Daily Archives

August 15, 2018

ବର୍ଷା ଆଣିଲା ବିପତ୍ତି! କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ୟା ପରିସ୍ଥିତି, ଧୋଇଗଲା ରାସ୍ତା,…

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ଦକ୍ଷିଣ ଓଡିଶାର ହାଲ୍ ବେହାଲ । କୋରାପୁଟ, ଜୟପୁର, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡାରେ ସ୍ଥିତି ସଙ୍ଗୀନ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା । ଅନ୍ୟ ନଦୀରେ ବି ଜଳସ୍ତର ବଢିବାରେ ଲାଗିଛି । ଅନେକ ସ୍ଥାନରେ ଗାଡି, ମୋଟର ଭାସିଯାଇଛି ।…

ମମତାଙ୍କ ସାହାସିକତାର କାହାଣୀ ନବୀନଙ୍କ ମୁହଁରେ ଫୁଟାଇଲା ହସ ! କେନ୍ଦ୍ରାପଡ଼ାର କୁନି ଝିଅକୁ ପୁରସ୍କୃତ କଲା ବେଳେ…

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ କାମ ପାଇଁ ଆଜି ମିଳିଛି ପୋଲିସ ମେଡାଲ । ବିଭିନ୍ନ ବିଭାଗର ୨୬ ଜଣ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ସାହସିକତା ପଦକ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୭ ଜଣ, ସାହସିକତା ପାଇଁ ୩ ଜଣ ଏବଂ ଉତମ ପୋଲିସ ଟ୍ରେନିଂ…

ସ୍ୱାଧୀନତା ଦିବସରେ ପରାଧୀନତାର ଚିତ୍ର! ଛୁଆଁଅଛୁଆଁ ଭେଦଭାବକୁ କେନ୍ଦ୍ର କରି ସ୍କୁଲରେ ପତାକା ଉତୋଳନରୁ ବଂଚିତ ରହିଲେ…

କନକ ବ୍ୟୁରୋ : ସ୍ୱାଧୀନତାକୁ ୭୧ ବର୍ଷ ବିତିଯାଇଛି, ଆଜି ଆମେ ୭୨ ତମ ସ୍ୱାଧିନତା ଦିବସ ପାଳନ କରୁଛେ । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମହାକାଶ ଅଭିଯାନ ପାଇଁ ଯୋଜନା ଘୋଷଣା କରୁଛନ୍ତି । ଦେଶ, ବିଶ୍ୱର ଏକ ଶ୍ରେଷ୍ଠ ଅର୍ଥନୀତି ବୋଲି କୁହାଯାଉଛି । ଏଭଳି ବଡ ବଡ ନାରା ଭିତରେ ଆମେ…

ମୁକ୍ତି ଅପେକ୍ଷାରେ ପଙ୍କଜ ! ପୁଅକୁ କଡ଼ିରେ ବାନ୍ଧିରଖିବା ପାଇଁ ବାଧ୍ୟ ହୋଇଛନ୍ତି ବାପା ।

ସାରା ଦେଶ ଆଜି ସ୍ୱାଧୀନତା ଦିବସକୁ ନେଇ ଖୁସି ମନାଉଛନ୍ତି । କିନ୍ତୁ ସେପଟେ କଟିହାରର ମଣିହାରୀ ଅନୁମଣ୍ଡଳର ପଟେଲ ଟୋଲାରେ ବାସ କରୁଥିବା ଜଣେ ୧୫ ବର୍ଷିୟ ଯୁବକ ଦନ୍ମରୁ ଆଜି ଯାଏ ସ୍ୱାଧୀନତାର ରାସ୍ତାକୁ ଚାହିଁ ବସିଛି । ପଙ୍କଜଙ୍କୁ ତାଙ୍କ ବାପା କଡିରେ ବାନ୍ଧି ଘର ଭିତରେ ବନ୍ଦି କରି…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି! ଏମ୍ସରେ…

କନକ ବ୍ୟୁରୋ : ସାରା ଦେଶ ଆଜି ଧୂମଧାମରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଲୋକପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଗତ ୪୮ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବା ଏମ୍ସ ପକ୍ଷରୁ…

୨୦୧୯ ପାଇଁ ନିରଞ୍ଜନଙ୍କ ସେନା ପ୍ରସ୍ତୁତ, ଘୋଷଣା ହେଲା ପିସିସିର ନୂଆ କମିଟି ।

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ରାଜ୍ୟ କଂଗ୍ରେସ । ଆଉ ଏହି କ୍ରମରେ ଆଜି ପିସିସିର ନୂଆ ଟିମ ଘୋଷଣା ହୋଇଛି । ଏପରିକି ଆଗାମୀ ୨୦୧୯ ନିର୍ବାଚନୀ ବୈତରଣୀ ନିରଞ୍ଜନଙ୍କ ନେତୃତ୍ୱରେ ଲଢିବାକୁ ନିଷ୍ପତି ନେଇଛି ଦଳ । ଆଉ ଏଥିପାଇଁ ଏକ ବଡ ଟିମର ଘୋଷଣା କରାଯାଇଛି ।…