ଖୋର୍ଦ୍ଧାରେ ବନ୍ୟାର ଭୀଷଣ ରୂପ । ହଜାର ହଜାର ଧାନ ବିଲରେ ଚାଲୁଛି ଡଙ୍ଗା

214

କନକ ବ୍ୟୁରୋ: ଖୋର୍ଦ୍ଧାରେ ବନ୍ୟାର କରାଳ ରୂପ । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ । ବନ୍ୟା ପାଣିରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି । ବାହ୍ୟଜଗତରୁ ବିଚ୍ଛିନ୍ନ ଗାଁ ହିରିମୂଳକୁ ବୋଟ ଯୋଗେ ଯୋଗାଯୋଗ କରୁଛନ୍ତି ଲୋକେ । ଚାଷ ଜମି ଉପରେ ଚାଲିଛି ଡ଼ଙ୍ଗା । ବନ୍ୟା ପ୍ରପୀଡ଼ିତଙ୍କ ସ୍ଥିତି ପରଖିବାକୁ ଡଙ୍ଗାରେ ଯାଇ ହିରିମୂଳ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।