Browsing Category

ଦେଶ ବିଦେଶ

୨୦୨୪ ନିର୍ବାଚନରେ ବିଜେପି ପାଇଁ ଚ୍ୟାଲେଞ୍ଜ ନାହିଁ, ମୋଦୀଙ୍କ ସହ ଆଗକୁ ବଢୁଛି ଦେଶ । ବିରୋଧୀ ଆସନରେ ବସିବ କିଏ, ଶାହା…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଶାହା କହିଛନ୍ତି, ଆଗାମୀ ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦିତା ହେବ ନାହିଁ । ଦେଶର ଜନତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଗକୁ ବଢୁଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ତେବେ…
Read More...

ଯୌତୁକରେ ସ୍ୱାମୀଙ୍କୁ ମିଳିଥିବା ଗହଣାରେ ରହିଛି କି ସ୍ତ୍ରୀର ଅଧିକାର, ଜାଣନ୍ତୁ କଣ କହିଲେ କେରଳ ହାଇକୋର୍ଟ

କନକ ବ୍ୟୁରୋ : କେରଳ ହାଇକୋର୍ଟ ମଙ୍ଗଳବାର ଦିନ ଏକ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି କି,ଯଦି ସ୍ତ୍ରୀଙ୍କ ନାମରେ ବ୍ୟାଙ୍କ ଲକରରେ କିଛି ସୁନା ରହିଛି ତେବେ ଏହି ସୁନାକୁ ତାଙ୍କ ସ୍ୱାମୀ ବା ପରିବାର ଲୋକଙ୍କୁ ଦିଆଯାଇପାରିବ ନାହିଁ । କିିମ୍ବା ଛାଡପତ୍ର ବେଳେ ଏହାକୁ ସ୍ତ୍ରୀ ଠାରୁ…
Read More...

ଦିଲ୍ଲୀ ବିବିସି କାର୍ଯ୍ୟାଳୟରେ ଆୟକର ଚଢାଉ, ସମସ୍ତ କର୍ମଚାରୀଙ୍କ ଫୋନ ଜବତ

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ବ୍ୟାନ କରିବା ପରେ ଏବେ ଦିଲ୍ଲୀ ସ୍ଥିତ ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ କରିଛି । ଆୟକର ବିିଭାଗ ଦିଲ୍ଲୀ ବିବିସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ…
Read More...

କାନପୁରରେ ଚାଲିଲା ମୃତ୍ୟୁର ବୁଲଡୋଜର । ଘର ଭାଙ୍ଗିବାକୁ ଯାଇଥିବାବେଳେ ଜୀଅନ୍ତା ଜଳି ପ୍ରାଣ ହରାଇଲେ ମା’, ଝିଅ, ବାପା…

କନକ ବ୍ୟୁରୋ: କାନପୁର ଦେହାତରେ ସୋମବାର ଘଟିଛି ଏକ ଅଭାବନୀୟ ଘଟଣା । ଜବରଦଖଲ ହଟାଇବାକୁ ଆସିଥିବା ବୁଲ ଡୋଜର ଅପେକ୍ଷା କରିଥିଲା ଘର ଭାଙ୍ଗିବାକୁ । ଏତିକି ବେଳେ ଘଟିଲା ଅଘଟଣ । ଘର ଭିତରେ ପଶିଯାଇଥିଲେ ମା’, ଝିଅ ଏବଂ ‘ନିଆଁ ଲଗାଇଦେଲେ ‘ ବୋଲି ଚିକ୍ରାର କଲେ । ମହିଳା ପୁଲିସ ଆସି…
Read More...

ଆଦାନୀ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ : କହିଲେ, ମାମଲାରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ

କନକ ବ୍ୟୁରୋ : ଆଦାନୀ ଗ୍ରୁପ ପ୍ରସଙ୍ଗରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରେ ବିଜେପିର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଅମିତ ଶାହା । ଏହି ମାମଲାରେ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦେବାକୁ ଶାହା ମନା…
Read More...

‘ଆକ୍ରମଣ ହେବ’: ଭାରତରେ ଲିଥିୟମ୍ ଖଣି ମିଳିବା ପରେ ଆତଙ୍କବାଦୀଙ୍କ ନଜର । ଚିଠିରେ ଦେଲେ ଧମକ

କନକ ବ୍ୟୁରୋ: ଜାମ୍ମୁ କଶ୍ମୀରରେ ଲିଥିୟମ୍ ଖଣି ମିଳିବା ପରେ ଏବେ ଏହା ଉପରେ ଆତଙ୍କବାଦୀଙ୍କ ଆଖି । ଜମ୍ମୁ ରିୟାସୀ ଅଞ୍ଚଳରେ ଧଳା ସୁନା କୁହାଯାଉଥିବା ବିପୁଳ ଲିଥିୟମ୍ ଭଣ୍ଡାରର ସନ୍ଧାନ ମିଳିବା ପରେ ଆତଙ୍କବାଦୀ ସଙ୍ଗଠନ ସରକାରଙ୍କୁ ଦମକଭା ଚିଠି ଲେଖିଛି । ପିପିଲ୍ସ ଆଣ୍ଟି ଫାସିଷ୍ଟ…
Read More...

ଜଳିଗଲେ ମା’ , ଝିଅ, ସେମାନଙ୍କୁ ରକ୍ଷା କରିବାକୁ ଯାଇ ବାପା ଗୁରୁତର, ବୁଲଡୋଜର ଚଳାଇଥିବା ଅଫିସରଙ୍କ ବିରୋଧରେ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁରରେ ଘଟିଛି ଦୁଃଖଦ ଘଟଣା ଘଟିଛି । ବୁଲଡୋଜର ଘର ଭାଙ୍ଗିବା ପରେ ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ନିଆଁ ଲଗାଇ ପୋଡିଦେଲେ ମା’ , ଝିଅ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ବାପା ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଉତ୍ତରପ୍ରଦେଶର କାନପୁରରେ…
Read More...

ସୁରକ୍ଷାରେ ବଡ ଧରଣର ତ୍ରୁଟି : ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭଙ୍ଗା ଚେୟାର ଫିଙ୍ଗିଲେ ଲୋକେ; ଅଳ୍ପକେ ବର୍ତ୍ତିଲେ ନୀତିଶ…

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ଭଙ୍ଗା ଚୌକି ଫୋପାଡିଲେ ଅଜ୍ଞାତ ବ୍ୟକ୍ତି । ଅଳ୍ପକେ ବର୍ତ୍ତିଗଲେ ମୁଖ୍ୟମନ୍ତ୍ରୀ । ଔରଙ୍ଗାବାଦରେ ସମାଧାନ ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ…
Read More...

ସମ୍ମାନର ମୁହୂର୍ତ୍ତ । ଯେବେ ଝିଅକୁ ସାଲ୍ୟୁଟ୍ କଲେ ବାପା

କନକ ବ୍ୟୁରୋ: ବାପା, ଝିଅଙ୍କର ଏହି ଭିଡିଓ ସମସ୍ତଙ୍କର ମନ ଜିତିନେଉଛି । ଅନେକ କିଛି କହିଦେଉଛି ଏହି ଭିଡିଓ । ଯେବେ ଆଇପିଏସ ଝିଅ ବାପାଙ୍କୁ ସାଲ୍ୟୁଟ୍ କଲା ବାପାଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ଏହି ଭିଡିଓରେ ଦେଖାଯାଉଥିବା ପୁଲିସ ଅଧିକାରୀ ହେଉଛନ୍ତି ଆସାମର ଡିଜିପି ଜ୍ଞାନେନ୍ଦ୍ର ପ୍ରତାପ…
Read More...

ପ୍ରଥମ ଥର ପାଇଁ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍: ୩ କୋଟି ୮୦ ଲକ୍ଷ ଦର ସହ ସବୁଠୁ ଦାମୀ ଖେଳାଳି ହେଲେ ସ୍ମୃତି…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ୫ ଟଶ ଟିମ୍ ପାଇଁ ନିଲାମ ଡକାଯାଇଛି । ଗୌତମ ଆଦାନୀଙ୍କ ଅହମଦାବାଦ, ମୁକେଶ ଆମ୍ବାନୀଙ୍କ ମୁମ୍ବାଇ ଟିମ୍ ସହ ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି, ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ ରହିଛି ।…
Read More...