ବାଜପେୟୀଙ୍କ ଅବସ୍ଥା ସଂକଟାପନ୍ନ ! ୨୪ ଘଣ୍ଟା ହେଲା ସୁଧୁରୁନି ସ୍ୱାସ୍ଥ୍ୟବସ୍ଥା, ଲାଇଫ୍ ସପୋର୍ଟ ସିଷ୍ଟମ ସହାୟତାରେ…
କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରେ ଲାଗିଛି । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ଅବସ୍ଥା, ବିଗତ ୨୪ ଘଂଟା ଭିତରେ ଗମ୍ଭୀର ହୋଇ ପଡ଼ିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ…