Browsing Category

ଦେଶ ବିଦେଶ

‘ବିଦେଶରେ ନିଜ ଦେଶକୁ ବଦନାମ କରୁଛନ୍ତି ରାହୁଲ’: ଏଭଳି କହି ରାହୁଲଙ୍କୁ ଟାର୍ଗେଟ କଲେ ଶିବରାଜ ସିଂ

କନକ ବ୍ୟୁରୋ: ପେଗାସସକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଦେଇଥିବା ମନ୍ତବ୍ୟ ଉପରେ କଡା ଟିପ୍ପଣୀ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ । ପେଗାସସ୍ ପ୍ରକୃତରେ ଫୋନରେ ନୁହେଁ ରାହୁଲଙ୍କ ମୁଣ୍ଡରେ ଭରି ରହିଛି ବୋଲି କହିଛନ୍ତି ଶିବରାଜ ସିଂ ।…
Read More...

ଭାରତ ଗୌରବ ଟ୍ରେନ୍ ଯାତ୍ରା : ପର୍ଯ୍ୟଟକ ଚାହିଁଲେ EMIରେ ପୈଠ କରିପାରିବେ ଟିକେଟ୍ ପଇସା

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳି ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୨୧ରୁ ନୂଆ ଦିଲ୍ଲୀ ସଫଦରଂଜଗ ରେଳ ଷ୍ଟେସରନୁ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ ହେଉଛି । ପର୍ଯ୍ୟଟକଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଗୌରବ…
Read More...

ସିବିଆଇ ଓ ଇଡିର ହେଉଛି ଦୁରୁପଯୋଗ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ୯ ନେତା ।

କନକ ବ୍ୟୁରୋ :ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ । କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ବିଜେପିକୁ ନିନ୍ଦା କରିଛନ୍ତି । ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଏବେ ଦୁରୁପଯୋଗ ହେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ।…
Read More...

ପ୍ରଭାକରନ ବଞ୍ଚିଛି! ସାମାଜିକ କର୍ମୀ ନେଦୁମାରନ କହିଲେ, ଖୁବଶୀଘ୍ର ଦେବି ପ୍ରମାଣ ।

କନକ ବ୍ୟୁରୋ : ବଞ୍ଚିଛନ୍ତି ଏଲଟିଟିଇ ମୁଖ୍ୟ ପ୍ରଭାକରନ ।ତାମିଲ ବିଶ୍ୱ ପରିସଂଘର ଅଧ୍ୟକ୍ଷ ପାଝା ନେଦୁମାରନ ପ୍ରଭାକରନଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଶନିବାର ନେଦୁମାରନଙ୍କ ଏହି ଘୋଷଣା ଶ୍ରୀଲଙ୍କାରେ ଥିବା ତାମିଲ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି । ଏପରିକି ଯେତେବେଳେ ତାଙ୍କୁ…
Read More...

ପୁରଷ ଆଇପିଏଲର ସଫଳତା ପରେ ଆରମ୍ଭ ହେଲା ମହିଳା ପ୍ରିମିୟର୍ ଲିଗ୍ । ଉଦଘାଟନୀ ଉତ୍ସବରେ ଜଲୱା ଦେଖାଇଲେ ବଲିଉଡ…

କନକ ବ୍ୟୁରୋ : ପୁରୁଷ କ୍ରିକେଟରଙ୍କ ଇଣ୍ଡିଆନ ପ୍ରିମିୟର ଲିଗର ସଫଳତାର ୧୫ ବର୍ଷ ପରେ ଆରମ୍ଭ ହୋଇଛି ମହିଳା ଆଇପିଏଲ । ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ୫ ଦଳକୁ ନେଇ ଏହି ଟି-୨୦ ମହିଳା କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି । ଉଦଘାଟନୀ…
Read More...

ଦେଶରେ ଆଉ ଏକ ଏନପ୍ଲୁଏଞ୍ଜା ସଂକ୍ରମଣ । କାଶ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହେଉଛନ୍ତି ଲୋକେ

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ସବୁଆଡେ ଥଣ୍ଡା, ଜର,କାଶ ଲାଗି ରହିଛି । ଦିନକୁ ଦିନ ଏଭଳି ଥଣ୍ଡା ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢୁଛି । । ଏହା ଭିତରେ ଆଇସିଏମଆର ଆଡଭାଇଜରୀ ଜାରି କରିଛି । ଆଡଭାଇଜରୀରେ କୁହାଯାଇଛି, ଦେଶରେ ଜର ଓ ଫ୍ଲୁ ମାମଲା ବଢିବାରେ ଲାଗିଛି । ଇନଫ୍ଲୁଏଞ୍ଜା…
Read More...

ହ୍ୱାଇଟ ହାଉସ ଡାକ୍ତର କୋବିନ ଓ କର୍ଣ୍ଣରଙ୍କ ସୂଚନା, ଚର୍ମ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଆମେରିକା…

କନକ ବ୍ୟୁରୋ : ପୁରା ଫିଟ୍ ଅଛନ୍ତି ଜୋ ବାଇଡେନ୍ । ଆମେରିକାର ରାଷ୍ଟ୍ରପତି ବାଇଡେନ ଚର୍ମ କର୍କଟରେ ପୀଡିତ ଥିବା ବେଳେ ସର୍ଜରୀ ପରେ ଏବେ ସୁସ୍ଥ ହୋଇଛନ୍ତି । ହ୍ୱାଇଟ ହାଉସର ଡାକ୍ତର କେବିନ୍ ଓ କନର’ ତାଙ୍କର ଚିକିତ୍ସା କରୁଥିଲେ । ଚର୍ମରେ କିଛି କ୍ଷତ ଦେଖାଯିବା ପରେ ବାଇଡେନ ଚିକିତ୍ସା…
Read More...

ପ୍ରବଳ ବରଫ ଝଡ଼ ମାଡରେ ଅସ୍ତବ୍ୟସ୍ତ ହୋଇପଡିଛି କାଲିଫର୍ଣ୍ଣିଆ, ୩ ସହରରେ ଏମରଜେନ୍ସି ଘୋଷଣା

କନକ ବ୍ୟୁରୋ : ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ । ଝଡରେ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ…
Read More...

ଦେଶରେ ବଢ଼ୁଛି ଥଣ୍ଡା,କାଶ ଜରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା । ଆଡଭାଇଜରୀ ଜାରି କଲା ଆଇସିଏମଆର

କନକ ବ୍ୟୁରୋ : ବର୍ତମାନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଲାଗି ରହିଛି ଥଣ୍ଡା, ଜ୍ୱର,କାଶ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ଭିତରେ ଆଜି କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି । ଆଇସିଏମଆର ଆଡଭାଇଜରୀ ଜାରି କରି କହିଛି ଯେ ଦେଶରେ ଜର ଓ ଫ୍ଲୁ ମାମଲା…
Read More...

କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆପତି ଉଠାଇଲା ବିଜେପି, ଦଳ କହିଲା ସାରା ବିଶ୍ୱ ଭାରତର ଗୁଣଗାନ…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛି ବିଜେପି । ବିଦେଶରେ ପହଁଚି ଦେଶ ବିରୋଧରେ ବୟାନ ଦେବା ଏକ ନିନ୍ଦନିୟ ଘଟଣା ବୋଲି ବିଜେପି ଆଜି ସାମ୍ବ।।ଦିକ ସମ୍ମିଳନୀରେ କହିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ…
Read More...