ବେକାର ଯୁବକ-ଯୁବତୀଙ୍କ ପାଇଁ ବଡ ଖବର: ଏଠାରେ ଆଜି ଆବେଦନ କରିବେ ତ କାଲି ଚାଲି ଆସିବ ଆପଣଙ୍କ ନିକଟକୁ କଲ୍ , ତୁରନ୍ତ କରନ୍ତୁ ୨୩ ମଇ ଶେଷ ତାରିଖ

77

ଯଦି ଆପଣ ବି ମେଡିକାଲ ସେକ୍ଟରରେ କୌଣସି ଏକ ଭଲ ଚାକିରି ଖୋଜୁଛନ୍ତି ତେବେ ଏହି ଖବରଟି ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । କାରଣ ଏଠାରେ ଆପଣ ଯେଉଁଦିନ ଆବେଦନ କରିବେ ତାର ଠିକ୍ ପର ଦିନ ହିଁ ଆପଣଙ୍କ ନିକଟକୁ ସଂସ୍ଥା ପକ୍ଷରୁ ଏକ କଲ୍ ଚାଲିଆସିବ । ଆଉ ଯାହାଦ୍ୱାରା ଆପଣଙ୍କ ଚାକିରି ପୁରା ପକ୍କା ବୋଲି ଜାଣନ୍ତୁ । ଯଦି ଆପଣ ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ବିଳମ୍ବ ନ କରି ତୁରନ୍ତ ଆବେଦନ କରନ୍ତୁ । କାରଣ ଆବେଦନ କରିବାକୁ ଆପଣଙ୍କ ନିକଟରେ ୨୩ ମଇ, ୨୦୧୮ ଯାଏଁ ସମୟ ରହିଛି ।

ୱେବସାଇଟ:pgimer.edu.in

ପଦବୀ ସଂଖ୍ୟା: ୩୨

ପଦବୀ ସଂପର୍କିତ ବିବରଣୀ: ଅଫିସ୍ ଆସିଷ୍ଟାଂଟ, ସିନିୟର ନର୍ସିଂ ଅଫିସର, ଆସିଷ୍ଟାଂଟ ଇଜିନିୟର ଆଦି

ଶିକ୍ଷାଗତ ଯୋଗ୍ୟତା: ପଦବୀ ଅନୁସାରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ନିର୍ଧାରଣ କରାଯିବ

ବୟସ ସୀମା: ପଦବୀ ଅନୁସାରେ ପ୍ରାଥୀଙ୍କ ବୟସ ସ୍ଥିର କରାଯାଇଛି

ଶେଷ ତାରିଖ:୨୩ ମଇ, ୨୦୧୮

ଆବେଦନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀ ସମ୍ବନ୍ଧିତ ୱେବସାଇଟକୁ ଯାଇ, ନିର୍ଦ୍ଦେଶିତ ନିୟମ ଅନୁସାରେ ଆବେଦନ ପ୍ରକ୍ରିୟା ପୂରା କରିପାରିବେ ।

ନିଯୁକ୍ତି ପ୍ରକ୍ରିୟା: ଲିଖିତ ପରୀକ୍ଷା ତଥା ସ୍କିଲ ଟେଷ୍ଟ

ଆବେଦନ ଶୁଳ୍କ: ଏସସି/ଏସଟି-୫୦୦ ଟଙ୍କା, ଅନ୍ୟ ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଁ ଏହାର ଆବେଦନ ଶୁଳ୍କ ରହିଛି ମାତ୍ର ୧ ହଜାର ଟଙ୍କା । ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ଏହା ପୂରାପୁରି ମାଗଣା ଅଟେ ।