Daily Archives

May 12, 2018

ସାଇକେଲ୍ ଧକ୍କାରୁ ହତ୍ୟା । ୧୪ ବର୍ଷର ପିଲାକୁ ଛୁରି ଭୁସିଦେଲା ୧୨ ବର୍ଷର ନାବାଳକ । ମାଉସୀ ଘରକୁ ବୁଲି ଆସି ସବୁଦିନ…

କନକ ବ୍ୟୁରୋ: ସମ୍ବଲପୁରରେ ସାମାନ୍ୟ କଳିରୁ ଘଟିଯାଇଛି ଜଘନ୍ୟ କାଣ୍ଡ । ସାଇକେଲ୍ ଧକ୍କା ଦେବାରୁ ଜଣେ ୧୪ ବର୍ଷର ପିଲାକୁ ଛୁରୀ ଭୁସି ଦେଇଛି ଏକ ୧୨ ବର୍ଷର ପିଲା । ଆଉ ଘଟଣାସ୍ଥଳରେ ପ୍ରାଣ ହରାଇଛି ନାବାଳକ । ଏକ ସାମାନ୍ୟ ଘଟଣା ଜୀବନ ନେଇଯାଇଛି ଏହି ନାବାଳକର । ସ୍କୁଲ ଛୁଟିରେ…

ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ବଡ ଯୋଜନା । ମହାନଦୀ ତଳ ମୁଣ୍ଡରେ ବ୍ୟାରେଜ୍ ଓ ଆନିକଟ ନିର୍ମାଣ କରିବ ଓଡ଼ିଶା । ଚିହ୍ନଟ…

କନକ ବ୍ୟୁରୋ: ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ବଡ ଯୋଜନା । ମହାନଦୀ ତଳ ମୁଣ୍ଡରେ ବ୍ୟାରେଜ୍ ଓ ଆନିକଟ ନିର୍ମାଣ ପାଇଁ ୭ଟି ସ୍ଥାନ ଚିହ୍ନଟ କରିଛନ୍ତି ସରକାର । ସେଥିପାଇଁ ଏବେ ସର୍ଭେ ଓ ଅନୁସନ୍ଧାନ କାମ ଜାରି ରହିଛି । ମହାନଦୀର ଜଳକୁ ଉଭୟ ଚାଷ ଓ ପିଇବା ପାଣି ଭାବେ ବ୍ୟବହାର କରିବା ପାଇଁ…

ଆସିଲା ବୁଥବାହୁଡ଼ା ମତ ! ଜେଡିଏସ୍ ହାତରେ ସରକାର ଗଢ଼ିବା ଚାବିକାଠି, କଂଗ୍ରେସ-ବିଜେପି ମଧ୍ୟରେ ଜୋରଦାର ମୁକାବିଲା ।

କର୍ଣ୍ଣାଟକରେ କଡା ଟକ୍କର । ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ଣ୍ଣାୟକ ମନେ କରାଯାଉଥିବା କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ପଡିବା ପରେ ଆସିଛି ବୁଥ ବାହୁଡା ମତ । ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ସର୍ଭେରେ ଝୁଲା ବିଧାନସଭା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ…

ବିଜେପିକୁ ମହାଭାରତର ପାଠ ପଢ଼ାଇଲେ ସିପିଏମ୍ ନେତା ସୀତାରାମ ୟେଚୁରୀ । ମୋଦିଙ୍କୁ ଦୁର୍ଯ୍ୟୋଧନ ଓ ଅମିତଙ୍କୁ ଦୁଃଶାସନ…

କନକ ବ୍ୟୁରୋ: ଓଡିଶା ମାଟିରୁ ବିଜେପିକୁ ଆକ୍ରମଣ । ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ସିପିଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ବିଜେପିର ଦୁଇ ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମହାଭାରତର ଦୁଇ ଖଳନାୟକ ଦୁର୍ଯ୍ୟୋଧନ ଓ ଦୁଃଶାସନ ସହ ତୁଳନା…

ଥାନା ଭିତରେ ପୁଲିସ ଜୁଲମ୍ । ବଢିଲା ଝିଅଙ୍କ ଉପରେ ପୁଲିସବାବୁଙ୍କ ଥାର୍ଡଡିଗ୍ରୀ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପରେ…

କନକ ବ୍ୟୁରୋ: ନିମାପଡାରେ ବୃଦ୍ଧାଙ୍କୁ ମାଡ ଘଟଣା ମନରୁ ନ ଲିଭୁଣୁ ପୁଣି ଥାନା ଭିତରେ ପୁଲିସ, ଯୁବତୀଙ୍କୁ ମାଡ଼ ମାରିବା ଭଳି ସାଂଘାତିକ୍ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଅଭିଯୋଗ ଆସିଛି ଖୋଦ୍ ରାଜଧାନୀର କେନ୍ଦ୍ରସ୍ଥଳୀରେ ଥିବା ନୟାପଲ୍ଲୀ ଥାନାରୁ । ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇ ଜଣ…

ସତ ଓଗାଳିଲେ ସରିଫ ! ୨୬/୧୧ ମୁମ୍ବାଇ ଆକ୍ରମଣରେ ଥିଲା ପାକିସ୍ତାନର ହାତ ।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ  ନୱାଜ ସରିଫ ଏକ ବଡ ବୟାନ ଦେଇଛନ୍ତି  । ସେ କହିଛନ୍ତି ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ କରିଥିଲା ପାକିସ୍ତାନ । ଲସ୍କର–ଇ-ତୋଇବା ଆତଙ୍କବାଦୀ ସଂଗଠନର  ୧୦ ଜଣ ଆତଙ୍କୀ  ୨୦୦୮ ରେ କରାଚିରୁ ମୁମ୍ବାଇକୁ  ଡଙ୍ଗାରେ ଯାଇ ଆକ୍ରମଣ କରିଥିଲେ  । ଏହି…