ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଦୀପ ଘରେ ଥିବା କାଠ ପୋଡି ପାଉଁଶ । 

151

କନକ ବ୍ୟୁରୋ: ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିଲା । ନିଆଁରେ ଦୀପ ଘରେ ଥିବା କାଠ ପୋଡି ପାଉଁଶ ହୋଇଯାଇଛି । ତେବେ ଖବର ପାଇ ଅଗ୍ନିଶମ ଟିମ୍ ଆସି ନିଆଁକୁ ଆୟତ କରିଛି । ପଥରରେ ମନ୍ଦିରର ଘର ତିଆରି ହୋଇଥିବାରୁ ନିଆଁ ବିଶେଷ ଭାବେ ଆଗକୁ ବଢି ପାରିନଥିଲା ।