ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ

176

କନକ ବ୍ୟୁରୋ : ତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ । ସଂଧ୍ୟା ୫ଟା ୬୨.୩୧ ସୁଦ୍ଧା ମତଦାନ କରାଯାଇଛି ନିଜ ମନ ପସନ୍ଦର ନେତା ବାଛିଛନ୍ତି ମତଦାତା । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭୋଟରଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ ହୋଇଛି । ୪ ହଜାର ୩୦୩ ପ୍ଲାଇଂ ସ୍କ୍ୱାଡ୍ ଓ ୧୯୮୭ ଭିଡିଓ ସର୍ଭିଲାନ୍ସ ଟିମ୍ ମୁତୟନ ହୋଇଛନ୍ତି । ଆଜି ଅନେକ ହେଭିୱେଟ ନେତାଙ୍କର ଭାଗ୍ୟ ପରୀକ୍ଷା ହୋଇଛି ।