ବତଟ ରେଳବାଇର ଜଣେ…

ତାମିଲନାଡୁରେ ତେଜିଲା ଷ୍ଟେରଲାଇଟ ବିରୋଧୀ ଆନ୍ଦୋଳନ ! ହିଂସାକାଣ୍ଡରେ ୧୧ଜଣଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ

କନକ ବ୍ୟୁରୋ : ତାମିଲନାଡୁରେ ତେଜିଲା ଷ୍ଟେରଲାଇଟ୍ ବିରୋଧୀ ଆନ୍ଦୋଳନ । ଟୁଟିକୋରିନରେ ଏନେଇ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ୧୧ଜଣ ମୃତ୍ୟୁବରଣ କରିଛନ୍ତି ଓ ୨୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଗୁରୁତର ଆହତ ହୋଇଛନ୍ତି । ରାଜ୍ୟ ସରକାର ଏହି ଘଟଣାର ବିଚାର ବିଭାଗୀୟ…