ଆରମ୍ଭ ହେଲା ଟେଲିକମ ଯୁଦ୍ଧ । ବିଏସଏନଏଲର କଲ କାଟି ଦେବାକୁ ଧମକ ଦେଉଛି ଏୟାରଟେଲ, ଜାଣନ୍ତୁ କାହିଁକି ।
ଟେଲିକମ କମ୍ପାନୀଙ୍କ ମଧ୍ୟରେ ଟେଲିକମ ଯୁଦ୍ଧ ଥମିବାର ନାମ ନେଉନାହିଁ । ଏବେ ବିଏସଏନଏଲ ଓ ଏୟାରଟେଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବିଏସଏନଏଲ ଦୂରସଂଚାର ବିଭାଗକୁ ଚିଠି ଲେଖି ଆପତ୍ତି ଜଣାଇଛି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ ଭାରତୀ ଏୟାରଟେଲ ବିଏସଏନଏଲର କଲକୁ କାଟିଦେବାର ଧମକ ଦେଉଛି…