Browsing Category

ଦେଶ ବିଦେଶ

ପାକିସ୍ତାନରେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ଗ୍ୟାସ ଦର ୧୧୨ ପ୍ରତିଶତ ବୃଦ୍ଧି, ୬ମାସ ମଧ୍ୟରେ ୩୭୦ ଅରବ ଡଲାର ଟିକସ…

କନକ ବ୍ୟୁରୋ : ଦିନକୁ ଦିନ ଅଧିକ ସଂଗୀନ ହେଉଛି ପାକିସ୍ତାନର ସ୍ଥିତି । ଦରଦାମ ବୃଦ୍ଧି ଭିତରେ ଦୁଇ ମୁଠା ଖାଦ୍ୟ ମିଳିବା ମଧ୍ୟ ଏଠି ଦିବା ସ୍ୱପ୍ନ ପାଲଟିଛି । ଗୋଟେ ପଟେ ଖାଦ୍ୟ ଓ ଅତ୍ୟାବଶକୀୟ ସାମଗ୍ରୀ ସଙ୍କଟ ଅନ୍ୟପଟେ ଗ୍ୟାସର ଦର ଏବେ ୧୧୨ ପ୍ରତିଶତ ବୃଦ୍ଧି ପାଇବା ଦେଶବାସୀଙ୍କ ମୁଣ୍ଡରେ…
Read More...

ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୪ବର୍ଷ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ଦେଶ, ଦିଗବିଜୟ ସିଂଙ୍କ ବୟାନକୁ ନେଇ…

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଛି ୪ ବର୍ଷ । ୨୦୧୯ ମସିହା ଫେବୃୟାରୀ ୧୪ରେ ଦେଶରେ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୪୪ ଜଣ ଯବାନ ସହିଦ ହୋଇଥିଲେ । ସେ ଦିନର ଏହି ଘଟଣା ଏବେ ବି ମନରୁ ଲିଭିନି । ଆକ୍ରମଣର ସେହି ଦୃଶ୍ୟ ଆଖି ସାମ୍ନାକୁ ଆସିଲେ ଏବେ ବି ଲୋମ…
Read More...

ନ୍ୟୁଜିଲ୍ୟାଣ୍ଡରେ ସାମୁଦ୍ରିକ ଝଡ଼ ଗ୍ରାବିଏଲର ଭୟ । ପୂର୍ବ-ଉତର ଦ୍ୱୀପରେ ହାଇଆର୍ଲଟ, ସ୍ଥିତିକୁ ଦେଖି ବିଭିନ୍ନ ସହରରେ…

କନକ ବ୍ୟୁରୋ : ଭୁସ୍ଖଳନ ଓ ବନ୍ୟା ଭିତରେ ଏବେ ନ୍ୟୁଜିଲ୍ୟାଣ୍ଡରେ କାଳ ସାଜିଛି ସାମୁଦ୍ରିକ ଝଡ । ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହି ପ୍ରାକୃତିକ ବିପର୍ଯୟରେ ବହୁ ଧନଜୀବନ ହାନୀ ଆଶଙ୍କାରେ ଦେଶରେ ଏମରଜେନ୍ସି ଲାଗୁ କରିଛନ୍ତି ନ୍ୟୁଜିଲ୍ୟାଣ୍ଡ…
Read More...

ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢାଉ, ବିଜେପି-କଂଗ୍ରେସ ମୁହାଁମୁହିଁ

କନକ ବ୍ୟୁରୋ : ମଙ୍ଗଳବାର ସକାଳ ସମୟ । ହଠାତ ଦିଲ୍ଲୀରେ ଥିବା ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ କରେ ଚଢ଼ାଉ । କେହି କିଛି ବୁଝିବା ଆଗରୁ ଏଠାରେ ବିବିିସିର କର୍ମୀଙ୍କ ଫୋନକୁ ଜବତ କରାଯିବା ସହ ଘରକୁ ଫେରିଯିବାକୁ କୁହାଯାଏ । ଠିକ କିଛି ସମୟ ପରେ ଖବର ଆସେ ମୁମ୍ବାଇ କାର୍ଯ୍ୟାଳୟ ଉପରେ…
Read More...

ଆଦାନୀ ମାମଲାରେ ଅମିତ ଶାହାଙ୍କ ଜବାବ । କହିଲେ, ବିଜେପି ନିକଟରେ ଲୁଚାଇବାକୁ କିଛି ନାହିଁ

କନକ ବ୍ୟୁରୋ : ଗୌତମ ଆଦାନୀ ଓ ହିଣ୍ଡେନବର୍ଗ । ଏହି ଦୁଇଟି ନାଁ ଜାନୁଆରୀ ୨୪ ତାରିଖରୁ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଦାନୀଙ୍କ ନାଁରେ ହିଣ୍ଡେନବର୍ଗ ଯେଉଁ ଦୁର୍ନୀତି, ଅର୍ଥହେରଫେର ଅଭିଯୋଗ ଆଣିଥିଲା ତାକୁ ମୋଦି ସରକାରଙ୍କ ସହ ସିଧାସଳଖ ଯୋଡୁଛନ୍ତି ବିରୋଧୀ । ତେବେ ଘଟଣାର ୨୦ଦିନ ପରେ…
Read More...

ତୁର୍କୀ-ସିରିଆ ଭୂମିକମ୍ପ, ଦୀର୍ଘ୯ ଦିନ ପରେ ବି ଭଙ୍ଗାକୋଠା ତଳୁ ଉଦ୍ଧାର ହେଉଛନ୍ତି ଜୀବନ୍ତ ମଣିଷ

କନକ ବ୍ୟୁରୋ : ଫେବ୍ରୁଆରୀ ୬ । ତୁର୍କୀ ଓ ସିରିଆ ଉପରେ ମାଡ଼ି ଆସିଥିଲା ପ୍ରଳୟଙ୍କାରୀ ଭୂମିକମ୍ପ । ବଡ ବଡ କୋଠାଠୁ ନେଇ କାର୍ଯ୍ୟାଳୟ । ସବୁ କିଛି କ୍ଷଣିକ ଭିତରେ ମାଟିରେ ମିଶିଥିଲା । ସତେ ଯେମିତି ଆଖି ପଲକରେ ଧ୍ୱଂସ୍ତସ୍ତୁପ ପାଲଟିଥିଲା ତୁର୍କୀ । ଶନିବାର ଘଟଣାକୁ ପୂରିଛି ୯ଦିନ । ତେବେ…
Read More...

ଦିଲ୍ଲୀରେ ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ଢାବା ଫ୍ରିଜରୁ ମିଳିଲା ପ୍ରେମିକାର ଶବ

କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଏକ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ତରଫରୁ ଏକ ଢାବାରେ ଚଢାଉ କରାଯାଇ ସେଠିକାର ଫ୍ରିଜ ଭିତରୁ ଜଣେ ବାଳିକାର ଶବ ଜବତ କରିଛି । ଏହାସହ ହତ୍ୟାରେ ସଂପୃକ୍ତ ଥିବା ଯୁବକକୁ ଗିରଫ କରିଛି । ଏଭଳି ଘଟଣା ବାବା ହରିଦାସ ନଗର ଥାନା…
Read More...

ଦେଶୀ ବରକୁ ବିଦେଶୀ କନିଆ। ଋଷିଆର ଭେରୋନିକାଙ୍କୁ ବିବାହ କଲେ ୟୁପିର ଅଙ୍କିତ।

କନକ ବ୍ୟୁରୋ: ପ୍ରେମର ନା କୌଣସି ସୀମା ଥାଏ ନା ପ୍ରେମ କେବେ ବୟସ ଦେଖେ । କେତେବେଳେ କାହାକୁ ଯେ ପ୍ରେମ ହେଇଯିବ ତାହା କହିବା ଭାରି କଷ୍ଟ । କିଛି ଏଭଳି ଏକ ପ୍ରେମ କାହାଣୀ ହେଉଛି ଉତ୍ତରପ୍ରଦେଶର ଅମିତଙ୍କର । ଅମିତଙ୍କ ପ୍ରେମ ପାଇଁ ସାତ ସମୁଦ୍ରପାର ହୋଇ ଚାଲିଆସିଛନ୍ତି ତାଙ୍କ ଜୀବନସାଥୀ…
Read More...

ହାଲ ତରଫରୁ ଏଚଏଲଏଫଟି-୪୨ ବିମାନରୁ ହଟାଗଲା ହନୁମାନଙ୍କ ଫଟୋ, ଜାଣନ୍ତୁ କାରଣ ?

କନକ ବ୍ୟୁରୋ : ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ବା ହାଲ ତରଫରୁ ଏୟାରଶୋରେ ପ୍ରଦର୍ଶିତ ଏଚଏଲଏଫଟି-୪୨ ବିମାନରୁ ପ୍ରଭୁ ହନୁମାନଙ୍କ ଫଟୋ କାଢି ଦେଇଛି । ବେଙ୍ଗାଲୋର ଠାରେ ଆୟୋଜିତ ଏୟାର ଇଣ୍ଡିଆ ଶୋରେ ଏହି ଯୁଦ୍ଧ ବିମାନକୁ ପ୍ରଦର୍ଶିତ କରାଯାଇଥିଲା । ଏହି ବିମାନରେ ଏକ ଫଟୋ ଲାଗିଥିଲା ।…
Read More...

୨୦୨୪ ନିର୍ବାଚନରେ ବିଜେପି ପାଇଁ ଚ୍ୟାଲେଞ୍ଜ ନାହିଁ, ମୋଦୀଙ୍କ ସହ ଆଗକୁ ବଢୁଛି ଦେଶ । ବିରୋଧୀ ଆସନରେ ବସିବ କିଏ, ଶାହା…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଶାହା କହିଛନ୍ତି, ଆଗାମୀ ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦିତା ହେବ ନାହିଁ । ଦେଶର ଜନତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଗକୁ ବଢୁଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ତେବେ…
Read More...