Browsing Category

ଦେଶ ବିଦେଶ

ୱାସ ବେସିନ୍ ଧରି ଟ୍ୱିଟର ମୁଖ୍ୟାଳୟରେ ପହଞ୍ଚିଲେ ଏଲନ ମସ୍କ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

କନକ ବ୍ୟୁରୋ : ୱାସ ବେସିନ୍ ଧରି ଟୁଇଟର ମୁଖ୍ୟାଳୟରେ ପହଞ୍ଚିଥିଲେ ଏଲନ ମସ୍କ । ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ଅପ୍ଲୋଡ କରିବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ହାତରେ ୱାସ ବେସିନ୍ ଧରି ସାନଫ୍ରାନସିସକୋ ସ୍ଥିତ କାର୍ଯ୍ୟାଳୟକୁ ଆସିଥିଲେ । ମସ୍କ ୪ ହଜାର ୪୦୦…
Read More...

ଟ୍ୱିଟରର ମାଲିକ ହେଲେ, CEO ପରାଗ୍ ଅଗ୍ରୱାଲଙ୍କୁ ହେଡକ୍ୱାର୍ଟରରୁ ଆଉଟ୍ କଲେ ଏଲନ୍ ମସ୍କ । 

କନକ ବ୍ୟୁରୋ: ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ । ଟେସ୍ଲା ସିଇଓ ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରେ ଏହାର ସିଇଓ ଥିବା ଭାରତୀୟ ପରାଗ୍ ଅଗ୍ରୱାଲଙ୍କୁ ହେଡକ୍ୱାର୍ଟରରୁ ଟର୍ମିନେଟ୍ କରିଛନ୍ତି ଏଲନ୍ ମସ୍କ । ପରାଗଙ୍କ ସହ ଟ୍ୱିଟରର ଏକାଧିକ…
Read More...

ଗୁଜୁରାଟରେ ନିର୍ମାଣ ହେବ ଦେଶର ପ୍ରଥମ ମିଲିଟାରୀ ପରିବହନ ବିମାନ : ବିନିଯୋଗ ହେବ ୨୨ହଜାର କୋଟିରୁ ଅଧିକ ଟଙ୍କା

କନକ ବ୍ୟୁରୋ : ଗୁଜୁରାଟରେ ନିର୍ମାଣ ହେବ ଦେଶର ପ୍ରଥମ ମିଲିଟାରୀ ପରିବହନ ବିମାନ । ଏଥିପାଇଁ ପ୍ରାୟ ୨୨ ହଜାର କୋଟି ଟଙ୍କା ବିନିଯୋଗ କରିବେ ବିଶ୍ୱର ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ ଏବଂ ଟାଟା । ଏସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି, ଭାରତରେ…
Read More...

ରିଷି ସୁନକଙ୍କ ସହ ଫୋନରେ କଥା ହେଲେ ନରେନ୍ଦ୍ର ମୋଦୀ : ମୁକ୍ତ ବାଣିଜ୍ୟ ରାଜିନାମା ନେଇ ହେଲା ଆଲୋଚନା, ସମ୍ପର୍କ ମଜଭୁତ…

କନକ ବ୍ୟୁରୋ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ । କଥାବାର୍ତ୍ତାବେଳେ ଉଭୟ ନେତା ଦୁଇଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ବିଷୟରେ କଥାବାର୍ତ୍ତା ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ବି…
Read More...

ଚୀନରେ ପୁଣି ବଢିଲା କରୋନା ସଂକ୍ରମଣ : ପଜିଟିଭ ବ୍ୟକ୍ତିଙ୍କୁ ନେବା ପାଇଁ ପହଞ୍ଚିଲା କ୍ରେନ୍; ସାମ୍ନାକୁ ଆସିଲା ଭିଡିଓ

କନକ ବ୍ୟୁରୋ : ଚୀନରେ ପୁଣି ବଢିଲା କରୋନା ସଂକ୍ରମଣ । ପଜିଟିଭ ବ୍ୟକ୍ତିଙ୍କୁ କ୍ରେନରେ ଉଠାଉଥିବାର ଭିଡିଓ ସାମ୍ନା ଆସିଛି । ଏକ କ୍ରେନ ଘର ଭିତରୁ ଜଣେ ପଜିଟିଭ ବ୍ୟକ୍ତି ଉଠାଉଥିବା ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏବେ କରୋନା କଟକଣ ହଟାଉଥିବା ବେଳେ ଚୀନ କଣ ପାଇଁ ଏଭଳି ନୀତି…
Read More...

୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ : ଆତଙ୍କବାଦୀ ମୁକାବିଲାରେ ଏହା ଜରୁରୀ କହିଲେ…

କନକ ବ୍ୟୁରୋ : ୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଆତଙ୍କବାଦୀ ମୁକାବିଲା ପାଇଁ ଏଭଳି ସବୁ ରାଜ୍ୟରେ ଏନଆଇଏ ଶାଖା ଖୋଲିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହରିଆଣାର ସୁଜରକୁଣ୍ଡରେ ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କୁ ନେଇ ଆୟୋଜିତ ଚିନ୍ତନ ଶିବିରରେ…
Read More...

ହିନ୍ଦୁଶୂନ୍ୟ ହୋଇଯିବ କାଶ୍ମୀର : ଟାର୍ଗେଟ କିଲିଂକୁ ନେଇ ଏଭଳି ବୟାନ ଦେଇଛନ୍ତି ଫାରୁକ ଅବଦୁଲ୍ଲା

କନକ ବ୍ୟୁରୋ : ହିନ୍ଦୁଶୂନ୍ୟ ହୋଇଯିବ କାଶ୍ମୀର । ଯଦି କାଶ୍ମୀରରେ ଟାର୍ଗେଟ କିଲିଂକୁ ରୋକାନଯାଏ ତେବେ କାଶ୍ମୀର ହିନ୍ଦୁଶୂନ୍ୟ ହୋଇଯିବ ବୋଲି କହିଛନ୍ତି ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା । କିଛି ମାସ ହେବ କାଶ୍ମୀର…
Read More...

ପିଓକେକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ : କହିଲେ ଭାରତ ସେନା ନିୟନ୍ତ୍ରଣକୁ ଆସିବ ପାକ୍ ଅଧିକୃତ…

କନକ ବ୍ୟୁରୋ : ପାକ୍ ଅଧିକୃତ କାଶ୍ମୀର ତଥା ପିଓକେକୁ ନେଇ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପାକିସ୍ତାନ ଉପରେ ବର୍ଷିବା ସହ ରାଜନାଥ ସିଂ କହିଛନ୍ତି, ପିଓକେରେ ପାକିସ୍ତାନ ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଯାହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ । ପିଓକେକୁ…
Read More...

ଜିମ୍ବାୱେଠୁ ୧ ରନରେ ହାରିଲା ପାକିସ୍ତାନ: ବିଶ୍ୱକପରେ ପାକିସ୍ତାନର ଲଗାତାର ଦ୍ୱିତୀୟ ପରାଜୟ

କନକ ବ୍ୟୁରୋ: ଚଳିତ ବିଶ୍ବକପ କ୍ରିକେଟରେ ଆଉ ଏକ ବଡ଼ ଓଲଟ ପାଲଟ ହୋଇଛି । ଗୁରୁବାର ପର୍ଥଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଶକ୍ତିଶାଳୀ ପାକିସ୍ତାନ ଦଳ ଜିମ୍ବାଓ୍ବେଠାରୁ ୧ ରନରେ ହାରିଯାଇଛି । ଚଳିତ ବିଶ୍ବକପରେ ଏହା ହେଉଛି ପାକିସ୍ତାନର ୨ୟ ପରାଜୟ । ନିଜର ପ୍ରଥମ ମ୍ୟାଚରେ…
Read More...

ଟିଆରଏସ ବିଧାୟକଙ୍କୁ ବିଜେପିରେ ସାମିଲ ହେବାକୁ ଅଫର । ଏପରି ଅଫରକୁ ବିରୋଧ କରି ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ…

କନକ ବ୍ୟୁରୋ : ଟିଆରଏସ ବିଧାୟକଙ୍କୁ ଦଳ ପରିବର୍ତନ କରି ବିଜେପିରେ ସାମିଲ କରିବାକୁ ବିଜେପି ଉଦ୍ୟମ କରିଛି । ଏହାକୁ ବିରୋଧ କରି ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଓ ନେତା ମାନେ ପ୍ରତିବାଦ କରିଛନ୍ତି । ଏହି ବୁଝାମଣା କରୁଥିବା ୩ ଜଣଙ୍କୁ ଗୋଟାଏ ଫାର୍ମ ହାଉସରୁ ଧରାଯାଇ ଅଟକ…
Read More...